-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
03-Jul-2022
ଉଲୁଣ୍ଡା (ଗୌର ଚନ୍ଦ୍ର ପରିଛା )ସୁବର୍ଣ୍ଣ ପୁରଜିଲ୍ଲା ଉଲୁଣ୍ଡା ବ୍ଲକସିନ୍ଧେରିଆବାହାଲ ମାଉସୀ ମନ୍ଦିର ରେ ଶ୍ରୀ ଜଗନ୍ନାଥଙ୍କ ପାରମ୍ପରିକ ମତ୍ସ୍ୟ ଏବଂ କଚ୍ଛପ ଅବତାର ଅନୁଷ୍ଠିତ ହୋଇଯାଇଛି l ମାଉସୀ ମା ମନ୍ଦିର ରେ ପ୍ରବଳ ଜନସମାଗମ ପରଲକ୍ଷିତ ହୋଇଥିଲା l
କୋଭିଡ ଯୋଗୁଁ ଦୁଇବର୍ଷ ପରେ ଜଗନ୍ନାଥଙ୍କ ଖୋଲାଦର୍ଶନ ହେତୁ ବହୁଭକ୍ତ ଙ୍କ ସମାଗମ ଲକ୍ଷ୍ୟ କରାଯାଇଥିଲା l