-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
19-Jun-2022
ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ଡଙ୍ଗରମୁଣ୍ଡା ଗାଁର ଜଂଗଲ ଭିତରୁ ପ୍ରେମିଯୁଗଳଙ୍କ ଶବ ଉଦ୍ଧାର । l ଘଟଣା ସ୍ଥଳରେ ଛାନଭିନ କରୁଛି ପୋଲିସ । ମୃତ ଯୁବକ ଡଙ୍ଗରମୁଣ୍ଡା ଗାଁର ଚନ୍ଦ୍ର ଭୋଇ, ଏବଂ ଝିଅ ତୁଷୁରା ନିକଟ ନୂଆପଡା ଗାଁର ଯାଗ୍ୟଂସେନୀ କୁଅଁର ବୋଲି ଜଣାପଡିଛି । ମୃତ୍ୟୁର କାରଣ ଜଣାପଡିନାହିଁ । ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଛାନବିନ ଆରମ୍ଭ କରିଛି ।