-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ତେଲନଦୀ ବ୍ରିଜ ର ପାଣି ଡ୍ରେନାଇଜ ପୋଲ ସବୁକୁ ସଫେଇ ମାଧ୍ୟମରେ ବ୍ରିଜ ର ରକ୍ଷଣାବେକ୍ଷଣ ଲାଗି ଉଭୟ ଜ଼ିଲ୍ଲାର ଜ଼ିଲ୍ଲାପାଳଙ୍କୁ ଅବଗତ କରାଗଲା

19-Jun-2022



'ସୁବର୍ଣ୍ଣପୁର /: ଆଜି ସକାଳ ଭୋର  ୬ଟା ରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ତେଲ ନଦୀ ବ୍ରିଜ ରେ ବାଲି ରେ ପୋତି ହୋଇଥିବା ପାଣି ଡ୍ରେନାଇଜର ଶହ ଶହ ପୋଲ କୁ ସଫେଇ କରାଯାଇଛି l ଗତ କାଲି ପ୍ରଥମ ବର୍ଷାରେ ସୁବର୍ଣ୍ଣପୁର ର ତେଲ ନଦୀ ଓ ମହାନଦୀ ସମେତ ସହରର ସବୁ ଅଂଚଳ ରେ ଆଣ୍ଠୁଏ ପାଣି ଜମି ଯାଇ ଥିବାରୁ ସାଧାରଣ ଲୋକଙ୍କୁ ଓ ଯାନ ବାହନ ସବୁ ଯାତାୟାତ ବେଳେ ଘୋର ଅସୁବିଧାର ସମ୍ବୁଖିନ ହେବାକୁ ପଡିଛି l ଏ ଖବର ପାଇ ଆଜି ସ୍ବେଛାସେବୀ ସଂଗଠନ ସ୍ୱଚ୍ଛ ଭାରତ ର  କର୍ମକର୍ତ୍ତା ସୟଦ ଅଲିମୁଲ ଇସଲାମଙ୍କ ନେତୃତ୍ୱରେ ବ୍ରିଜ ର ଛୋଟ ଛୋଟ ପୋଲ ସବୁ କୁ ସଫେଇ କରି ଜମିଥିବା ପାଣି କୁ ଡ୍ରେନାଇଜ କରିଥିଲେ l ଶହ ଶହ ବର୍ଷ ର ଏଇ ପୁରୁଣା ବ୍ରିଜ ର ମରାମତି ଓ ରକ୍ଷଣl ବେକ୍ଷଣ ଲାଗି ବାରମ୍ବାର ଏନ ଏଚ ଡିଭିଜନ ସମେତ  ଉଭୟ ଜ଼ିଲ୍ଲାର ଜ଼ିଲ୍ଲାପାଳ ମାନଙ୍କୁ ଏ ସଂଗଠନ ବହୁ ପୂର୍ବରୁ ଲିଖିତ ଆକାର ରେ ଦାବୀ କରି ଆସୁଥିଲେ ସୁଦ୍ଧା ବ୍ରିଜ ର ରକ୍ଷଣା ବେକ୍ଷଣ ପ୍ରତି  ଉଭୟ ଜ଼ିଲ୍ଲା ପ୍ରଶାସନର ଦୂର ଦୃଷ୍ଟି ର ଅଭାବକୁ ସଂଘ କର୍ମକର୍ତ୍ତାଙ୍କ ସମେତ ଉଭୟ ଜ଼ିଲ୍ଲାର ବୁଦ୍ଧିଜୀବୀ ଘୋର ନିନ୍ଦା କରିଛନ୍ତି l ଦୀର୍ଘ ଦଶ ବର୍ଷ ମଧ୍ୟରେ ବ୍ରିଜ ରେ  ଥରେ ଚୂନ ଲାଗିଥିବା ଓ ଖାଲନାଳରେ ଥରେ କରାଳ ପିଚୁ ଢାଳି ଥିବା  ଓ  ଥରେ ବାଲି ସଫା କରିଥିବା ଲୋକ ଙ୍କ ନଜର, ଆଉ ଏଇ ସ୍ବେଛାସେବୀ ଙ୍କ ନଜର ରେ ଆସିଥିବା ଜଣା ଯାଇଛି l କିନ୍ତୁ ୨୦୧୪ ରୁ ଏହି ସ୍ବେଛାସେବୀ ସଂଗଠନ ଓ ସୋନପୁର ମନମୁଣ୍ଡା ଉଭୟ ସହର ର କିଛି ବୁଦ୍ଧିଜୀବୀ,ସ୍ବେଛାସେବୀଙ୍କ ଉଦ୍ୟମରେ ବ୍ରିଜ ର ଉଭୟ ପଟର ଖାଲନାଳକୁ ଇଟା ପଥର ପେଚିଂ ସହ ବାଲି ମାଟି ସଫେଇ କରାଯାଉଛି l ଆଜିର ସଫେଇ କାର୍ଯ୍ୟକ୍ରମ ପରେ ପରେ ଦିଲ୍ଲୀ ର ଆଲ୍ଲୀ କ୍ଲବ ୨୪ତମ ମିସ ଏଣ୍ଡ ମିଷ୍ଟର ଟିନ ଇଣ୍ଡିଆ ପ୍ରତିଯୋଗିତାକୁ ନିମନ୍ତ୍ରଣରେ ବିଚାରକ ଭାବେ ଡାକିଥିବା   ସ୍ୱଚ୍ଛ ଭାରତ ପରିବାରର  ରାମଚନ୍ଦ୍ର ଓ ରୀନା ଆଗ୍ରୱାଲାଙ୍କ ଝିଅ ତନିଷାକୁ ସ୍ୱଚ୍ଛ ଭାରତ

ସଂଗଠନ ପକ୍ଷରୁ ମନମୁଣ୍ଡା ଠାରେ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଆଜି ର ସମସ୍ତ  କାର୍ଯ୍ୟକ୍ରମ ରେ ସଂଗଠନ ର ଗରିବ ଲୋଇ, ଅଶୋକ ହୋତା, ଇନ୍ଦୁମତୀ ପୁରୋହିତ,  ପୋଲିସ ଆର ଆଇ ପ୍ରଦ୍ୟୁମ୍ବ ପଟେଲ, ରାମଚନ୍ଦ୍ର ଆଗ୍ରୱାଲା, ପ୍ରହଲ୍ଲାଦ ମିଶ୍ର, ମନୋରଞ୍ଜନ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ତରଣୀ ମେହେର,ପ୍ରତାପ ଦାଶ, ସିମାଞ୍ଚଳ ହୋତା, ଚୌଧିରୀ ବିଭାର, ନାରାୟଣ ରଥ, ଜୟନ୍ତ ବେହେରା, ଓ ନୂତନ ସଭ୍ୟ ପ୍ରତିମନ କର୍ଣ୍ଣ, ପ୍ରମୁଖ ସମସ୍ତ ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like