-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
24-May-2022
ପାଟଣାଗଡ(ରୁପେନ୍ଦ୍ର ମୁଣ୍ଡା) ଲାଞ୍ଚ ନେବା ଅଭିଯୋଗରେ ଲରମ୍ଭା ବନବିଭାଗର ଫରେଷ୍ଟର ଭାଗବତିଆ ଦାସ ଏବଂ ଫରେଷ୍ଟଗାର୍ଡ ଗୋପାଳ ଗଡତିଆଙ୍କୁ ବଲାଙ୍ଗିର ଡି.ଏଫ.ଓ ନୀତିଶ କୁମାର ନିଲମ୍ୱିତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଭରତବାହାଲ ଗାଁର କରୁଣାକର ମିଶ୍ରଙ୍କ ସିଜ ହୋଇଥିବା ଟ୍ରାକ୍ଟରକୁ ମୁକୁଲାଇବା ପାଇଁ ଫରେଷ୍ଟର ୨୦ ହଜାର ଟଙ୍କା ଏବଂ ଫରେଷ୍ଟ ଗାର୍ଡ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଫୋନ ରେକର୍ଡକୁ ନେଇ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ଡି.ଏଫ.ଓ ନୀତିଶ କୁମାର ଫରେଷ୍ଟର ଭାଗବତିଆ ଦାସ ଏବଂ ଫରେଷ୍ଟଗାର୍ଡ ଗୋପାଳ ଗଡତିଆଙ୍କୁ ନିଲମ୍ୱିତ କରିଥିବା ଜଣାପଡିଛି ।