-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଅର୍ଥନୈତିକ ଅପରାଧ ଶାଖା ହାତକୁ ତଦନ୍ତ ଭାର ନ ଦେଇ ଘଟଣାର ପର୍ଦାଫାଶ ପାଇଁ ଏସପି ଙ୍କ ଉଦ୍ୟମ ଜାରି- ଖୁବ ଶୀଘ୍ର ହେବ  ପର୍ଦାଫାଶ ୭୨ ଲକ୍ଷ ବ୍ୟାଙ୍କ ଠକେଇ ଘଟଣା

11-Jun-2022



 ସୁବର୍ଣ୍ଣପୁର/ ସୋନପୁର କଲେଜ ଆକାଉଣ୍ଟରୁ ୭୨ ଲକ୍ଷ ଟଙ୍କା ଠକେଇ ଘଟଣାରେ ବ୍ୟାଙ୍କ ସି ସି ଟି ଭି  ଫୁଟେଜକୁ ନେଇ ସୁବର୍ଣ୍ଣପୁର ଏସପି ଗତକାଲି ୧୦ ତାରିଖ ରାତିରୁ ନିଜେ ସଦର ଥାନାରେ ବସି ଅଟକ ଥିବା  ବରୋଦା ବ୍ୟାଙ୍କ କର୍ମଚାରୀଙ୍କୁ ତନାଘନା କରି ତଦନ୍ତ ଜାରି ରଖିଛନ୍ତି l ନକଲି ଚେକ ରେ  ପ୍ରିନ୍ସିପାଲଙ୍କ ଦସ୍ତଖତ ଓଭର ରାଇଟିଙ୍ଗ ଥିବା, ଚେକରେ ସୋନପୁର କଲେଜ ଜାଗାରେ ସୋନପୁର ଡିଗ୍ରୀ କଲେଜ ଲେଖା ଥିବା , ଅନେକ ସନ୍ଧୟ ପରେ ମଧ୍ୟ କଲେଜ ଅଧ୍ୟକ୍ଷ କିମ୍ବା ଆକାଉଣ୍ଟସ ସେକ୍ସନକୁ ବ୍ୟାଙ୍କରୁ ସୂଚନା ନ ଯିବା, ପୁଣି  ନୂଆଁ ଅଧ୍ୟକ୍ଷଙ୍କ ମୋବାଇଲକୁ ଟ୍ରାନଜେକ୍ସନ ମେସେଜ ଦେବା ପାଇଁ ଜୁନ ୨୧ ରୁ କଲେଜ ବାରମ୍ବାର ଜଣାଇଥିଲେ ସୁଦ୍ଧା ପୁରୁଣା ଅଧ୍ୟକ୍ଷଙ୍କ ନମ୍ବରକୁ ବ୍ୟାଙ୍କ ମେସେଜ ପଠାଇବା ରହସ୍ୟ,  ଏତେ ମୋଟା ଅଙ୍କର ଟଙ୍କା ଉଠାଣ ପୁଣି ୭ ତାରିଖ ର ଘଟଣା ବା ମେସେଜକୁ ଲୋକାଲ ଲୋକ ହୋଇ ସୁଦ୍ଧା  ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ମିଶ୍ର ନୂଆଁ ଅଧ୍ୟକ୍ଷଙ୍କୁ ନ ଜଣାଇ ଚୁପ ରହିବା,  ଗୁରୁବାର ଜଣା ପଡିବା ପରେ ଘଟଣା ଟି ଶୁକ୍ରବାର ରାତି ରେ ପ୍ରିନ୍ସିପାଲ ଥାନା ରେ ଏତଲା ଦେବା, ଏବେ ସୁଦ୍ଧା କଲେଜ ର ଆକାଉଣ୍ଟସ୍ସ ସେକ୍ସନ  ନଥି ପତ୍ର ସିଜ ନ କରି ଏ ବିଭାଗ କୁ ପ୍ରିନ୍ସିପାଲ କୈଫତ ନ ମାଗିବା, ସୁରକ୍ଷିତ ଏସ ବି ଆଇ  ଟ୍ରାଞ୍ଜେକ୍ସନ ବଦଳ ରେ ହଠାତ ବରୋଦା ବ୍ୟାଙ୍କ ରେ ଏତେ ଗୁଡ଼ାଏ ଟଙ୍କା କାରବାର କରିବା ଏବଂ ରାଜ୍ୟର ୧୨୭ ଟି କଲେଜକୁ ଆସିଥିବା ଆଇ ଡି ପି ବିଶ୍ୱ ବ୍ୟାଙ୍କ ଅନୁଦାନର କୋଟି କୋଟି ଟଙ୍କାର ଟ୍ରାନଜେକ୍ସନ ଉପରେ  କିଛି  ଅଘଟଣ  ନ ହୋଇ ଏହି କଲେଜର  ଡିଟେଲ୍ସ ତଥ୍ୟ ଠକଙ୍କ ପାଖରେ ପ୍ରଥମେ ସୂଚନା  ଓ  ଅରଜିନାଲ ଚେକ ର ଫଟୋ ସ୍କାନିଙ୍ଗ କପି ପହଂଚିବା, ଏପରିକି ସୁବର୍ଣ୍ଣପୁର ରେ ସଦର ମେଡିକାଲ ରେ ୫ କୋଟି ଠକେଇ ପରେ ସମାନ ଢଙ୍ଗରେ ଏଭଳି ଘଟଣା

ଘଟିଥିବା ଇତ୍ୟାଦି ବିଭିନ୍ନ ଦିଗ ଉପରେ ଏସପି ଜୋରଦାର ତଦନ୍ତ ବି କରୁଛନ୍ତି l ଆଉ କଲେଜ କର୍ତୃପକ୍ଷଙ୍କ ଉପରେ ସାଧାରଣ ଜନତାଙ୍କ ନାନା ପ୍ରଶ୍ନ ବି ଆସୁଛି l ଛକ ଛକରେ ନାନା ଆଲୋଚନା ସମାଲୋଚନା ଚାଲିଛି l ଏସପି ଙ୍କ ଉପରେ ସୁବର୍ଣ୍ଣପୁରବାସୀଙ୍କ  ଲୋକଙ୍କ ପୁରା ଭରସା ଅଛି ଯେ ଖୁବ ଶୀଘ୍ର ଏହାର ପର୍ଦାଫାଶ ହୋଇଯିବ l ଏବଂ  ଇ ଓ ଡବ୍ଲୁ ଡି କୁ ତଦନ୍ତ ଭାର ନ ଦେଇ  ଗତ କାଲିଠୁଁ ଏସପି, ଏସଡି ପିଓ  ଙ୍କ  ତଦାରଖ ରେ ଆଇ ଆଇ ସି ଙ୍କ ଏକ ସ୍ୱତନ୍ତ ଟିମ ମଧ୍ୟ ଘଟଣା ର ଅନୁସନ୍ଧାନରେ ଲାଗିଥିବା ଓ ଖୁବ ଶୀଘ୍ର ପର୍ଦାଫାଶ ହେବାର  ଅନୁମାନ କରାଯାଉଛି l ତଦନ୍ତରେ ବ୍ୟାଘାତ ହେବା ର କାରଣ ଯୋଗୁଁ ସବିଶେଷ ତଥ୍ୟ ପୋଲିସ ମିଡ଼ିଆଙ୍କୁ ଜଣାଉ ନ ଥିବା ଜଣା ଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like