-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
14-May-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବାଦୀମୁଣ୍ଡା ପଂଚାୟତ ବାଦୀମୁଣ୍ଡା ଅଙ୍ଗନବାଡି କେନ୍ଦ୍ର ଠାରେ ବାଦୀମୁଣ୍ଡା ସରପଞ୍ଚ କିରଣ ସାହୁଙ୍କ ଉପସ୍ଥିତିରେ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସଂଜୀବ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ପାଦବଙ୍କା, ଜନ୍ମଗତ, ହୃଦୟରୋଗ ସହ ବିଭିନ୍ନ ପ୍ରକାର ଜନ୍ମଗତ ବିକୃତ, ଅପପୃଷ୍ଟି ରୋଗର ଚିକିତ୍ସାର ବ୍ୟବସ୍ଥା ସରକାରଙ୍କ ତରଫରୁ କରାଯାଇଛି l ଚିକିତ୍ସା ଲାଗି ବାଦୀମୁଣ୍ଡା ପଂଚାୟତର ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l