-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ମହାନଦୀ ବିହାରରୁ କୁଚ ବିହାର ଯାଏ ଚାଲିଛି ସମୁଦ୍ର ମନ୍ଥନ - ବିଳମ୍ବ ହେଲେ ବି ଜିରା ରୁ ଶିରା ବାହାରିବ ବୋଲି କହୁଛି ପୋଲିସ ପ୍ରଶାସନ

25-Jun-2022



ସୁବର୍ଣ୍ଣପୁର// ସୋନପୁର କଲେଜର ୭୨ ଲକ୍ଷ ଟଙ୍କା ବ୍ୟାଙ୍କ ଠକେଇ ଘଟଣା, ଜ଼ିଲ୍ଲା ତଥା ରାଜ୍ୟ ବାହାରେ  କରୁଛି ପୋଲିସ  ତନାଘନା l ମହାନଦୀ ବିହାର ରୁ କୁଚ ବିହାର ଯାଏ ଚାଲିଛି ମହା ମନ୍ଥନ, ଏ ଘଟଣାରେ ବିଳମ୍ବ ହେଲେ ବି ନିଶ୍ଚୟ ଲହୁଣୀ ବାହାରିବ ବୋଲି କହୁଛି ପୋଲିସ ପ୍ରଶାସନ l ଜୁନ ୭ ତାରିଖର ଏ ଘଟଣା ପରେ ସ୍ଥାନୀୟ ପୋଲିସ ବ୍ୟାଙ୍କ କର୍ମଚାରୀ ଓ କଲେଜ କର୍ମଚାରୀ ଙ୍କୁ ଥାନା ରେ ଅଟକ ରଖି  ଅନେକ ଥର ଡାକି ପଚରା ଉଚରା କରିଛି  l  ଦୀର୍ଘ ସାତ ଦିନ ର କୁଚ ବିହାର ଗସ୍ତରୁ   ପୋଲିସ ଫେରିବା ପରେ ୭୨ ଲକ୍ଷ ରୁ ୨୦ ଲକ୍ଷ ଟଙ୍କା  ଯାଏ ପୋଲିସ  ବିଭିନ୍ନ ଆକାଉଣ୍ଟ କୁ ସିଜ କରିଥିବା ଶୁଣା ଯାଇଛି l ବାହ୍ୟ ରାଜ୍ୟ ର ଦୁଇ ଜଣ ଲୁଟେରା (ଠକ )ଙ୍କ ସହିତ ଆଉ କିଏ କିଏ  ଏ ୭୨ ଲକ୍ଷ ଟଙ୍କା ହଡପ ବା ଠକେଇ ଘଟଣା ରେ ସମ୍ପୃକ୍ତ ଅଛନ୍ତି,ଏ ସବୁର  ତନ୍ନ ତନ୍ନ କରି ସି ସି ଟିଭି ଯାଞ୍ଚ କରୁଛି ଲୋକାଲ ପୋଲିସ l  ବ୍ୟାଙ୍କ ସମେତ ବ୍ୟାଙ୍କ ପାଖ ଆଖ ଦୋକାନ ମାନଙ୍କର ସି ସି ଟିଭି  ଫୁଟେଜକୁ ଯାଞ୍ଚ କଲେ ଲୋକାଲ ଲୋକଙ୍କ ଇନଭଲ୍ପମେଣ୍ଟ  ମଧ୍ୟ ଜଣା ପଡିବ ବୋଲି ସହର ବାସୀ ଦାବୀ କରିଛନ୍ତି l  ଆଉ ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କ   କାର୍ଯ୍ୟକଳାପ ଉପରେ ଉଭୟ ଜାଗାରେ ପୋଲିସ ୨୪ ଘଣ୍ଟା କଡା ନଜର ରଖିଥିବା ଜଣା ଯାଇଛି l ଏଠି ପ୍ରଶ୍ନ ଉଠେ ଯେ ୨୦୨୧ ରେ ଅବସର  ଗ୍ରହଣ କରିଥିବା କଲେଜ ଅଧ୍ୟକ୍ଷ ତରୁଣ ମିଶ୍ରଙ୍କ ମୋବାଇଲ ନମ୍ବର ବରୋଦା ବ୍ୟାଙ୍କ ରୁ ଲିଙ୍କ ଡ଼ିସକନେକ୍ଟ ହୋଇସାରିଥିବା ବେଳେ ୨୦୧୯ ରେ ଅବସର ନେଇଥିବା ଅଧ୍ୟକ୍ଷ ଡ଼. କେଦାର ମିଶ୍ର ଙ୍କ ମୋବାଇଲ ନମ୍ବରକୁ ବ୍ୟାଙ୍କ ଲିଙ୍କରୁ  ତୁରନ୍ତ ହଟାଇବା  ରେ ଅବହେଳା କରିବା କାରଣ କଣ ? ଏ କଣ ଅଧ୍ୟକ୍ଷ କିମ୍ବା ଆକାଉଣ୍ଟତ୍ସ ସେକ୍ସନ ର ଦାଇତ୍ୱ ନୁହେଁ କି ? ପ୍ରାକ୍ତନ ଅଧ୍ୟକ୍ଷl ଶ୍ରୀମତୀ ଜେନା ଙ୍କ ସମୟ ରେ  ତାଙ୍କ ନାଁ ରେ  କୌଣସି କିଛି ଦୁର୍ନୀତି ର ପ୍ରମାଣ ନ ଥାଇ ବି ତାଙ୍କୁ ବର୍ଷ ବର୍ଷ ଧରି କଲେଜ ପକ୍ଷରୁ ହଇରାଣ ହରକତ କରାଯାଇ ଅନେକ  ଥର ଲୋକାଲ କମିଟି, ଷ୍ଟେଟ କମିଟି  