-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
29-Jun-2022
ଦେଓଗାଁ /ଆସନ୍ତା ରଥଯାତ୍ରା ଉପଲକ୍ଷେ,କୁତୁର୍ଲା ବୋଲବମ ପାର୍ଟି ସାମୁହିକ ଭବରେ ସଫାଇ କାମ କରିଥିଲେ l ଏହି ସାମାଜିକ କାମରେ ଆଶା, ଅଙ୍ଗନବାଡି ସହଯୋଗ କରିଥିଲେ, ବୋଲବମ ପାର୍ଟି ର ସଭାପତି ରୁଧିର ଭୋଇ, ସମ୍ପାଦକ ଗଣେଶ ବୁଦ୍ଧିଆ, ସଭ୍ୟ ରିତୁ ବୁଡ଼େକ, ଯୁଧିଷ୍ଟିର ଚନ୍ଦନ ଙ୍କ ତତ୍ଵାବଧାନରେ କାର୍ଯ୍ୟ ସଂପୂଣ୍ଣ ହୋଇଥିଲା l ବୋଲ ବମ୍ ପାର୍ଟିର ଏହି ମହତ୍ କାମକୁ ସାଧାରଣରେ ପ୍ରଶଂସା କରାଯାଇଛି l