-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||     

HOME   ଜିଲ୍ଲା

ନିର୍ମାଣର ୬ମାସ ଯାଇନି ଭୁଷୁଡିପଡିଲା୧୫ଲକ୍ଷ ଟଙ୍କାର କଂକ୍ରୀଟରାସ୍ତା

02-Jul-2022



ବଲାଙ୍ଗୀର,(ପ୍ରେରଣା ଖବର)-ବଲାଙ୍ଗୀର ପୌରପାଳିକାରେ କନିଷ୍ଠଯନ୍ତ୍ରୀ ଓ ଠିକାଦାରମାନଙ୍କ ମଧୁଚନ୍ଦ୍ରୀକାରେ ଲକ୍ଷଲକ୍ଷ ଟଙ୍କାର କାମକୁ ନିମ୍ନମାନର କରାଯାଉଥିବା ଅଭିଯୋଗ ଉଠୁଛି । ଗତ କିଛିବର୍ଷ ହେଲା ବଲାଙ୍ଗୀର ପୌରପାଳିକାକୁ ବହୁ ପରିମାଣରେ ସହରାଞ୍ଚଳ ବିକାଶ ବିଭାଗ ତରଫରୁ ଅନୁଦାନ ଆସୁଛି ଓ ରାସ୍ତାଘାଟ ନିର୍ମାଣ ଚାଲିଛି । ଗତ ୨୦୧୯ ବନ୍ୟା ପରେ କୋଟି କୋଟି ଟଙ୍କାର ଏଫଡିଆର ପାଣ୍ଠିରୁ ମଧ୍ୟ ଅନୁଦାନ ଆସିଥିଲା । ସେଥିରୁ ପାଟଣାଗଡରୋଡର ଆମର ବଲାଙ୍ଗୀରପାର୍କ ଠାରୁ ଲର୍କିପାଲି ଆମପଡାକୁ ଯାଇଥିବା ରାସ୍ତା ନିର୍ମାଣ ପାଇଁ ୧୫ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ପ୍ରାୟ ୧୦୦ମିଟର ଡ୍ରେନକାମ ସହିତ କଂକ୍ରୀଟ ରାସ୍ତାକାମ ପାଇଁ ଅଟକଳ କରି ଟେଣ୍ଡର କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ଠିକଦାର କାମ ସାରିଦେଇ ବିଲ ମଧ୍ୟ ନେଇଗଲେ । କିନ୍ତୁ ନିର୍ମାଣର ୬ମାସ ନଯାଉଣୁ ଏହି ରାସ୍ତାର କଂକ୍ରୀଟ ଭୁଷୁଡିପଡିଛି । ରାସ୍ତାକାମ ନିମ୍ନମାନର ହୋଇଥିବାରୁ ରାସ୍ତାର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ଅନେକସ୍ଥାନରେ କଂକ୍ରୀଟ ଭୁଷୁଡି ପଡିଛି । ଏହି ରାସ୍ତାକାମ ବେଳେ କନିଷ୍ଠଯନ୍ତ୍ରୀ କିମ୍ବା ଏମଇ କେହି ମଧ୍ୟ ତଦାରଖ କରିନଥିବା ଅଭିଯୋଗ ହେଉଛି । ଫଳରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ଉଠିଛି । ଲକ୍ଷାଧିକ ଟଙ୍କାର ରାସ୍ତାକାମ ନିମ୍ନ ମାନର ହେଉଥିବା କାରଣରୁ ଜନଅସନ୍ତୋଷ ବୃଦ୍ଧି ପାଉଛି । ଏହି କାମକୁ କନିଷ୍ଠଯନ୍ତ୍ରୀ ଗୋଲକ ସାହୁ ତତ୍ୱାବଧାନରେ କରାଯାଉଥିଲା । କିନ୍ତୁ ତାଙ୍କ ଅପରଗତାରୁ ତାଙ୍କର ଅନେକଗୁଡିଏ କାମ ନିମ୍ନ ମାନର ହେଉଥିବା ଲକ୍ଷ୍ୟ କରାଯାଇଛି । ସେହି କାରଣରୁ ଓଁକାର ଛକରେ ଚାଲିଥିବା ମାର୍କେଟ କମ୍ପେ୍ଲକ୍ସ କାମରେ ହେରାଫେରି କାରଣରୁ ତାଙ୍କୁ ଜିଲ୍ଲାପାଳ ନିଳମ୍ବିତ ମଧ୍ୟ କରିଛନ୍ତି । ଏହି ରାସ୍ତାର ଅବସ୍ଥାକୁ ଦେଖିଲେ ଯେକେହି ହେଲେ କନିଷ୍ଠ ଯନ୍ତ୍ରୀଙ୍କ ଅପାରଗତାକୁ ନୀନ୍ଦା ହିଁ କରିବ । ସହର ଭିତରେ ଅଧିକାରୀମାନଙ୍କ ନାକତଳେ ଏଭଳି ନିମ୍ନମାନର କାମ ହେଉଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି ରାସ୍ତାକାମ ଉପରେ କନିଷ୍ଠଯନ୍ତ୍ରୀ ଗୋଲକ ସାହୁଙ୍କୁ ଫୋନରେ ଯୋଗା ଯୋଗ କରାଯାଇଥିଲେ ହେଁ ତାଙ୍କ ଫୋନ ଲାଗୁନଥିଲା । ସେହିପରି ପୌରପାଳିକାର ଏମଇ ଥିବା ଜନସ୍ୱାସ୍ଥ୍ୟବିଭାଗର ଏସଡିଓ ସୁବ୍ରତ ନାଏକଙ୍କୁ ପଚାରିବାରୁ ସବୁ ରାସ୍ତାକୁ କାମ ବେଳେ ଯାଇ ହେଉନଥିବା ସ୍ୱୀକାର କରିଥିଲେ ଓ ରାସ୍ତାଟି କିଭଳି ଫାଟିଲା ଦେଖିବେ ବୋଲି କହିଛନ୍ତି ।  ଜିଲ୍ଲାପାଳ ନିଜେ ଏହି ରାସ୍ତାକାମର ତଦନ୍ତ କରିବାକୁ ଜନସାଧାରଣରେ ଦାବି ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026
  ଜିଲ୍ଲା  
ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ   15-Aug-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026

You Might Also Like