-+91-9937148622 |

prerana_bgr@rediffmail.com |

  Saturday 27th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   (27-Jun-2026)       ||      ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   (27-Jun-2026)       ||      ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   (27-Jun-2026)       ||      ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   (27-Jun-2026)       ||      ହନୁମାନ ବାଟିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳନ    (27-Jun-2026)       ||      ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଆଲୋଚନା   (26-Jun-2026)       ||      ନିଶା ନିବାରଣ ଓ ଯୁବତୀ ଚାଲାଣ ବନ୍ଦ ପାଇଁ ସଚେତନତା ସଭା    (26-Jun-2026)       ||      ନାବାର୍ଡ ସହାୟତାରେ କୁତିଣ୍ଡା ୱାଡି ପ୍ରକଳ୍ପର ୫୨୨ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର ଲାଭାଂଶ ବଣ୍ଟନ   (26-Jun-2026)       ||      ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ    (26-Jun-2026)       ||      ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ    (26-Jun-2026)       ||      ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ    (26-Jun-2026)       ||      *ସୋନପୁର ରେ ଶତ ପ୍ରତିଶତ ସଫଳ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) କାର୍ଯ୍ଯ କ୍ରମ*–   (26-Jun-2026)       ||      *ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   (26-Jun-2026)       ||      ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରାବାର ନିରୋଧ ଦିବସ -୨୦୨୬ ଅନୁଷ୍ଠିତ   (26-Jun-2026)       ||      *ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   (26-Jun-2026)       ||      ପିଏମ୍ ଶ୍ରୀ ହାଇସ୍କୁଲ ପରିଦର୍ଶନ କଲେ ବିଡିଓ   (26-Jun-2026)       ||      ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ   (26-Jun-2026)       ||      ଭାରସାମ୍ୟ ହରାଇ ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର; ଘର ନଷ୍ଟ, ଯାତାୟାତ ବାଧାପ୍ରାପ୍ତ   (26-Jun-2026)       ||      ବରପାଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିବସ ଅବସରରେ ଫଳ ବଣ୍ଟନ   (26-Jun-2026)       ||      ଲୋଇସିଂହାରେ ମିଶନ ଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ    (26-Jun-2026)       ||     

HOME   ଜିଲ୍ଲା

ଚୋରା ବାଲି ଚାଲାଣ ଓ ଗ୍ରୀଡ଼ ନିର୍ମାଣକୁ ବିରୋଧ କରି ତରଭା ତହସିଲଦାର ଙ୍କୁ ଘେରାଉ କଲେ ପଦ୍ମପୁର ଓ ରମ୍ଭସିଂଢୋଲ ଗ୍ରାମ ବାସୀ

