-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
07-Jul-2022
ମୁରିବ।ହାଲ/ ମୁରିବ।ହାଲ ବ।ରବନ୍ଧ ଘୁସୁର।ମୁଣ୍ଡ ରାସ୍ତାରେ ଥିବା ସୂର୍ମ। ଖୁଦାନ୍ ମହାର୍ଖୁ ଟା ଜଙ୍ଗଲର ଏକ ନାଳରୁ ଜଣେ ଅଜଣା ମହିଳାଙ୍କ ମୃତ ଦେହ ଠାବ ହୋଇଛି। ସୂଚନା ପାଇ ବଲାଙ୍ଗୀରରୁ ସାଇନ୍ ଟିଫିକ୍ ଟିମ, ମୁରିବହାଲ ବନ ବିଭାଗର ଅଧିକାରୀ, ମୁରୀବହାଲ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୁରିବହାଳ ଏକଯୁକୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ କୁ ଉଦ୍ଧାର କରି ମୂରିବହାଲ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଜାରି ରଖିଥିବା ପୁଲିସ ସୂତ୍ର ରୁ ଜଣା ଯାଏ।