-+91-9937148622 |

prerana_bgr@rediffmail.com |

  Friday 15th May 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ପ୍ରାକୃତିକ ତୈଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ନେଇ ବୈଠକ   (15-May-2026)       ||      ନିଟ୍ ପ୍ରଶ୍ନପତ୍ର ଲିକ ଘଟଣା,  କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ଆମ ଆଦମି ପାର୍ଟି   (15-May-2026)       ||      ବଲାଙ୍ଗିର ନାଗରିକ କମିଟୀର ବର୍ଦ୍ଧିତ କାର୍ଯ୍ୟକାରୀ ସଭା   (15-May-2026)       ||      ନିଟ ପ୍ରଶ୍ନ ପତ୍ର ଲିକ ବିରୁଦ୍ଧରେ ଏଆଇଡ଼ିଏସଓ ର ବିକ୍ଷୋଭ   (15-May-2026)       ||      ଫ୍ଲୋରାଇଡ୍ ସମସ୍ୟାରୁ ମୁକ୍ତି ପାଇଲେ ସେମେଲଗୁଡ଼ିଆ ଗାଁ ଲୋକେ   (15-May-2026)       ||      ଉଦନ୍ତୀ ମଣ୍ଡଳରେ ଜନ-ଆକ୍ରୋଶ ମହିଳା ସମାବେଶ   (15-May-2026)       ||      ଓବିସି ଗଣନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଙ୍କୁ ଆଗଲପୁର ତହସିଲଦାର ଜରିଆରେ ଦାବିପତ୍ର ପ୍ରଦାନ   (15-May-2026)       ||      ଆମ୍ବୁଲାନ୍ସରୁ ତେଲ ସରି ଯିବାରୁ ରୋଗୀ ମୃତ   (15-May-2026)       ||      ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପରେ ଚାଷୀଙ୍କୁ ମିଳିଲା ନ୍ୟାୟ”   (15-May-2026)       ||      *ସୁବର୍ଣ୍ଣପୁର ମେଡିକାଲ୍ ଓ ସୋନପୁର ବ୍ଳକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଚଢ଼ାଉ ଓ ଜରିମାନା ଆଦାୟ*-   (15-May-2026)       ||      ନୂତନ ସମ୍ବଲପୁର”ର ଗଠନ ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ*    (15-May-2026)       ||      ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଦାବି, ଗୋଟିଏ କମ୍ପ୍ଲେକ୍ସ ରେ ହେଉ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ   (15-May-2026)       ||      ଏସ୍‌ସିବି ମେଡିକାଲ ୪ ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମ୍ମିଳନୀ   (15-May-2026)       ||      ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ    (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      *ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   (14-May-2026)       ||      ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   (14-May-2026)       ||      ସାମ୍ବାଦିକ ଙ୍କ ମାତୃ ବିୟୋଗ   (14-May-2026)       ||      ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   (14-May-2026)       ||     

HOME   ଜିଲ୍ଲା

ଆନ୍ତର୍ଜାତୀୟ ଶିଶୁ ଦିବସ ପାଳିତ

02-Jun-2022



କଣ୍ଟାବାଞ୍ଜି(ଆନନ୍ଦ ମୋଟେ) ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଶିଶୁ ଦିବସ ପାଳିତ ହୋଇଯାଇଛି।ଚଳିତ ବର୍ଷର ବିଷୟବସ୍ତୁ ପ୍ରତ୍ୟେକ ଶିଶୁକୁ ଉଜ୍ଜ୍ଵଳ ଭବିଷ୍ୟତ ଦେବା ଲକ୍ଷ୍ୟରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ଆବାହକତ୍ୱରେ ଅତିଥି

ଭାବରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଥମିର ଛତ୍ରିଆ, ଶିକ୍ଷକ କିଶୋର ବରିହା, ଶିକ୍ଷୟିତ୍ରୀ ଦେବକୀ ତାଣ୍ଡୀ ଉପସ୍ଥିତ ଥିଲେ।ଶିଶୁମାନେ ଦେଶର ଭବିଷ୍ୟତ ତେଣୁ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିବା ହେଉଛି ପ୍ରତ୍ୟେକଙ୍କ କର୍ତ୍ତବ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ଚକୋଲେଟ ବଣ୍ଟନ କରାଯାଇଥିଲା।ଏହି ସଭାରେ ଅଭିଭାବକ ଓ ଗ୍ରାମବାସୀ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ରାଜ୍ୟରେ ପ୍ରାକୃତିକ ତୈଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ନେଇ ବୈଠକ   15-May-2026
  ଜିଲ୍ଲା  
ନିଟ୍ ପ୍ରଶ୍ନପତ୍ର ଲିକ ଘଟଣା,  କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ଆମ ଆଦମି ପାର୍ଟି   15-May-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀର ବର୍ଦ୍ଧିତ କାର୍ଯ୍ୟକାରୀ ସଭା   15-May-2026
  ରାଜ୍ୟ  
ନିଟ ପ୍ରଶ୍ନ ପତ୍ର ଲିକ ବିରୁଦ୍ଧରେ ଏଆଇଡ଼ିଏସଓ ର ବିକ୍ଷୋଭ   15-May-2026
  ଜିଲ୍ଲା  
ଫ୍ଲୋରାଇଡ୍ ସମସ୍ୟାରୁ ମୁକ୍ତି ପାଇଲେ ସେମେଲଗୁଡ଼ିଆ ଗାଁ ଲୋକେ   15-May-2026
  ଜିଲ୍ଲା  
ଉଦନ୍ତୀ ମଣ୍ଡଳରେ ଜନ-ଆକ୍ରୋଶ ମହିଳା ସମାବେଶ   15-May-2026
  ଜିଲ୍ଲା  
ଓବିସି ଗଣନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଙ୍କୁ ଆଗଲପୁର ତହସିଲଦାର ଜରିଆରେ ଦାବିପତ୍ର ପ୍ରଦାନ   15-May-2026
  ଜିଲ୍ଲା  
ଆମ୍ବୁଲାନ୍ସରୁ ତେଲ ସରି ଯିବାରୁ ରୋଗୀ ମୃତ   15-May-2026
  ଜିଲ୍ଲା  
ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପରେ ଚାଷୀଙ୍କୁ ମିଳିଲା ନ୍ୟାୟ”   15-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ମେଡିକାଲ୍ ଓ ସୋନପୁର ବ୍ଳକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଚଢ଼ାଉ ଓ ଜରିମାନା ଆଦାୟ*-   15-May-2026
  ଜିଲ୍ଲା  
ନୂତନ ସମ୍ବଲପୁର”ର ଗଠନ ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ*   15-May-2026
  ଜିଲ୍ଲା  
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଦାବି, ଗୋଟିଏ କମ୍ପ୍ଲେକ୍ସ ରେ ହେଉ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ   15-May-2026

You Might Also Like