29-May-2022



ସୁବର୍ଣ୍ଣପୁର // ଶୁକତେଲ ନଦୀରୁ ଚୋରା ବାଲି ଚାଲାଣ ଓ ଏହା ଦ୍ୱାରା  ନଷ୍ଟ ହେଉଥିବା ରମ୍ଭା ସିଂଢୋଲ ନଦୀ ଘାଟର କୋଟି ଟଙ୍କାର ଆଡିବନ୍ଧ ପ୍ରକଳ୍ପ ଓ ଗାଁ ର  "ପି ଏମ ଆର ୱାଇ" ରାସ୍ତା କୁ ସୁରକ୍ଷା ଓ ରକ୍ଷଣାବେକ୍ଷଣ ଯୋଗାଇବା ଏବଂ  ଗ୍ରୀଡ଼ ନିର୍ମାଣ ନାଁ ରେ ଗରିବ ଚାଷୀଙ୍କ ୧୦ ଏକର  ଗୋଚର ଜମିକୁ  ଟି ପି ଡବ୍ଲୁ ଓ ଡି ଏଲ କମ୍ପାନୀ ର ହଡପ ଉଦ୍ୟମକୁ ଦୃଢ଼ ବିରୋଧ କରି ଆଜି  ରମ୍ଭସିଂଢୋଲ ଓ ପଦ୍ମପୁରର ଉଭୟ  ଗ୍ରାମର କ୍ଷତିଗ୍ରସ୍ତ ଲୋକେ ଶିବତୁଲା ରମ୍ଭସିଂଢୋଲ ରାସ୍ତାରେ ତରଭା ତହସିଲଦାରଙ୍କୁ  ଦିନ ୧୧ ଟା ରୁ ୧ ଘଣ୍ଟା ଯାଏ ପ୍ରବଳ ଟାଣ ଖରାରେ ଘେରାଉ କରି ରଖି ଥିଲେ l ତରଭା ପୋଲିସ ଏ ଘଟଣା ଖବର ପାଇ ଆଇ ଆଇ ସି ସୁବ୍ରତ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରି ତହସିଲଦାରଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ l ଖବରରୁ ପ୍ରକାଶ ଯେ, ସୋନପୁର ତହସିଲ ଅନ୍ତର୍ଗତ ଖାରି  ଆର ଆଇ ଶୁକତେଲ ନଦୀ ବାଲି ର  ଅକ୍ସନ କରିଥିବା  ଓ କୁଟସିରା ଖାରି ରାସ୍ତା ଦେଇ ଉକ୍ତ ଠିକାଦାର ବାଲି ନେବାକୁ ଅନୁମତି ଦେଇଥିବା ବଦଳରେ  ରମ୍ଭା ସିଂଢୋଲ ନଦୀ ଘାଟରୁ  ଶିବତୁଳା ରାସ୍ତାରେ ଡମ୍ଫର ଓ ଶହ ଶହ ଟ୍ରାକ୍ଟର ଦ୍ୱାରା ଚୋରା ବାଲି ଚାଲାଣ କରୁ ଥିବାରୁ ପି ଏମ ଆର ୱାଇ ରାସ୍ତା  ବରବାଦ ହେବା ସହିତ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ମଧ୍ୟ ହରାଉଥିବା ଜଣା ପଡିଛି l ଅନ୍ୟପକ୍ଷରେ  ଚୋରା ବାଲି ଚାଲାଣ ଦ୍ୱାରା କୋଟି କୋଟି ଟଙ୍କାରେ ନିର୍ମିତ ରମ୍ଭା ସିଂଢୋଲ ଗାଁ ର ଅlଡ଼ିବନ୍ଧ ଟି ମଧ୍ୟ ଭୁଶୁଡିବାରେ ଲାଗିଛି l ସୋନପୁର, ଖାରି, ଡୁମ୍ବେର ବାହାଲ ଗାଁ  ରେ  ଅଧା ଏକର ଜମିରେ ଓ ବଲାଙ୍ଗୀର ଲାଲଟିକ୍ରା ଠାରେ ୨ ଏକର ଜମିରେ ଏହି କମ୍ପାନୀ ଗ୍ରୀଡ଼ ନିର୍ମାଣ କରିସାରିଥିବା ବେଳେ ଏହି ଉଭୟ ଗାଁ ର ଗ୍ରୀଡ଼ ନିର୍ମାଣ ନାଁ ରେ କାହିଁକି ନିରୀହ ଲୋକଙ୍କ ଅଧିକ ୧୦ ଏକର ଜମିକୁ ହଡପ କରିବାକୁ ଚାହୁଁଛି ଟାଟା ପlୱାର କମ୍ପାନୀ ବୋଲି ପଞ୍ଚାୟତ ସରପଞ୍ଚ, ଗାଁ ର ୱାର୍ଡ ମେମ୍ବର ପ୍ରକାଶ କରି ଏ ପ୍ରମୁଖ ଘଟଣା  ସବୁକୁ ବିରୋଧ କରି  ଗାଁ ଲୋକେ ଉତ୍ତେଜିତ ହୋଇ ଆଜି ରାସ୍ତାରୋ୍କ କରିଥିଲେ l  ଏଥିପାଇଁ ମାଜିଷ୍ଟ୍ରେଟ ତହସିଲଦାରଙ୍କୁ ଦୁଇ ଘଣ୍ଟା ଯାଏ ହଟହଟା ହେବାକୁ ପଡିଛି l ଏଇ ଗାଁ ରାସ୍ତା ଦେଇ ବେଆଇନ ବାଲି ଚାଲାଣ  ଓ ଏବଂ ଲୋକଙ୍କ ହକ ପ୍ରମୁଖ ଦାବୀ ସବୁକୁ  ଘଟଣାସ୍ଥଳରେ ଅଚାନକ ପହଂଚି ଥିବା ସୁବର୍ଣ୍ଣପୁରର  ଜଣାଶୁଣା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀଙ୍କ ଆଗରେ ସ୍ୱୀକାର କରିଛନ୍ତି ଖୋଦ ତରଭl ତହସିଲଦାର l ଏଥି ପାଇଁ ମୋ ଉପରେ ଅନେକ ରାଜନୈତିକ ଚାପ ସୃଷ୍ଟି ହେଉଛି ବୋଲି ମତ ରଖିଥିଲେ  ଓ ଜ଼ିଲ୍ଲାପାଳଙ୍କ ସହିତ ଆଲୋଚନା କରି ଖୁବଶୀଘ୍ର ଏହାର ଆଶୁ ସମାଧାନ କରିବି  ବୋଲି ପ୍ରତିଶୁତି ଦେଇ  ଗାଁ ଲୋକଙ୍କ  ସହିତ ଆଲୋଚନା କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   27-Jun-2026
  ରାଜ୍ୟ  
ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   27-Jun-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   27-Jun-2026
  ଜିଲ୍ଲା  
ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   27-Jun-2026
  ଜିଲ୍ଲା  
ହନୁମାନ ବାଟିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳନ   27-Jun-2026
  ଜିଲ୍ଲା  
ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଆଲୋଚନା   26-Jun-2026
  ଜିଲ୍ଲା  
ନିଶା ନିବାରଣ ଓ ଯୁବତୀ ଚାଲାଣ ବନ୍ଦ ପାଇଁ ସଚେତନତା ସଭା   26-Jun-2026
  ଜିଲ୍ଲା  
ନାବାର୍ଡ ସହାୟତାରେ କୁତିଣ୍ଡା ୱାଡି ପ୍ରକଳ୍ପର ୫୨୨ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର ଲାଭାଂଶ ବଣ୍ଟନ   26-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ   26-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ   26-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ   26-Jun-2026
  ଜିଲ୍ଲା  
*ସୋନପୁର ରେ ଶତ ପ୍ରତିଶତ ସଫଳ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) କାର୍ଯ୍ଯ କ୍ରମ*–   26-Jun-2026

You Might Also Like