-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

କଳାମଣ୍ଡଳରେ ଲୁଣ୍ଠନର କେତେ କଳା ଓ କଳାକାର ! ପୁଲିସ୍ , ପ୍ରଶାସନ ଅନ୍ଧ ମୂକ ଓ ବଧିର !

04-Jun-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ)/   କୋଶଳ କଳା ମଣ୍ଡଳର ଉଦ୍ଦେଶ୍ୟ ବା କାର୍ଯ୍ୟକାରିତା ଯାହାହେଇଥାଉନା କାହିଁକି ସମ୍ପ୍ରତି ଏହା କେତେକ ଲୁଣ୍ଠନକାରୀଙ୍କ ଜାଗିର୍ ପାଲଟିଯାଇଛି । ସେଥିରେ ଜିଲ୍ଲା ପ୍ରଶାସନର କେତେକ କର୍ମଚାରୀ ବା ଅଧିକାରୀ ମଧ୍ୟ ସାମିଲ୍ । ବିଭିନ୍ନ ଆୟଉପାୟରେ କେତେକଙ୍କ ପକେଟ୍ ଗରମ ହେଉଛି । ଏହା ଆଖି ଖୋଲାକରି ସମସ୍ତେ ଦେଖୁଛନ୍ତି । ପୁଲିସ୍ ଓ ପ୍ରଶାସନ ସବୁ ଜାଣି ଅଜଣା ।  ସେମାନଙ୍କ କାରବାରରୁ ଫୁର୍ସତ୍ କାହିଁ ଯେ , ଏ ଛୋଟମୋଟ କଥାରେ ମୁଣ୍ଡ ପୁରାଇବେ  !  ତା'ଛଡା ଆମ ଲୋକେ ସବୁଦିନ ଅସଚେତନ ଓ ଭୋଳାନାଥ  !  ହେଇଥିବ, ସରକାର ପରମିଶନ୍ ଦେଇଥିବେ ବା ସେଇ ସୁଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ଦାୟିତ୍ୱ ଦିଆଯାଇଥିବ...ଇତ୍ୟାଦି ଭାବି ସେମାନେ ନିଶ୍ଚନ୍ତ  । 

ଏବେ ବଲାଙ୍ଗୀର ସହରରେ ଶୀତଳଷଷ୍ଠୀ ଉତ୍ସବ ଚାଲିଛି ।  ଲୋକଉତ୍ସବ, ବହି ହାଟକୁ ସିନା କରୋନା ମାଡିଯିବ, ଏତେ ଭିଡକୁ ମହାଦେବବାବା- ପାର୍ବତୀମାତା ସାହା ହେଉଛନ୍ତି । ତାଙ୍କ ଭକ୍ତମାନଙ୍କୁ କିଛି ଲଗାପଘା ନାଇଁ ।  ଏହି ଆଳରେ କୋଶଳ କଳାମଣ୍ଡଳରେ ପଡିଛି ମୀନାବଜାର । ପୂର୍ବବର୍ଷମାନଙ୍କ ପରି ଏଥିରେ ବି ଦଲାଲି ।  ପ୍ରଭାବଶାଳୀ ଚାନ୍ଦାବାଜ୍ ଗୋଷ୍ଠୀ ଏହାକୁ ଲକ୍ଷାଧିକଟଙ୍କାରେ  ଆଣିଥିବା କୁହାଯାଉଛି । ସେଇଟା ତାଙ୍କ ଆୟଉପାର୍ଜନ ।  ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଅଧୀନରେ ଥିବା ପଡିଆଟି ଭଡା ଲାଗିଛି । ମାସେରୁ ଅଧିକଦିନ ରହିବ ମୀନାବଜାର । ଦିନକୁ ପନ୍ଦରଶହ ସର୍କାରୀଭଡା ।  ଅଧିକାରୀ ଗେଁ ପେଁ ହଉଥିଲେ କୁଆଡେ ଯେ , ଦୈନିକ ଭଡାଟା କମ୍ ହେଇଯାଉଛି । ସେଠି ବି ଦଲାଲ ଲାଗିଛନ୍ତି ।  ' ଏ ବର୍ଷଟା ଏତିକି ଥାଉ , ଆଗାମୀବର୍ଷ ବଢାଇବା ' ବୋଧଶୋଧ ଦେଇ ଉଭୟପକ୍ଷରୁ ସ୍ବେଚ୍ଛାସେବୀ ପ୍ରତିନିଧିତ୍ବ କରିଦେଲେଣି । ତାଙ୍କୁ ଏ ଦାୟିତ୍ୱଟି କିଏ ଦେଲା, ପଚାରିବାକୁ କାହାରି ଜିଭରେ ହାଡ ନାହିଁ  !  କାରଣ ତାଙ୍କର ଜିଲ୍ଲାପାଳଙ୍କଠୁଁ ସବୁ ମିଟିଂସିଟିଂରେ ବସାଉଠା ସମସ୍ତେ ଦେଖିଆସୁଛନ୍ତି ।

ଆଉ ଏକ ଛୋଟିଆକଥା ହେଲା, କଳାମଣ୍ଡଳରେ ପଡିଥିବା ମୀନାବଜାରକୁ ଯାଉଥିବା ଲୋକବାକଙ୍କର ବାଇକ୍, ସାଇକେଲ ଓ ଗାଡିମଟର ରଖିବାକୁ କରାଯାଇଥିବା ଅଘୋଷିତ ଅବୈଧ ଷ୍ଟାଣ୍ଡ୍ । ମଟରସାଇକଲ ପିଛା ୨୦ ଟଙ୍କା ତଣ୍ଡ ଗଣିବାକୁ ପଡୁଛି । କିଏ ଅନୁମତି ଦେଲା  ? କେହି ପଚାରିନାହାଁନ୍ତି । ଶହ ଶହ ଯାନବାହନକୁ ମାସେକାଳ ଚାଲିବ ଲୁଣ୍ଠନ । ପାଖପଡାର ଅସାମାଜିକ ଟୋକାଏ ଜବରଦସ୍ତି ସବୁବେଳେ ଏହା କରିଆସୁଛନ୍ତି ।  ସେଠି ବି  ଦଲାଲ ଲାଗିଗଲାରୁ ସେ ଦୁର୍ବୃତ୍ତଗୋଷ୍ଠୀ ଏୟା ଜବାବ୍ ଦେଲେ: ଆମେ ସବୁବେଳେ କରୁଛୁଁ ' ବୋଲି  !  ସେଉଠୁ ଅବୈତନିକ ସ୍ବେଚ୍ଛାସେବୀ ଧମକାଇ କହିଲେ: ହେଇପାରିବନି । ଆମକୁ ବି କିଛି ଦବାକୁ ପଡିବ ! ' ମାମଲା ବିଚାରାଧୀନ ରହିଛି ବୋଧେ ।

ଏମିତି କୋଉ ଉପାୟରେ କୋଉ ଅଧିକାରରେ କିଏ କୋଉଠି କେମିତି ଲୁଟୁଛି, ଜାଣିବାକୁ କାହାରି ଇଚ୍ଛା ନାହିଁ  !  ଜୟ କଳା  !


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like