-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
08-Jul-2022
ମୁରିବାହାଲ // ମୁରିବାହାଲ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟ।ଲୟ ରେ ନୂତନ ସି ଡ଼ି ପି ଓ ଭାବେ ଶ୍ରୀମତୀ ସୁପ୍ରଭା ମହାପାତ୍ର ଆଜି ନୂତନ ଭାବରେ ଯୋଗ ଦେଇଛନ୍ତି। ସେ ଏହା ପୂର୍ବରୁ ଝାରସୁଗୁଡ଼ା ଠାରେ କାର୍ଯ୍ୟରତ ଥିଲେ। ବ୍ଲକସ୍ତରୀୟ ଫେଦେରେସନ ରେ ଏସ୍ ଏଚ୍ ଜି ମା ମାନଙ୍କୁ ଗୁରୁତ୍ଵ ଦେଇ କାମ କରିବା ଏବଂ କାର୍ଯ୍ୟଳୟରେ ମା ମାନଙ୍କ ପାଇଁ ଏକ ଶୌଚାଳୟ ନ ଥିବାରୁ ଦୁଃଖ ପ୍ରକାଶ କରି ଥିଲେ। ଏହା ସହିତ ଅଞ୍ଚଳର ଉନ୍ନତିମୂଳକ କାମ କରିବା ପାଇଁ ପ୍ରକାଶ କରିଥିଲେ।