-+91-9937148622 |

prerana_bgr@rediffmail.com |

  Saturday 10th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||      ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||      ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   (09-Oct-2026)       ||      ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   (09-Oct-2026)       ||      ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   (09-Oct-2026)       ||      ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   (09-Oct-2026)       ||      *ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   (09-Oct-2026)       ||      ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ    (09-Oct-2026)       ||      ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   (09-Oct-2026)       ||      ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||      ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||     

HOME   ରାଜ୍ୟ

ଦୁର୍ନୀତି , ସରକାରୀ ଅବହେଳା ଓ ନ୍ୟାୟରେ ବିଳମ୍ବ ସୁହାଉଛି କି ସନ୍ତ୍ରାସବାଦୀଙ୍କୁ ?

16-May-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ): ଦୀର୍ଘ ଦଶନ୍ଧିଧରି ଦାଦନପ୍ରବଣ ଆଦିବାସୀବହୁଳ ଅନାହାରମୃତ୍ୟୁ , ପିଲାବିକ୍ରି ଆଦି ଚରମ ଦାରିଦ୍ର୍ଯ ନିମନ୍ତେ ଅପଖ୍ୟାତ ଅବହେଳିତ ପଶ୍ଚିମଓଡିଶାର ସୀମାନ୍ତଜିଲ୍ଲା ବଲାଙ୍ଗୀରରେ ସାମାନ୍ୟ ସାମୟିକ ବ୍ୟବଧାନରେ ପୁଣି ମାଓବାଦୀମାନେ ସେମାନଙ୍କର ଉପସ୍ଥିତି ଜାହିର୍ କରିଛନ୍ତି । 

ସପ୍ତାହେତଳେ ତୁରେକେଲା ଅଞ୍ଚଳରେ କଦଳୀପାଲି ଗ୍ରାମ ନିକଟରେ ମାଓବାଦୀଙ୍କ ସୂଚନା ପାଇ ପୁଲିସ୍ ଓ ମାଓ ନିରାକରଣରେ ନିୟୋଜିତ ସ୍ବତନ୍ତ୍ରବଳ କମ୍ବିଂ ଅପରେସନ୍ କରି  କେତେକ ମାଓସାମଗ୍ରୀ ଜବତ କରିଥିବାବେଳେ , ଦୁଇଦିନତଳେ ଠିକ୍ ହରିଶଙ୍କର ବୈଶାଖମେଳା ବେଳକୁ ଖପ୍ରାଖୋଲ ବ୍ଲକ୍ ଲାଠୋର ଥାନା ଅନ୍ତର୍ଗତ ଘୁମସର - ପୁଟକେଲଚୁଆଁ ହାଟରେ ମାଓବ୍ୟାନର ପୁଲିସ୍ ଜବତ କରିଛି । 

ପ୍ରକାଶଯୋଗ୍ୟ ଯେ , ଏହିସବୁ ଅଞ୍ଚଳରେ ବିଗତଦିନରେ ଅଳ୍ପବର୍ଷତଳେ ମାଓବାଦୀମାନେ ଏକାଧିକ ନରସଂହାର ଘଟାଇଥିବା ସହ ପୁଲିସ୍ ଓ ଏସଓଜି ଦ୍ବାରା ମଧ୍ୟ ଏକାଧିକ ମାଓବାଦୀଙ୍କୁ ଏନକାଉଣ୍ଟର କରାଯିବା ସହ ଅନେକ ମାଓ କ୍ୟାମ୍ପ୍ କିଛି କିଛିଦିନ ଅନ୍ତରରେ ଜବତ କରାଯାଆସୁଛି । ସେହିପରି କେତେକ ମାଓବାଦୀ ଓ ମାଲାସିଆଙ୍କୁ ମଧ୍ୟ ଗିରଫ କରାଯାଇଛି । ତଥାପି ବଲାଙ୍ଗୀର ଜିଲ୍ଲାର ଏହି ତୁରେକେଲା , ଖପ୍ରାଖୋଲ ଓ ସପଟର ନୂଆପଡା ବା ବରଗଡ ଜିଲ୍ଲାର ପାହାଡପର୍ବତ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ମାଓ ଗତିବିଧି ଅବ୍ୟାହତ ରହିଆସିଛି । 

