-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
18-Jun-2022
ବରଗଡ(ନିରଞ୍ଜନ ତ୍ରିପାଠୀ) ରକ୍ତଦାନ ଶିବିର ଆୟୋଜନ କରି ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳନ କଲେ ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଟ୍ । ଏହି ଶିବିର ସ୍ଥାନୀୟ ଡାଲବ,କଲ୍ୟାଣମଣ୍ଡପ ଠାରେ ଆୟୋଜିତ ହୋଇଥିଲା । ଉକ୍ତ ଶିବିରକୁ ଅନୁସୂୟା ସେଟ୍(ଲିପିକାଙ୍କ ମା) ଓ ମେଡିକାଲ ଅଫିସର ସ୍ମିତା ବିଶି ଉଦ୍ଘାଟନକରିଥିବା ବେଳେ ଜିଲ୍ଲା ସ୍କାଉଟ୍ ଗାଇଡ୍ ର ସଂଯୋଜକ ଭୁବନେଶ୍ଵର ମହାକୁର,ନିଶିକାନ୍ତ ପାଢୀ,ଦିବାକର ମାଝୀ,କୃଷ୍ଣଚନ୍ଦ୍ର ସାଥୁଆ,ବାବଲୁ ବିଶ୍ବାଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଶିବିର ରେ ସମୁଦାୟ ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା