-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||     

HOME   ଜିଲ୍ଲା

କେବଳ ସାମ୍ବାଦିକତା ନୁହେଁ ସାମାଜିକ କାର୍ଯ୍ୟ ରେ ସହଭାଗିତା ହିଁ ପ୍ରକୃତ ସାମ୍ବାଦିକତା

10-May-2022



ସୁବର୍ଣ୍ଣପୁର // ନିରୀହ ଓ ଗରିବ( ଖବର କାଗଜ ହକ୍କର) ଦୁର୍ଗେଶ ର ଭଉଣୀ ବାହାଘର ରେ ଗତକାଲି ପାଞ୍ଚ ହଜାର ଟଙ୍କା  ସହାୟତା କରି ଏକତା,ବଦାନ୍ୟତା ଓ ମହାନତାର ପରିଚୟ ସୃଷ୍ଟି କରିଛି  ସୋନପୁର ମିଡ଼ିଆ କଲ୍ୟାଣ ସଂଗଠନ l ପ୍ରକାଶ ଥାଉ କି ଯେ ଗତ କିଛି ବର୍ଷ ଧରି ବାପା ଙ୍କ ହାର୍ଟ ଚିକିତ୍ସା କରାଇ  ଦୁର୍ଗେଶ ର ପରିବାର ସର୍ବସ୍ବlନ୍ତ ହୋଇଯାଇଥିଲେ ସୁଦ୍ଧା  ଦୁର୍ଗେଶ ବାପାର  ଜୀବନ ବଞ୍ଚାଇ ପାରି ନ ଥିଲେ l ଗତ ବର୍ଷ ଦୁର୍ଗେଶ ର ବାପାଙ୍କ ହୃଦଘାତ ରେ ଦେହାନ୍ତ ହୋଇ ଯାଇ ଥିଲା l ଦୁର୍ଗେଶ ଘର ଘର ଖବର କାଗଜ ବାଣ୍ଟୁ ଥିବା ବେଳେ ଭଉଣୀ ସ୍ଥାନୀୟ ଏକ ଶିକ୍ଷାନୁଷ୍ଠାନ ରେ ରେ ଅସ୍ଥାୟୀ ଭାବେ  ଅଧ୍ୟାପନା କାମ କରି ଆସି କଷ୍ଟେ ମଷ୍ଟେ  ପରିବାର ର ବୋଝ ସମ୍ଭାଳୁ ଥିଲେ l ଆଉ ଏଭଳି ସମୟରେ ତା ଊଚ୍ଚ ଶିକ୍ଷିତା ଭଉଣୀ ର ବାହାଘର ଠିକ ହୋଇଥିଲା l ଦୁର୍ଗେଶ ର କାକା, ବାବା ଓ ସାହି ପଡିଶା ର ସହଯୋଗ ରେ ଗତ କାଲି ତାର ବାହାଘର ଧୁମ ଧାମ ରେ ଆୟୋଜନ କରାଯାଇଥିବା ବେଳେ ସବୁ ହକ୍କର ମାନଙ୍କ ମଧ୍ୟରେ  ଦୁର୍ଗେଶ ର ଆର୍ଥିକ ସ୍ଵଛଳ ନ ଥିବା ଓ ନିରୀହ ହୋଇଥିବାରୁ  ସୁବର୍ଣ୍ଣପୁର ମିଡ଼ିଆ କଲ୍ୟାଣ ସଂଗଠନ ପକ୍ଷରୁ ଦୁର୍ଗେଶ ର ଭଉଣୀ ବାହାଘର ରେ ପାଞ୍ଚ ହଜାର ଟଙ୍କା ସହାୟତା ସହିତ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯାଇଥିଲା l ପ୍ରକାଶ ଥାଉ କି ଯେ ବିଗତ ମାସରେ କଳାହାଣ୍ଡି ଜ଼ିଲ୍ଲା ମୋହନଗିରି ଠାରେ  ଲ୍ୟାଣ୍ଡ୍ ମାଇନ୍ସ ବିସ୍ପୋରଣ ରେ ମୃତାହତ ସାମ୍ବାଦିକ ଙ୍କ ଶୋକ ସନ୍ତପ୍ତ ପରିବାର କୁ ମଧ୍ୟ ଶ୍ରାଦ୍ଧ ଦିବସ ରେ ଏକ ପ୍ରତିନିଧି ଦଳ ଭେଟି ସୁବର୍ଣ୍ଣପୁର ଜ଼ିଲ୍ଲା ର ସମସ୍ତ ମିଡ଼ିଆ ଙ୍କ ସହଯୋଗ ରେ 11 