-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||     

HOME   ଜିଲ୍ଲା

ବଦଳିବ କି ବଲାଙ୍ଗୀରର ରାଜନୈତିକ ପାଣିପାଗ ? ମୁଖ୍ୟମନ୍ତ୍ରୀଙ୍କ ସହ ନରସିଂହଙ୍କ ହୋଡିଂକୁ ନେଇ ରାଜନୈତିକ ଝଡ/ ବିଧାୟକଙ୍କ ଲୋକପ୍ରୀୟତା କମୁଥିବାରୁ ଏହା ଏକ ଚାଲ-ବିଜେଡି, ହୋଡିଂ କିଏ ଲଗାଇଛି ମୁଁ ଜାଣିନି,କଂଗ୍ରେସରେ ଥିଲି ଆଉ ରହିବି : ନରସିଂହ

09-Jun-2022



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ରାଜନୀତିର ପାଣିପାଗ ବଦଳିବ କି ? ଏଭଳି ଚର୍ଚ୍ଚା କିଛିଦିନ ହେଲା ବଲାଙ୍ଗୀରରେ ଯୋରଦାର ଚାଲିଛି । ଶରତ ପିସିସି ସଭାପତି ହେବାପରେ ନରସିଂହ ଗୋଷ୍ଠୀ ନାଖୁସ ଥିବାର ଅନୁମାନ କରାଯାଉଥିବା ଓ ଶାସକଦଳ ପଟକୁ ତାଙ୍କ ପରିବାର ଢଳୁଥିବା ଆଲୋଚନା ଚାଲିଛି । ନରସିଂହ ମିଶ୍ର ନିଜେ ବିଜେଡି ଦଳକୁ ନଗଲେ ମଧ୍ୟ ତାଙ୍କ ପୁଅମାନଙ୍କୁ ଶାସକଦଳ ହାତରେ ଟେକିଦେବେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ନରସିଂହଙ୍କ ପୁଅ ସରକାରୀ ଓକିଲ ହେବା ଘଟଣାକୁ ଅନେକ ଲୋକ ସମାଲୋଚନା କରିଥିଲେ । ଏପରିକି ନରସିଂହ ଶାସକଦଳ ସହିତ ଭିତିରି ବୁଝାମଣା ରଖିଥିବା କଂଗ୍ରେସ ଦଳରେ ଅଭିଯୋଗ ଉଠିଥିଲା । ସେହି ଆଲୋଚନା ନଥମୁଣୁ ଏବେ ବିଜେଡି  ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହିତ ନରସିଂହ ମିଶ୍ରଙ୍କ ହୋଡିଂକୁ ନେଇ ଚର୍ଚ୍ଚା ଯୋର ଧରିଛି । ମେଡିକାଲ କଲେଜ ଫଟୋଥାଇ ନବୀନ ପଟ୍ଟନାୟକ ଓ ନରସିଂହ ମିଶ୍ରଙ୍କ ଫଟୋଥିବା ହୋଡିଂ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ଲାଗିଛି । ଯାହାକୁ ନେଇ ବଲାଙ୍ଗୀରରେ ଖୁବ ଚର୍ଚ୍ଚା ହେଉଛି । ବିଜେଡି ଆଡକୁ ନରସିଂହ ଢଳୁଥିବା କିମ୍ବା ତାଙ୍କ ପରିବାର ସଦସ୍ୟ ବିଜେଡିରେ ମିଶିବାର ଆଶଂକା କରାଯାଉଛି । ତେବେ ଏହି ଘଟଣାକୁ ନେଇ ବିଜେଡି ଦଳର ଜିଲ୍ଲ୍‌l କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି କହିଛନ୍ତି ଯେ, ରାଜ୍ୟରେ ବିଜେଡିର ଲୋକପ୍ରୀୟତା ବଢିଛି । ଏବେ ବିଧାୟକ ନରସିଂହ ମିଶ୍ରଙ୍କ ଲୋକପ୍ରୀୟତା କମୁଥିବାରୁ ଲୋକଙ୍କୁ ଭ୍ରମିତ କରିବାକୁ ବିଧାୟକ ଏଭଳି ଚାଲ କରିଥାଇପାରନ୍ତି ବୋଲି କହିଛନ୍ତି । ସେପଟେ ଏହାର ଜବାବ ରଖିଛନ୍ତି ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ସେ ଗଣମାଧ୍ୟମକୁ କହିଛନ୍ତି ଯେ,ଏହି ହୋଡିଂ କିଏ ଲଗାଇଛି ସେ  ଏ ବିଷୟରେ ଜାଣନ୍ତି ନାହିଁ । ସେ କଂଗ୍ରେସରେ ରହିଛନ୍ତି ଓ ରହିବେ ମଧ୍ୟ । ତେବେ ବଲାଙ୍ଗୀର ମେଡିକାଲ କଲେଜ ତାଙ୍କର ଉଦ୍ୟମ ଓ ନବୀନ ପଟ୍ଟନାୟକଙ୍କ ସହଯୋଗରେ କରାଯାଇଛି  ଏହା ସମସ୍ତେ ଜାଣନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେପଟେ କଂଗ୍ରେସ ଦଳର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ପ୍ରତିକ୍ରୀୟା ରଖି କହିଛନ୍ତି ଯେ, ଶାସକ ଦଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧି କଂଗ୍ରେସଦଳର ବିଧାୟକଦଳର ନେତା ନରସିଂହ ମିଶ୍ରଙ୍କ ଫଟୋଥିବା ହୋଡିଂ ଲାଗିବା ନିହାତି ଆଶ୍ଚର୍ଯ୍ୟର କଥା । ନରସିଂହ ବାବୁ କିମ୍ବା ତାଙ୍କର କେହି ଏଭଳି ପୋଷ୍ଟର ଲଗାଇନଥିବେ । ବରଂ କେହି ଅପପ୍ରଚାର ପାଇଁ ଏଭଳି କରିଥାଏ ପାରେ । ତଥାପି ଏଭଳି ଅବେଳରେ କିଏ କାହିଁକି ଓ କଣପାଇଁ ନବୀନ ଓ ନରସିଂହଙ୍କ ଫଟୋଥିବା ହୋଡିଂ ଲଗାଇଲା ତାହାର ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସାଲୁଜା କହିଛନ୍ତି । ମେଡିକାଲ କଲେଜ ରାଜନୀତି ଆଜିର ନୁହଁ । ଏହାର ଶୀଳାନ୍ୟାସଠୁ ଆରମ୍ଭ କରି ଉଦଘାଟନ ପର୍ଯ୍ୟନ୍ତ ନରସିଂହ ମିଶ୍ର ଏଥିରୁ ଭରପୁର ଫାଇଦା ନେବାକୁ ଚେଷ୍ଟା କରିଛନ୍ତି । ମେଡିକାଲ କଲେଜ ଉଦଘାଟନ ବେଳେ କଚେରୀ ଛକରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ନରସିଂହଙ୍କ ହୋଡିଂ ଦେଖିବାକୁ ମିଳିଥିଲା । ସେ ସମୟରେ ହୋଡିଂରେ କେବଳ ନରସିଂହଙ୍କ ଫଟୋ ରହିଥିଲା । ଏବେ ବିଜେଡି ରାଜନୀତିରେ ରାଜପରିବାରର ପତିଆରା କମୁଥିବା ବେଳେ ଏହାର ସୁଯୋଗ ନେଇ ବିଜେଡି ସୁପ୍ରୀମୋଙ୍କୁ ଖୁସି କରିବାକୁ ନରସିଂହ ଗୋଷ୍ଠୀର ଏହା ଏକ ଚାଲ ନୁହେଁତ ବୋଲି ଆଲୋଚନା ହେଉଛି ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026

You Might Also Like