-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||     

HOME   ଜିଲ୍ଲା

ବେଲପଡ଼ା ଆଦିବାସୀ କର୍ମଚାରୀ ସଂଘ ତରଫରୁ କମଳ ବରିହା ଙ୍କୁ ଆର୍ଥିକ ସହଯୋଗ

09-Jun-2022



ପାଟଣାଗଡ଼ / ଖପ୍ରାଖୋଲ : ପ୍ରତ୍ୟେକ ମଣିଷ ଭିତରେ ରହିଛି ଅନେକ ସ୍ବପ୍ନ । ସ୍ବପ୍ନ କୁ ସାକାର କରିବା ପାଇଁ ଦୃଢ ମନୋବଳ , ଇଚ୍ଛା ଶକ୍ତି ଓ ବାରମ୍ବାର ପରିଶ୍ରମ ହିଁ ମଣିଷର ସଫଳତାକୁ ଆଗକୁ ନେଇଥାଏ । କିନ୍ତୁ ଏମିତି ବି ଅଘଟଣ ଆସେ ଇଚ୍ଛା ଶକ୍ତି ଥାଇ ବି ମଣିଷର ଆଗରେ ହାର ମାନେ ଆର୍ଥିକ ପରିସ୍ଥିତି ଓ ଘରୋଇ ସମସ୍ୟା କିନ୍ତୁ ସେହି ଆର୍ଥିକ କଣ୍ଟା କୁ ବି ଏଡେଇ ଦେଇ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଆଦିବାସୀ ସମାଜର ଟେକ ଏବଂ ଅନୁନ୍ନତ ଅଞ୍ଚଳ କୁ ଉନ୍ନତ କରିବାର ସ୍ବପ୍ନ ଦୁଃଖ ଜଞ୍ଜାଳ ଗରିବୀର ତାଡନାରେ ଜର୍ଜରିତ ହୋଇ ଭୋକ ଉପାସରେ ଦିନ ରାତି ପରିଶ୍ରମ କରି ଦିନେ ହାକିମ ହେବାର ସ୍ବପ୍ନ ଆଜି ଦୋହଲାଇଦେଇଛି । ପ୍ରତ୍ୟେକ ମା ବାପା ପରିବାର ର ସ୍ବପ୍ନ ଥାଏ ପିଲା ପାଠ ପଢି ଚାକିରୀ କରିବ ଦିପଇସା ରୋଜଗାର କରି ପରିବାର କୁ ସୁଖ ଶାନ୍ତିରେ ରଖିବ ଏଭଳି ମନୋଭାବ ରଖିଥିଲେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନୁନ୍ନତ ଘୁନସର ଗ୍ରାମପଞ୍ଚାୟତ ଅଧୀନ ସାନବାଞ୍ଜିପାଲି ଗ୍ରାମର କମଳ ବରିହାଙ୍କ ପରିବାରବର୍ଗ କିନ୍ତୁ କେଉଁଠି ଥିଲା ସେହି କଳାମେଘିଆ ମେଘ ହଠାତ ସେହି ସିଭିଲ ସର୍ଭିସ ବା ଆଇ ଏ ଏସ୍ ହେବାର ଅସୁମାରୀ ସ୍ବପ୍ନ କୁ ପେଟ ଯନ୍ତ୍ରଣା ରୋଗରେ ଗ୍ରାସିତ କରି ଯୁବ ପ୍ରତିଭା ଆଦିବାସୀ ଯୁବକ ପରିଶ୍ରମୀ କମଲ ବରିହା ଙ୍କୁ ଦୁର୍ବଳ କରି ବୃଦ୍ଧ ଲୋକଙ୍କ ଭଳିଆ ଖଟରେ ପକେଇ ଦେଇଥିବାରୁ ସରଳ ମାତାପିତା ଏବଂ ଦିବ୍ୟାଙ୍ଗ ଭାଇ ଘୋର ଚିନ୍ତାରେ ରହିଛନ୍ତି । କମଳ ହିଁ ଏକମାତ୍ର ରୋଜଗାରିଆ ପିଲା ଥିଲେ ସେହି ଅଭାବ ଅନାଟନ ପରିବାର ଭିତରେ ଯେଉଁ ଦିନ ଠାରୁ କମଳ ପେଟ ଯନ୍ତ୍ରଣା ରୋଗରେ ପୀଡିତ ହେଲେ ସେହି ଦିନ ଠାରୁ ପରିବାରରେ ଜଳୁନି ଚୁଳି କି? ପାଟିକୁ ଯାଉନି ଅନ୍ନ ସମସ୍ତେ ମୁହଁ କୁ ମୁହଁ ଚାତକପରି ଚାହିଁ ବସିଛନ୍ତି ଓ ସରକାର କୁ ପୁଅର ଚିକିତ୍ସା ଖର୍ଚ୍ଚ ପାଇଁ ମା ଆକୁଳ ନିବେଦନ କରୁଛନ୍ତି । ପିଲାର ଅପରେସନ ସଫଳ ହେବା ପାଇଁ କମଳ ର ମାବାପା ଯାହା ଥିଲା ଜମିବାଡ଼ି ବିକ୍ରି କରି ପୁଅର ଚିକିତ୍ସା କରାଇଥିଲେ । କିନ୍ତୁ ଅପରେସନ ବାରମ୍ବାର ଅସଫଳ ଏବଂ ଆର୍ଥିକ ଅସୁବିଧା ହେତୁ ସେ ବର୍ତମାନ ନିଜ ଗାଁ ସାନବାଞ୍ଜିପାଲି ରେ ସେହି ପେଟ ଯନ୍ତ୍ରଣା ରୋଗ ସହିତ ଲଢେଇ କରୁଛନ୍ତି । ବିଭିନ୍ନ ସୋସିଆଲ ମିଡ଼ିଆ, ପ୍ରିଣ୍ଟ ମିଡ଼ିଆ ଏବଂ ଇଲେକ୍ଟ୍ରୋନିକ ମିଡ଼ିଆ ରେ ଖବର ପ୍ରସାରିତ ହେବାରୁ ଆଜି ବେଲପଡା ବ୍ଲକ ଆଦିବାସୀ କର୍ମଚାରୀ ସଂଘ ର ପାଞ୍ଚ ଜଣିଆ ଟିମ କମଳ ବରିହା ଙ୍କ ଘରକୁ ଯାଇ ଚିକିତ୍ସା  ପାଇଁ ତେର ହଜାର ଟଙ୍କା ଆର୍ଥିକ ସହଯୋଗ ସହ କମଳର ମା କୁ ଶାଢ଼ୀ ଟେ ଏବଂ ବାପା କୁ ଲୁଙ୍ଗି ଟେ ପ୍ରଦାନ କରିଥିଲେ । ବେଲପଡ଼ା ବ୍ଲକ ଆଦିବାସୀ କର୍ମଚାରୀ ସଂଘ ଙ୍କର ଏପରି ମହତ କାର୍ଯ୍ୟ କୁ ଅଞ୍ଚଳ ନୁହେଁ ଜିଲ୍ଲା ସାରା ପ୍ରଶଂସା କରୁଥିବାର ଖବର ଶୁଣିବାକୁ ମିଳୁଛି । ପୀଡିତ ପରିବାର କୁ ଆର୍ଥିକ ସହଯୋଗ ର ହାତ ବଢ଼େଇ ଥିବା ଆଦିବାସୀ କର୍ମଚାରୀ ସଂଘ ର ଆବାହକ ଭୁପାଲ ସିଂ ମାଝୀ , ସହସଂପାଦକ ଗୁରୁବାରୁ ଧରୁଆ , ସମ୍ପାଦକ ଯୁଧିଷ୍ଠିର ବର୍ଗେ, ସଦସ୍ୟ କ୍ଷମାସାଗର ମାଝୀ, ସଦସ୍ୟ ଅନୁଜ ସିଂ ମାଝୀ , ଆଦିବାସୀ କଲ୍ୟାଣ ସଂଘ ଖପ୍ରାଖୋଲ ବ୍ଲକର ଉପଦେଷ୍ଟା ଧରମ ସିଂ ଧରୁଆ , ସହ ସଂପାଦକ ଟିକେଶ୍ୱର ଧରୁଆ ଓ ସଦସ୍ୟ ଶଶିକାନ୍ତ ବିଶି ପ୍ରମୁଖ ଉପସ୍ଥିତ ରହି ପୀଡିତ ପରିବାର ବର୍ଗ ଙ୍କୁ ସାକ୍ଷାତ କରି ଆଗାମୀ ଦିନରେ ପୁଣି ସାହାଯ୍ୟ ସହଯୋଗର ହାତ ବଢ଼ାଇବା ପାଇଁ ସଂଘ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026

You Might Also Like