-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
24-Nov-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ତ୨୪. ୧୧.୨୦୨୦ ଆଜି ବଲାଙ୍ଗିର ଜିଲ୍ଲାରେ ଆଜି ସମୁଦାୟ ୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ ୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି।
ନିମ୍ନମତେ ତାଲିକା ପ୍ରଦାନ କରାଯାଇଛି।
(୧)ବାଲାଙ୍ଗୀର ମୁନିସିପାଲିଟି | ୱାର୍ଡ ନଂ- ୧ ରୁ ୧ ଜଣ।
(୨) ବାଙ୍ଗୋମୁଣ୍ଡା ବ୍ଲକ ର ସିନ୍ଧେକେଲା ଗ୍ରାମ ରୁ ୧ ଜଣ।
(୩) କଣ୍ଟାବାଞ୍ଜି ଏନ ଏ ସି ଓ୍ବାର୍ଡ ନଂ ୪ ରୁ ୧ ଜଣ ଓ ୧୪ ରୁ ୧ ଜଣ।
(୪)ମୁରିବାହାଲ୍ ବ୍ଲକ ଚଲକି ରୁ ୩ ଜଣ ଓ ଗୁଡିଘାଟ ରୁ ୧ ଜଣ।
(୫) ପାଟନାଗଡ ତମିଆ ରୁ ୧ ଜଣ ଓ ଏନ୍ ଏ ସି ଓ୍ବାର୍ଡ ନଂ୮ ରୁ ୨ ଜଣ।
(୬) ସଇଁନ୍ତଲା କୁଅଁର ଗ୍ରାମ ରୁ ୧ ଜଣ।
(୭)ଟିଟିଲାଗାର୍ ମୁନିସିପାଲିଟି ୱାର୍ଡ ନଂ ୮ ରୁ ୧ ଜଣ।
(୮) ତୁରେକେଲା ରୁ ୧ ଜଣ ଓ ବୁରୋମାଲ ରୁ ୧ ଜଣ।
(୯) ଦେଓଗାଁ ବ୍ଲକ ମୁକୁନ୍ଦପୁର ରୁ ୧ ଜଣ।
(୧୦) ତୁସୁରା ଏନ୍ ଏ ସି ଓ୍ବାର୍ଡ ନଂ ୧ ଜଣ।
ଆଜି ପର୍ଯ୍ୟନ୍ତ ଜିଲାରେ ୭୮୨୫ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୫୧୨ ଜଣ ସୁସ୍ଥ ହୋଇଛନ୍ତି । ଓ ୨୭୮ ଜଣ ଏକ୍ଟିଭ୍ ଅଛନ୍ତି ।