-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଜିଲ୍ଲା

ସାବିତ୍ରୀଙ୍କ ରୁଷାଫୁଲା ରେ ସତ୍ୟବାନ ବାପୁଡ଼ା ଗୁଲଗୁଲା- ସାବିତ୍ରୀ ମାନଙ୍କ ତାତି ରେ ସତ୍ୟବାନ ମାନେ ଅଂଶୁଘାତରେ ପୀଡିତ

29-May-2022



ସୁବର୍ଣ୍ଣପୁର - ସମ୍ପ୍ରତି ସମଗ୍ର ପଶ୍ଚିମ ଓଡିଶା ପ୍ରଚଣ୍ଡ ରୌଦ୍ର ତାପ ରେ ଭାରତରେ ଏକ ନମ୍ବର ସ୍ଥାନରେ ରହି  ଜଳିପୋଡି ଯାଉ ଥିବା ବେଳେ ସାବିତ୍ରୀ ଅମାବାସ୍ୟା ଉତ୍ସବ ପାଇଁ ସୁବର୍ଣ୍ଣପୁର ସହର ଚଳଚଞ୍ଚଳ ହୋଇ ଉଠିଛି l ସେପଟେ ସାବିତ୍ରୀ ମାନଙ୍କ ପୂଜା ଓ ଲୁଗା ସାମଗ୍ରୀ ସଂଗ୍ରହ, ବିଶେଷ କରି ସାବିତ୍ରୀ ମାନଙ୍କ ତାତି ରେ ବିଚରା ସତ୍ୟବାନ ମାନେ ବେହାଲ ହୋଇ ପଡିଛନ୍ତି l 47 ଡିଗ୍ରୀ ଖରା ଓ ଗୁଳୁଗୁଳିରେ 108 ପ୍ରକାର ଫଳମୂଳ ସଂଗ୍ରହ ଓ ଲୁଗା ସାମଗ୍ରୀ ସଂଗ୍ରହରେ ଗୁଣ୍ଡିଚା ମନ୍ଦିରରୁ ଗ୍ରୀଡ଼କୋ କଲୋନୀ ମାର୍କେଟ ଯାଏ ଦମ୍ପତି ମାନେ ଦୋକାନ ଦୋକାନ ବୁଲି ମୁଲଚାଲ କରିବା ବେଳେ 108 ଆମ୍ବୁଲାନ୍ସ ବି ଖୋଜା ପଡୁଛି l ଫଳ ମୂଳ ବେପାରୀ  ମାନେ  ଦିବା ରାତ୍ର  ପସରା ମେଲାଇ ଦେଇଛନ୍ତି l ଏଣେ ବେପାରୀ ଭାଇ ମାନଙ୍କ ପୁଷ ମାସ ପରି ସବୁ ଜିନିଷର ମୂଲ୍ୟର ଡାହାଣ ପଟେ ମାତ୍ର ଗୋଟାଏ ଗୋଟାଏ ଶୂନ ବସାଇ ସାବିତ୍ରୀ ବଜାରକୁ ଦଖଲ କରି ନେଇଛନ୍ତି l ଏଣେ ଅଣନିଶ୍ୱାସୀ ସତ୍ୟବାନ ମାନେ ସାବିତ୍ରୀ ମାନଙ୍କ ଇଚ୍ଛା ପୂରଣ ପାଇଁ ମୁହଁ ରେ ଚଷମା ମୁଣ୍ଡରେ ଗାମୁଛା ଭିଡି ଅଂଶୁଘାତକୁ ଖାତିରି ନ କରି କିଣାବିକାରେ ପୁରା ପୁରି ଫୁଲ ଦମରେ ଲାଗି ପଡିଛନ୍ତି l ଏଠି ପ୍ରଶ୍ନ ଉଠେ ଯେ

ସେଇ ପୁରାଣ ଯୁଗର ସାବିତ୍ରୀ ମାନେ କଣ ସତ୍ୟବାନଙ୍କୁ ଏତେ ଚାପ ଏତେ କଷ୍ଟ ଦେଇଥିବେ ? ତାଙ୍କରି ନିଷ୍ଠା, ତ୍ୟାଗ, ସତୀତ୍ୱ, ସର୍ବୋପରି ସମର୍ପିତ ମନୋଭାବ ହିଁ ସତ୍ୟବାନଙ୍କୁ ଯମରାଜଙ୍କ ମୁହଁ ରୁ ଫେରାଇ ଆଣିପାରିଥିଲା l ଏଣୁ ବର୍ତ୍ତମାନର ସାବିତ୍ରୀ ମାନେ ସେହି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଚାକଚକ୍ୟ ଓ ଔପଚାରିକତା ରୁ ଦୁରେଇ ରହିଲେ ଭାରତର ସେହି ମହାନ ନାରୀ ସଂସ୍କୃତି ଉଦ୍ଜୀବିତ କରି ହେବ ଏବଂ ବେପାରୀ ଭାଇ ମାନଙ୍କ ଦୌରାତ୍ମ୍ୟ  ବି କମିଯିବ, ଅଶାନ୍ତି ଦୂର ହେବ ଓ ନାରୀ ମାନଙ୍କ ସେଇ ପୂର୍ବ ମର୍ଯ୍ୟାଦା ପ୍ରତିଷ୍ଠା ହେବ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like