-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||     

HOME   ଜିଲ୍ଲା

ନବ ବଧୁ କୁ ମାରି ଘରେ ଦଉଡି ରେ ଝୁଲାଇ ଦେଇଥିବା ର ଅଭିଯୋଗ କଲେ ବଧୁ ର ମା ରମା ବେହେରା।

02-Jul-2022



     
ଗଞ୍ଜାମ (ଭଗବାନ ପାଢି)
 ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରାଇପୁର ପଞ୍ଚାୟତ ର ଗୋବିନ୍ଦ ପୁର ଗ୍ରାମ ର କେଶବ ବେହେରା ଙ୍କ ପୁଅ ଟୁଟୁ ବେହେରା ଙ୍କୁ ରମ୍ଭା ଥାନା ଅନ୍ତର୍ଗତ ବଡ଼ ରାମପଲ୍ଲୀ ଗ୍ରାମ ର ରଙ୍କ ବେହେରା ଙ୍କ ଝିଅ ରୋଜି ବେହେରା ଙ୍କ ସହ ବୈଦିକ ରୀତି ରେ ଗତ ଦେଢ଼ ବର୍ଷ ତଳେ ବିବାହ ସମ୍ପର୍ଣ୍ଣ ହୋଇଥିଲା।ତେବେ ବିବାହ ପର ଠାରୁ ଘରେ ପ୍ରାୟ ପାଟିତୁଣ୍ଡ ହୋଇଆସୁଥିଲା ଏବଂ ଗତକାଲି ସଖାଳେ ବି କୁଆଡେ ଘରେ ପାଟିତୁଣ୍ଡ ହୋଇଥିଲା।ତେବେ ଝିଅ ର ମା ରମା ବେହେରା ଙ୍କ ଥାନାରେ ଦେଇଥିବା ଏତଲା ରୁ ଜଣାପଡିଛି ଯେ ଗତ 30/6/22 ତାରିଖ ରେ ରାତ୍ର ପ୍ରାୟ 12 ଘଣ୍ଟା ସମୟ ରେ ଜ୍ବାଇଁ ଟୁଟୁ ବେହେରା ତାର ବାପା କେଶବ ବେହେରା ଓ ମା କନ୍ଧୁଣି ବେହେରା ତିନିଜଣ ମିଶି ମୋର ଝିଅ ରୋଜି ବେହେରା କୁ ଜୀବନ ରେ ମାରି  ଘର ଭିତରେ ଦଉଡି ରେ ବାନ୍ଧି ଝୁଲାଇ ଦେଇଥିବା ର ଖବର ପାଇ ଗୋବିନ୍ଦ ପୁର ଆସି ମୋର ମୃତ ଝିଅ ରୋଜି କୁ ଦେଖି ଥାନା ରେ ଏତଲା ଦାୟର କରିଛନ୍ତି।ପୋଲିସ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଙ୍କ ନିର୍ଦ୍ଧେଶ ରେ 366/22 ପ୍ରକାରେ ଏକ କେଶ କରାଯାଇ ଏହାର ତଦନ୍ତ କରି ଶବକୁ ଜବତ କରି ବ୍ୟ ବଛେଦ ପାଇଁ ପଠାଇଛନ୍ତି।ଏବଂ  ମୃତକ ଙ୍କ ସ୍ୱାମୀ ଟୁଟୁ କୁ ଥାନାରେ ରଖି ପୋଲିସ ତଦନ୍ତ ଚଳାଇଛି |ଏହା ପୂର୍ବରୁ ବି ସାନ ବୋହୁ ପାଇଁ କଂଧୁଣି  ଓକେଶବ ଏବଂ ସାନପୁଅ ମିଟୁ ନାମରେ ପୁରୁଷୋତ୍ତମପୁର ଥାନାରେ ସାନ ବୋହୂର ବାପା କେଶ ଦେଇଥିଲେ |ପରେ ତାରସମାଧାନହୋଇଥିଲା  | ସମସ୍ତ ଙ୍କ ପାଖରେ ଭଲ ବୋହୂଟି କୁ ସମସ୍ତେ ମିଶି ମାରିଦେଇଥିବାର ଗୋବିନ୍ଦ ପୁର ଗ୍ରାମରେ ଚର୍ଚ୍ଚା ହେଉଛି |ତେବେ ପୋଷ୍ଟ ମଟମ ରିପୋର୍ଟ ଆସିବା ପୂର୍ବରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି | ଥାନାରେ ଥିବା ଉପଖଣ୍ଡ ସ୍ତରୀୟ ଅଧିକାରୀ ସୂର୍ଯମଣୀ  ପ୍ରଧାନ ଓ ଆଇ ଆଇସି  ପ୍ରିୟସ ରଞ୍ଜନ ଛୋଟ ରାୟ ଙ୍କ ଯୋଗୁଁ ସବୁ ଅପରାଧୀଙ୍କୁ ସାବଡ଼ କରିଛନ୍ତି |
ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋଟ


News Comment




Photo in News

Advertisment
Lastest News
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026
  ଜିଲ୍ଲା  
ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ   15-Aug-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026

You Might Also Like