-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2022
ଲୋଇସିଂହା (ବିନୋଦ କୁମାର ଦୀପ) ଲୋଇସିଂହା ପଞ୍ଚାୟତ ସମିତି ସଭା ଗୃହରେ ଆରଡବ୍ଲୁଏସଏସ ତରଫରୁ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାକୁ ନେଇ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡିଆ ଓ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ପିଇବା ପାଣି, ପରିମଳ ବ୍ୟବସ୍ଥାର ସୁବିଧା ସହ ସ୍ଵଛତା ଉପରେ
ବକ୍ତବ୍ୟ ରଖିଥିଲେ l ଉପସ୍ଥିତ ଥିଲେ ଜିପିଇଓ କିଶୋର ଚନ୍ଦ୍ର ମାନସିଂ, ଜୋନ ନ. 33 ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଲିଳିମା ବେହେରା, ଆରଡବ୍ଲୁଏସଏସ ଲୋଇସିଂହା ଏ. ଇ. ପ୍ରସାଦ କୁମାର ସାମନ୍ତରା, ଜେ. ଇ. ଦେବାନନ୍ଦ ଦଳେଇ ସହ ଲୋଇସିଂହା ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l