ହଜାର ଟଙ୍କା  ସହାୟତା ପ୍ରଦାନ କରି ସମବେଦନା  ଦିଆ ଯାଇଥିଲା l କେବଳ ଯେ ଜ଼ିଲ୍ଲା ରେ ନୁହେଁ  ଜ଼ିଲ୍ଲା ରେ ବିଭିନ୍ନ ମିଡ଼ିଆ ସଂଗଠନ କାର୍ଯ୍ୟ କରୁଥିଲେ ସୁଦ୍ଧା ଏଭଳି ସାମାଜିକ କାର୍ଯ୍ୟ ରେ  ଵା  ସଙ୍କଟ ସମୟରେ ସମସ୍ତ ମିଡ଼ିଆ ଓ ଲୋକ ସମ୍ପର୍କ ବିଭାଗ ଏକଜୁଟ ହୋଇ  ଜ଼ିଲ୍ଲା ତଥା ରାଜ୍ୟ ର ବିଭିନ୍ନ ଜ଼ିଲ୍ଲା ମାନଙ୍କ ରେ ପହଂଚି ସାମ୍ବାଦିକ ପରିବାର କୁ ସହାୟତା ର ହାତ ବଢ଼ାଇ  ଅନ୍ୟ ଜ଼ିଲ୍ଲା ତଥା ସମାଜ ପାଇଁ ପ୍ରେରଣା ସାଜିଛନ୍ତି l  ଜ଼ିଲ୍ଲା  ସାମ୍ବାଦିକ ଙ୍କ ଏଭଳି  ମହତ   କାର୍ଯ୍ୟ ସବୁକୁ  ବୁଦ୍ଧିଜୀବୀ ପ୍ରଶଂସା କରିଥିବା ବେଳେ ଯଦି ରାଜ୍ୟ ର ସମସ୍ତ ମିଡ଼ିଆ ସଂଗଠନ, ପ୍ରତିଷ୍ଠିତ ତଥା ସ୍ୱକୃତି ପ୍ରାପ୍ତ ମିଡ଼ିଆ  କେବଳ ନିଜ ସୁଖ ସୁବିଧା ଓ ସ୍ୱାର୍ଥ ସୁରକ୍ଷା ପ୍ରତି କମ ଧ୍ୟାନ ଦେଇ ସମସ୍ତ ଜ଼ିଲ୍ଲା  ମିଡ଼ିଆ ମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଵା ଯତ୍ନବାନ ହୁଅନ୍ତେ ତାହେଲେ ଆଜି ସବୁଠି ମିଡ଼ିଆ ଙ୍କ ପ୍ରତି ଏଭଳି ବାରମ୍ବାର ଆକ୍ରମଣ  ହୁଅନ୍ତା ନାହିଁ କିମ୍ବା ଅପଦସ୍ଥ ହେବାକୁ ପଡ଼ୁ ପଡନ୍ତା ନାହିଁ  ବୋଲି ମଧ୍ୟ ବୁଦ୍ଧିଜୀବୀ ଶୁଭେଛୁ ମତ ରଖିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026
  ଜିଲ୍ଲା  
ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   13-Oct-2026
  ଜିଲ୍ଲା  
ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   13-Oct-2026
  ଜିଲ୍ଲା  
ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   13-Oct-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର   13-Oct-2026
  ଜିଲ୍ଲା  
ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   13-Oct-2026
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026

You Might Also Like