ଏହାର କାରଣ ସମ୍ପର୍କରେ ଯଥାଯଥ ଅନୁଧ୍ୟାନ କରାଯାଇନାହିଁ । ଯଦିଓ ମାଓ ଅଧ୍ୟୁଷିତ ଅଞ୍ଚଳରେ ସରକାରଙ୍କ ଦ୍ବାରା କେତେକ ବିକାଶମୂଳକ ଯୋଜନା , ଆମ୍ବୁସ୍ ବା ସଶସ୍ତ୍ରବଳ ସ୍ଥାପନ ସହ ଜନସମ୍ପର୍କ ଶିବିର ଇତ୍ୟାଦିର ଆୟୋଜନ କରାଯାଇ ଆସୁଛି । ତଥାପି ଏହି ଅଞ୍ଚଳରେ ସରକାରୀ ଯୋଜନାରେ ପ୍ରବଳ ଦୁର୍ନୀତି , ଏଠାରୁ ହିଁ ସର୍ବାଧିକ ଦାଦନଶ୍ରମିକ ଚାଲାଣ ଓ ବହୁଚର୍ଚ୍ଚିତ ଅପରାଧମାମଲାଗୁଡିକର ହ୍ରାସ ହେଉନାହିଁ । ଏହି ଅଞ୍ଚଳର ସର୍ଗିପାଲି ଦଳିତଯୁବତୀ ସ୍ନେହଲତା ଛତ୍ରିଆ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଫେଲ୍ ମାରିଛି । ବହୁଚର୍ଚ୍ଚିତ ପାର୍ଶଲବୋମା ଡବଲମର୍ଡର ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତରେ ଭିନ୍ନମୋଡ ଦିଆଯାଇଥିବା  ଅଭିଯୋଗ ପ୍ରକାଶ ପାଇଆସୁଛି । ରାଜ୍ୟର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ଶିକାର ମମିତା ଏହି ତୁରେକେଲା ଅଞ୍ଚଳର ଝିଅ  । ସଦ୍ୟ ଗତ ୫ ତାରିଖରେ ପାଟଣାଗଡ ବ୍ଲକ୍ ର ଜଣେ ନିରୀହ ଆପାତତଃ ସଚ୍ଚୋଟ ଜେଇଙ୍କୁ ସ୍ପଷ୍ଟଦିବାଲୋକରେ ଠିକାଦାରମାନେ ହତ୍ୟା କରିଥିବା ଅଭିଯୋଗର ତଦନ୍ତରେ ଏଯାଏଁ ଦୁଇ ସପ୍ତାହ ହେଲା ପୁଲିସ୍ କୌଣସି ତତ୍ପରତା ପ୍ରକାଶ କରୁ ନଥିବାରୁ ଜନ ଅସନ୍ତୋଷ ପୁଞ୍ଜିଭୂତ ହେଉଛି । ଏପରିକି ଏହି ଅଞ୍ଚଳ ତଥା ଜିଲ୍ଲାରେ ଶାସକଦଳର ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ସରକାରୀ ଯୋଜନାରେ ପ୍ରଚୁର ପିସି କାରବାର ଓ ରାଜନେତା - ଅଫିସର - ଠିକାଦାରୀରାଜ୍ ଫଳରେ ଏଭଳି ନରହତ୍ୟା ପରି ଅପରାଧ ଘଟାଇ ଦୋଷୀମାନେ ନିରଙ୍କୁଶ ହୋଇ ବୁଲୁଥିବା ଚର୍ଚ୍ଚା ହେଉଛି । 

ଆହୁରିମଧ୍ୟ , ଏହି ଉପଖଣ୍ଡରେ ଓ ଗୋଟିଏ ବେଲପଡାବ୍ଲକ୍ ରେ ବାହାରକୁ ଇଟାଭାଟିରେ କାମ କରିବାକୁ ଯାଇଥିବା ଗୋଟିଏ ସପ୍ତାହ ମଧ୍ୟରେ ୩ +୧ ଜଣ ଦାଦନଶ୍ରମିକଙ୍କର ମୃତଦେହ ଘରେ ପହଞ୍ଚିବାପରେ ଏକ ସଂଗଠନ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଅଞ୍ଚଳର ସମସ୍ତଦାଦନଶ୍ରମିକଙ୍କୁ ରାଜ୍ୟବାହାରେ ପ୍ରଚଣ୍ଡଖରାରେ ଖଟାଇ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରାଯାଇ ଫେରାଇ ଅଣାଯିବାକୁ ଦାବି କରାଯାଇଛି । ଏଣୁ ଏଭଳି ଦୁର୍ନୀତି , ସରକାରୀ ଅବହେଳା ଓ ଅପରାଧର ଉଚିତ୍ ତଦନ୍ତ ବା ସାମାଜିକନ୍ୟାୟ ବିପନ୍ନ ହେଉଥିବାର ଅଭିଯୋଗ ଓ ଜନଅସନ୍ତୋଷ ମାଓବାଦୀଙ୍କ ପରି ସନ୍ତ୍ରାସବାଦୀଙ୍କୁ ସୁହାଉ ନାହିଁ ତ ବୋଲି ଆଶଙ୍କା ସୃଷ୍ଟିକୁ ଏଡାଯାଇ ପାରୁନାହିଁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି   10-Oct-2026
  ଜିଲ୍ଲା  
ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ   09-Oct-2026
  ରାଜ୍ୟ  
ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   09-Oct-2026
  ଜିଲ୍ଲା  
ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   09-Oct-2026
  ଜିଲ୍ଲା  
ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   09-Oct-2026
  ଜିଲ୍ଲା  
୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   09-Oct-2026
  ଜିଲ୍ଲା  
*ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   09-Oct-2026
  ଜିଲ୍ଲା  
ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ   09-Oct-2026
  ଜିଲ୍ଲା  
ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026

You Might Also Like