-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
23-Nov-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ତ୨୩. ୧୧.୨୦୨୦ ଆଜି ବଲାଙ୍ଗିର ଜିଲ୍ଲାରେ ଆଜି ସମୁଦାୟ ୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ ୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି।
ନିମ୍ନମତେ ତାଲିକା ପ୍ରଦାନ କରାଯାଇଛି।
(୧)ବଲାଙ୍ଗୀର ବ୍ଲକ ସକମା ଗ୍ରାମରୁ ୩ ଜଣ।
(୨)ବାଲାଙ୍ଗୀର ମୁନିସିପାଲିଟି | ୱାର୍ଡ ନଂ- ୧ ରୁ ୨ ଜଣ
ୱାର୍ଡ ନଂ ୨ ରୁ ୧ ଜଣ, ୱାର୍ଡ ନଂ ୯ ରୁ ୨ଜଣ, ୱାର୍ଡ ନଂ-୧୫ ରୁ ୧ ଜଣ, ୱାର୍ଡ ନଂ-୧୮ ରୁ ୧ ଜଣ ଓ ୱାର୍ଡ ନଂ- ୨୧ ରୁ ୧ ଜଣ।
(୩) ବାଙ୍ଗୋମୁଣ୍ଡା ବ୍ଲକ ର ବାଙ୍ଗୋମୁଣ୍ଡା ଗ୍ରାମ ରୁ ୧ ଜଣ, ଗାନ୍ଧାର୍ଲା ରୁ ୧ ଜଣ, ଜାମଖୁଣ୍ଟା ରୁ ୨ ଜଣ, ଓ ସିନ୍ଧେକେଲା ରୁ ୪ ଜଣ।
(୪)ମୁରିବାହାଲ୍ ବ୍ଲକ ହଲଦି ରୁ ୩ ଜଣ।
(୫) ପାଟନାଗଡ ଗଙ୍ଗାସାଗର ରୁ ୩ ଜଣ।
(୬) ସଇଁନ୍ତଲା କରମେଲି ଗ୍ରାମ ରୁ ୧ ଜଣ।
(୭)ଟିଟିଲାଗାର୍ ମୁନିସିପାଲିଟି | ୱାର୍ଡ ନଂ ୮ ରୁ ୧ ଜଣ।
(୮) ତୁରେକେଲା ଝରନି ରୁ ୧ ଜଣ।
ଆଜି ପର୍ଯ୍ୟନ୍ତ ଜିଲାରେ ୭୮୦୯ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୪୯୧ ଜଣ ସୁସ୍ଥ ହୋଇଛନ୍ତି । ଓ ୨୮୩ ଜଣ ଏକ୍ଟିଭ୍ ଅଛନ୍ତି ।