-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ପାଟଣେଶ୍ୱରୀ ମନ୍ଦିର ଗର୍ଭ ଗୃହ ବର୍ଷା ପାଣି ପ୍ରବେଶ, ଦେବୋତ୍ତର ବିଭାଗ ପାଖରେ ରିପୋର୍ଟ ନାହିଁ, ଦୁଇ ପୁଜକଙ୍କୁ ୭ ଦିନ ଭିତରେ କୈଫୟତ ତଲବ

08-Jun-2022



ବଲାଙ୍ଗିର,(ପ୍ରେରଣା ଖବର)- ପାଟଣେଶ୍ୱରୀ ମନ୍ଦିର ର ପୂଜକ ଆଜି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଉପସ୍ଥିତ ରହିଥିବାରୁ ମନ୍ଦିରର ସମୀକ୍ଷା ନେଇ ଆଲୋଚନା ବିଫଳ ହୋଇଛି । ଦେବୋତ୍ତର ବିଭାଗ ମନ୍ଦିରରେ ବର୍ଷା ପାଣି ସମସ୍ୟା ଓ ବିଭିନ୍ନ ସମସ୍ୟା କିଛି ରିପୋର୍ଟ ନାହିଁ । ୭ ଦିନ ମଧ୍ୟରେ ମନ୍ଦିରର ପୂଜକ କୈଫୟତ ମାଗିଛି । 
    ପାଟନା ରାଜ୍ୟର ଇଷ୍ଟଦେବୀ ବଲାଙ୍ଗିର ମା’ ପାଟନେଶ୍ୱରୀ ଆଜି ବିପଦ ମୁଖରେ । ଦିର୍ଘ ବର୍ଷ ହେଲା ବର୍ଷା ପାଣିରେ ଉପୁଡୁବୁ । ଏ ଯାଏଁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ଦୋଷ ଲୁଚାଇବାକୁ ଦେବୋତ୍ତର ବିଭାଗ ମନ୍ଦିରର ପୂଜକଙ୍କୁ ଚିଠି ଦେଇଛି । ପୂର୍ବରୁ ମନ୍ଦିରର ସମସ୍ୟାକୁ ନେଇ ବିଭିନ୍ନ କମିଟି ଦାବି ଉଠେଇଥିଲେ ମଧ୍ୟ ଆଜି ଯାଏଁ  କିଛି ମରାମତି କାମ ଆଗେଇ ପରି ନାହିଁ । ଯାହାକି ଭକ୍ତଙ୍କ ମନରେ ଅସନ୍ତୋଷ ଲାଗି ରହିଛି । ଗତ ୨୯ ତାରିଖ ଦିନ ବରିଷ୍ଠ ନାଗରିକ ମଂଚ ,  ନାଗରିକ କମିଟି  ଓ ବଲାଙ୍ଗିରର ବୁଦ୍ଧିଜିବି ଏକଜୁଟ ହୋଇ ଦାବି ଉପସ୍ଥାପନ କରିଥିଲେ । ଗଣମାଧ୍ୟମରେ ପ୍ରକାଶିତ ହୋଇଥିବାରୁ ମନ୍ଦିରର ପୂଜକ ଦେବୋତ୍ତର କମିଶନରଙ୍କୁ ଏକ ଚିଠି ମାଧ୍ୟମରେ ମନ୍ଦିର ର ସମସ୍ୟାର ସମାଧନ ଦାବି ଉପସ୍ଥାପନ କରିଥିଲେ । ଦିର୍ଘ ଦୁଇ ବର୍ଷ ହେଲା ବାରମ୍ବାର ଦେବୋତ୍ତର ବିଭାଗକୁ ଦାବି କରାଯାଇ ଆସୁଥିଲେ ମଧ୍ୟ ସଭଳି କିଛି ଆଖି ଦୃଶିଆ

ମରାମତି କାମ ହୋଇପାରି ନାହିଁ । ଏ ସଂପର୍କରେ ଗତ ୩୦ ତାରିଖ ଦିନ ଦେବୋତ୍ତର କମିଶନରଙ୍କୁ ଚିଠି ଓ ଗଣମାଧ୍ୟମର ଖବର ପ୍ରକାଶ ପାଇଥିଲା ।  ଗତ ଜୁନ ୪ ତାରିଖରେ ଦେବୋତ୍ତର କମିଶନର ଉପଜିଲ୍ଲପାଳଙ୍କୁ ତାଙ୍କ ଚିଠି ସଂଖ୍ୟା୧୬୮୫୧ରେ ଚିଠି କରିଥିଲେ ଓ  ଏହି ଚିଠି ପାଇ ବଲାଙ୍ଗିର ଉପଜିଲ୍ଲାପାଳ ମନ୍ଦିରର ତିନି ପୂଜକଙ୍କ ଆଜି ୧୦ଟା ସମୟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ପାଟଣେଶ୍ୱରୀ ମନ୍ଦିର ବିଭିନ୍ନ ଗର୍ଭଗୃହ ମରାମତି, ରୋଷଇ ଘର ସମସ୍ୟା, ବର୍ଷା ହେଲେ ମନ୍ଦିରରକୁ ପାଣି ପ୍ରବେଶ କରିବା । ଏ ସଂପର୍କରେ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି । ଅନ୍ୟପକ୍ଷରେ ୧୯୦୪ ମସିହାରେ ଏହି ମନ୍ଦିର ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ମନ୍ଦିର ବିପଦ ଅବସ୍ଥାରେ ରହିଛି । ଏ ନେଇ ମନ୍ଦିରର ମୁଖ୍ୟ ମୁଖ୍ୟ ପୂଜକ ମଳୟ ଦିସ୍ରୀଙ୍କୁ ପଚାରିବାରୁ ଦେବୋତ୍ତର ବିଭାଗ ଚିଠି ମାଧ୍ୟମରେ କେବଳ ସମାଧାନର ବାଟ ଫିଟାଉଛି, ପ୍ରଶାସନ

କିଛି ପଦକ୍ଷେପ ନେଉ ନାହିଁ । ଏ ବିଷୟରେ ଦେବୋତ୍ତର କମିଶନରଙ୍କୁ ଲିଖିତ ଭାବେ ଜଣାଇଦେଇଛନ୍ତି ବୋଲି କହିଛନ୍ତି । ବଲାଙ୍ଗିରର ମା’ ପାଟଣେଶ୍ୱରଙ୍କ ମନ୍ଦିର ଦିର୍ଘ ବର୍ଷ ହେଲା ଅବ୍ୟବସ୍ଥା ଥିବା ବେଳେ ଜିଲ୍ଲାର ପ୍ରଶାସନର ଅଡୁଆଳରେ ରହିଛି । ଏହାକୁ ନେଇ ବଲାଙ୍ଗିର ବୁଦ୍ଧିଜିବି ମହଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ମନ୍ଦିର ଗୁଡିକୁ ଉନ୍ନତିମୂଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଥିବା ବେଳେ ବଲାଙ୍ଗିର ସହରର ମନ୍ଦିର ଗୁଡିକୁ ଅବହେଳିତ ଭାବେ ରଖାଯାଇଛି । ଯଦି ରାଜ୍ୟ ସରକାର ବଲାଙ୍ଗିର ସହରର ଥିବା ମନ୍ଦିର ଗୁଡିକୁ ଅନୁଦାନ ଯୋଗାଇ ନ ଦିଅନ୍ତି ତାହା ହେଲେ ଯୁବ ସଂଗଠକମାନେ ଆନ୍ଦୋଳନ ପନ୍ଥା ଆପଣାଇବେ ବୋଲି ଜଣାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like