ବିଭିନ୍ନ ଜରୁରୀ ବୈଠକ ସବୁ ଡକା ଯାଇଥିବା ବେଳେ ଏବଂ ଅନେକ କର୍ମଚାରୀ ଙ୍କ ଚାକିରୀ କ୍ଷେତ୍ରରେ ସାମାନ୍ୟ ତ୍ରୁଟିରେ ସସ୍ପେଣ୍ଡ ଯାଏ କଥା ଯାଇଥିବା ଓ  ସବୁ ବିଷୟ କୁ  କେଶ କୁ ଗୁରୁତର ସହ ବିଚାର କରିଆସିଥୁବା  ଅନେକ ନଜିର ଥିବା ବେଳେ ଏବେ କିନ୍ତୁ ଏଇ ସର୍ବପୁରାତନ କଲେଜ ଯେଉଁଠି ଏତେ ଅଭିଜ୍ଞ ଦୁରଦୃଷ୍ଟି ସମ୍ପନ୍ନ ଟିଚିଂ ଓ ନନଟିଚିଙ୍ଗ ଷ୍ଟାଫ ମହଜୁଦ ଥାଇ ସୁଦ୍ଧା ଅନୁଷ୍ଠାନ  ର ଏହି ଏକାଉଣ୍ଟ ରୁ ୭୨ ଲକ୍ଷ ଟଙ୍କା ଅତି ସହଜ ରେ, କମ ସମୟରେ, ଷ୍ଟାଫଙ୍କ ବିନା ନୋଲେଜ ରେ, ବାହାର ରାଜ୍ୟ କୁ  ଭିନ୍ନ ଭିନ୍ନ ଏକାଉଣ୍ଟକୁ ମୋଟା ଅଙ୍କରେ ଟଙ୍କା ଟ୍ରାନ୍ସଫର ବା ଠକେଇ ହୋଇ ଯାଉଛି କିପରି ?  କଲେଜ କର୍ତୃପକ୍ଷ  ଏହାର ତଦନ୍ତ କରିବା ଜରୁରୀ ନୁହେଁ କି ? ଜ଼ିଲ୍ଲାରେ ତ ଆହୁରି ହଜାର ଅନୁଷ୍ଠାନ ମାନଙ୍କର ଓ ବ୍ୟକ୍ତିଗତ ଲୋକଙ୍କ କୋଟି କୋଟି ଟଙ୍କା ଜମା ରହୁଛି ବିଭିନ୍ନ ବ୍ୟାଙ୍କ  ମାନଙ୍କରେ l  ତାହେଲେ ଏ ଘଟଣା ପରେ ତ ସବୁ ବ୍ୟାଙ୍କ ରେ ପଇସା ଖାଲି ହେଇଯିବା କଥା  l କାହିଁ ଲୋକେ ତ ନିର୍ଭୟ ରେ ଅଛନ୍ତି l  ଅଲଗା ବ୍ୟାଙ୍କ ସବୁକୁ ଭରସା ରଖିଛନ୍ତି  l ଆଉ କଲେଜ ମେନେଜିଙ୍ଗ କମିଟି ଆଜି ଯାଏ ଏ ଘଟଣା ରେ ଅନୁଷ୍ଠାନ ରେ କଣ କାର୍ଯ୍ୟାନୁଷ୍ଠାନ ନେଇଛି, କେତୋଟି ଜରୁରୀ ବୈଠକ  ଡାକିଛି ତାହା  ଆଦୌ ଜଣା ପଡୁନି ? ସେ ଯାହା ବି ହେଉ ସୁବର୍ଣ୍ଣପୁର ପୋଲିସ ପାଇଁ କିନ୍ତୁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି l ବାହାର ରାଜ୍ୟ ପୋଲିସ ର ଯେତେ ଅଧିକ ସହଯୋଗ ରହିବ ସେତିକି ଶୀଘ୍ର ଏଇ ଘଟଣା ର ପର୍ଦାଫାଶ କରିବ ସୁବର୍ଣ୍ଣପୁର ପୋଲିସ ବୋଲି ଶୁଣା ଯାଇଛି l ଆଉ ବର୍ତ୍ତମାନର ସୁବର୍ଣ୍ଣପୁର ପୋଲିସ ବିଭାଗ ର ଏସପି  ଅମରେଶ ପଣ୍ଡା  ଜଣେ ଦକ୍ଷ ପୋଲିସ ଅଫିସର ଓ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଏଡିଏମ  ସୂର୍ଯ୍ୟ ନାରାୟଣ ଦାଶ  ଉଭୟେ ଦକ୍ଷ ପ୍ରଶାସକ ହୋଇଥିବାରୁ ହୋଇଥିବାରୁ ଜନସାଧାରଣଙ୍କ ପୁରା ଆଶା ବିଶ୍ୱାସ ଅଛି ଯେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ମଣିଷ କରି ଗଢ଼ି ତୋଳିଥିବା ଓ ତୋଳୁଥିବା ଏଇ ମାତୃ ସଦୃଶ୍ୟ କଲେଜ ର ଧନ ସମ୍ପତ୍ତି ଓ ପିଲାଙ୍କ  ଭବିଷ୍ୟତ ର ସୁରକ୍ଷା  ଓ ମାନ ସମ୍ମାନ ପ୍ରତି ନିଶ୍ଚୟ ଧ୍ୟାନ ଓ ଯତ୍ନ ରଖିବେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like