-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ପଦ୍ମପୁର ରେ ପ୍ରଥମ ଶୀତଳ ଶଷ୍ଠି ଉତ୍ସବ ସମ୍ପନ୍ନ

06-Jun-2022



ଶୀତଳ ଶଷ୍ଠି ଶୁଣିଲା ମାତ୍ରେ ହିଁ ମନ ରେ ଭରି ଉଠେ ଆଧ୍ୟାତ୍ମିକତା ଏବଂ ଅଲୌକିକତା ର ଏକ ଚେତନା ଉତ୍ସ । ଜଗତ ଜନନୀ ମାତା ପାର୍ବତୀ ଙ୍କର ଦେବାଦୀ ଦେବ ମହାଦେବ ଙ୍କ ସହ ପବିତ୍ର ବିବାହ ଉତ୍ସବ ର ମନୋରମ ରୀତିନିତି । ଜାହାର ଶାଖୀ ହୋଇଥାଏ ସମଗ୍ର ଶୃଷ୍ଟି । ପଦ୍ମପୁର ରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଉମା ମହେଶ୍ୱର ଙ୍କର ପବିତ୍ର ବିବାହ ଉତ୍ସବ ଶୀତଳ ଶଷ୍ଠି ଆୟୋଜିତ ହୋଇଥିବା ବେଳେ, ପ୍ରଥମ ଥର ପାଇଁ ନିଜ ଅଂଚଳ ରେ ଏହି ଅଲୌକିକ ସମାରୋହ ର ଅଂଶ ହେବା ପାଇଁ ହଜାର ହଜାର ସଙ୍ଖ୍ୟା ରେ ଯୋଡି ହୋଇଥିଲେ ଭକ୍ତ । ପଦ୍ମପୁର ସ୍ଥାନିୟ ବଡବନ୍ଧ ଶ୍ରୀ ରାମେଶ୍ୱର ଜୀ ବାବା ଙ୍କର ମନ୍ଦୀର ରୁ ପାଟ ପଟୁଆରା, ପାରମ୍ପାରିକ ନ୍ଧକ୍ଟ୍ର ଗୀତ, ଏବଂ ଭକ୍ତି ରେ ନାଚୁଥିବା ଭକ୍ତଙ୍କ ଭିଡ ସହିତ ଭୋଲା ବାବା ଶଙ୍କର ଙ୍କର ଭବ୍ୟ ବରଯାତ୍ରୀ ବାହାରି ନେହେରୁଗଳି ହୀମାଦ୍ରୀ ନଗର ସ୍ଥିତ ମାତା ପାର୍ବତୀ ଙ୍କୁ ଝିଅରୁପେ ପାଇଥିବା କନ୍ୟାମାତା ପିତା ଶ୍ରୀମତୀ ଉମା ପଧାନ ଏବଂ ମହେନ୍ଦ୍ର ଭୋଇ ଙ୍କ ଘରେ ପହଂଚି ଥିବା ବେଳେ ବାବାଙ୍କର ଦୀବ୍ୟ ଚନ୍ଦ୍ରଶେଖର ରୂପ କୁ ମନ ଭରି ଭକ୍ତ ଦର୍ସନ କରିଥିବା ବେଳେ ସେପଟେ ମାତା ଙ୍କର ଦର୍ଶନ ପାଇଁ ମଧ୍ୟ ଭିଡ ଲଗେଇଥିଲେ ଶ୍ରଦ୍ଧାଳୁ । ଶ୍ରୀ ରଘୁନାଥ ତ୍ରିପାଠୀ , ରମେଶ ଦାସ, ଅଶ୍ବିନୀ ଦାସ ପ୍ରମୁଖ ପୁରୋହିତ କାର୍ଯ୍ୟ ତୁଲାଇଥିବା ବେଳେ ସୁବ୍ରତ କୁମାର ମିଶ୍ର ଙ୍କ ସହଯୋଗିତା ରେ କନ୍ୟା ମାତା ପିତାଙ୍କ ଘରେ ବୈଦିକ ରୀତି ନିତି ଅନୁଯାୟି ଗୌରୀ ଶଙ୍କର ଙ୍କ ବିବାହ ସମ୍ପନ୍ନ ପରେ, ଦେବ ଦମ୍ପତ୍ତିଙ୍କୁ କନ୍ୟା ଏବଂ ଜ୍ୱାଇଁ ରୁପରେ ପାଇଥିବା କନ୍ୟା ମାତା ପିତା ମାନବିୟ ରୀତି ଅନୁଯାୟି ଉଭୟଙ୍କୁ ବିଦା କରିଥିଲେ । ଏକ ବିଶାଳ ଶୋଭା ଜାତ୍ରା ରେ ବାହାରୀ ଦେବ ଦମ୍ପତ୍ତିଙ୍କର ପଟୁଆର ନଗର ପରିକ୍ରମା କରିଥିବା ବେଳେ ଶୀବ ପାର୍ବତୀଙ୍କର ଅଦ୍ଧ ନାରୀଶ୍ୱର, କାଳି ମହାଦେବ ଆଦି ଝାଙ୍କି ଶ୍ରଦ୍ଧାଳୁ ଙ୍କୁ ବେସ ଆକୃଷ୍ଟ କରିଥିଲା । ହଜାର ହଜାର ଭକ୍ତଙ୍କ ଗହଣ ରେ ହର ହର ମହାଦେବ ଏବଂ ମାତା ଗୌରୀଙ୍କର ଜୟଗାନ ରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ସହର । ଏହା ସହ ପୁନଃ ମନ୍ଦିରକୁ ଫେରି ଆଳତି ସହ ଦେବ ଦମ୍ପତ୍ତିଙ୍କୁ ମନ୍ଦିର ରେ ପ୍ରତିଷ୍ଠିତ କରିଥିଲେ ବର ପିତା ମାତା କାର୍ଯ୍ୟ ତୁଲାଇ ଥିବା ଶ୍ରୀମତୀ ସଂଗୀତା ପଟ୍ଟନାୟକ, ସୁନିଲ ପଟ୍ଟନାୟକ ଏବଂ  ପୁଜକ ଗଙ୍ଗାଧର ମହାପାତ୍ର । ପ୍ରକୃତୀ ଓ ପରିବେଷ ର ମିଳନ ସହ ଏକ ଭକ୍ତିପୁନ୍ନ ଭାବ ର ଚେତାନା ଦେଇଥାଏ ଶୀତଳ ଶଷ୍ଠି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like