-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ପଦ୍ମପୁର ରେ ଚାଷୀଙ୍କ ଜେଲ ଭରୋ ଆନ୍ଦୋଳନ ସରକାରୀ କଳ ଅଚଳ

14-Jun-2022



ବରଗଡ଼:-ଦିନ ଥିଲା ଲୋକେ କହୁଥିଲେ ଯେ ଚାଷ କାମ ଯାହାର କେତେ ସୁଖ ତାହାର , କିନ୍ତୁ ଆଜି ଚାଷ ଓ ଚାଷୀର ଅବସ୍ଥା ଦେଖିଲେ ଲାଗୁଛି ଯେ ଚାଷ କାମ ଯାହାର ସବୁ ଦୁଃଖ ତାହାର । ଦେଶକୁ ଖାଦ୍ୟ ଯୋଗାଉ ଆସୁଥିବା ଅନ୍ନଦାତା ଆଜି ସବୁ କ୍ଷେତ୍ରରେ ଅବହେଳିତ ଓ ଶୋଷିତ । ଚାଷ କାମ ଆରମ୍ଭ କରିବା ପୂର୍ବରୁ ଓ ଫସଲ ବିକ୍ରି ହେବା ପର୍ଯନ୍ତ ସବୁ ବେଳେ ଚାଷୀ ମାନସିକ , ଶାରୀରିକ , ଓ ଆର୍ଥିକ ଶୋଷଣର ଶିକାର ହୋଇ ଆସୁଛି । ବୀମା ସହାୟତା ଚାଷୀ ପାଇଁ ଏକ ବଡ଼ ଆଶା, ହେଲେ ପ୍ରିମୀୟମ ନେଲାବେଳେ ବୀମା କମ୍ପାନୀ ଆଗରେ ଆଉ ବୀମା ଟଙ୍କା ପ୍ରଦାନ ସମୟରେ କମ୍ପାନୀ ମାନଙ୍କ ନାନା ପ୍ରକାର ବାହାନା ଆଉ ଟାଳଟୁଳ ନୀତି ଚାଷୀ ଙ୍କୁ ହତାଶ କରିଛି । ନିଜର ଚାଷ କାମ ଛାଡି ଚାଷୀ କଦାପି ଆନ୍ଦୋଳନ କରିବାକୁ ଚାହେଁ ନାହିଁ । ହେଲେ ଆଜିର ପରିସ୍ଥିତି ବାଧ୍ୟ କରିଛି ଚାଷୀକୁ ଆନ୍ଦୋଳନ କରିବା ପାଇଁ । ଗତକାଲି ରାଜବୋଡାସମ୍ବର କୃଷକ ସଙ୍ଗଠନ ର ଆହ୍ୱାନ କ୍ରମେ ବରଗଡ଼ ଜିଲ୍ଲା ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଆନ୍ଦୋଳନ କରିଛି । ଜେଲ ଭରୋ ନାରାରେ ।ବୀମା ରାଶି ନ ମିଳିଲେ ଚାଷୀଙ୍କ ଏହି ଆନ୍ଦୋଳନ ଆହୁରି ଉଗ୍ରରୂପ ନେବାର ସମ୍ଭାବନା ରହିଛି । ଚାଷୀ ଗତ ୨୦୨୧ ଖରିଫ ଫସଲ ମରୁଡିଯୋଗୁଁ ଚାଷୀର ଧାନ ଅମଳ ହୋଇନଥିଲା । ସରକାରଙ୍କୁ ବାରମ୍ବାର ଦାବି ଜଣାଥିଲେ ମଧ୍ୟ ଅଦ୍ୟାବଧି ବୀମା ରାଶି କିମ୍ବା ମରୁଡି ସହାୟତା ପ୍ରଦାନ କରା ଯାଇନାହିଁ ।ତେଣୁ ଚାଷୀ ର ହୃଦୟ ନିଆଁ ପରିକା ଜଳୁଛି । ଚାଷୀ ବାରମ୍ବାର ଆନ୍ଦୋଳନ କରି ଆସୁଥିଲେ ସୁଦ୍ଧା ସରକାର କେବଳ ପ୍ରତିଶୃତି ଉପରେ ପ୍ରତିଶୃତି ଦେଇ ଦିଗ ଗଡ଼େଇ ଚାଲିଛନ୍ତି ।ସରକାର ପରୋକ୍ଷରେ ବୀମା କମ୍ପାନୀକୁ ବଞ୍ଚାଉଛନ୍ତି ଫଳରେ ଚାଷୀ ଏବେ ନିରାଶ ଓ ଉତ୍ୟକ୍ତ ହୋଇ ଆନ୍ଦୋଳନ ରେ ଝାସ ଦେଇଛି । ଗତକାଲି ପ୍ରାୟ ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ସମସ୍ତ ଗ୍ରାମ ମାନଙ୍କରୁ ପ୍ରାୟ  ସାତ ହଜାର ରୁ ଉର୍ଧ୍ଵ ଚାଷୀ ଆନ୍ଦୋଳନକୁ ଓଲ୍ହାଇଛନ୍ତି ।ଉତ୍ୟକ୍ତ ଚାଷୀ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ତହସିଲଦାର ଙ୍କୁ ତାଳା

ପକାଇ ଦେଇଥିଲେ ।
ବିଗତ ଖରିଫ ୨୦୨୧ ମସିହାରେ ଭୟଙ୍କର ମରୁଡ଼ି ସତ୍ତ୍ବେ ମରୁଡ଼ି ଘୋଷଣା ଓ ବିମାରାଶି ପ୍ରଦାନ ଦାବିରେ ରାଜବୋଡାସମ୍ବର କୃଷକ ସଂଗଠନର ହଜାର ହଜାର ଚାଷୀ ଗତକାଲି ଏକତ୍ରିତ ହୋଇ ପଦ୍ମପୁର ଉପଖଣ୍ଡର ସରକାରୀ କଳକୁ ଅଚଳ କରିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ବ୍ଳକ କାର୍ଯ୍ୟାଳୟ ତଥା ସମସ୍ତ ସରକାରୀ କାର୍ଯ୍ୟାଳୟ କୁ ତାଳାଦେଇ ଅଚଳ କରିଦେଇଥିବା ସୂଚନା ମିଳିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like