-+91-9937148622 |

prerana_bgr@rediffmail.com |

  Thursday 15th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||      ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   (14-Oct-2026)       ||      ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    (14-Oct-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   (14-Oct-2026)       ||      *ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   (14-Oct-2026)       ||      ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   (14-Oct-2026)       ||      ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||     

HOME   ଜିଲ୍ଲା

ଓଲିଉଡକୁ ଦୋହଲାଇ ଦେବାକୁ ଯାଉଛି ଅକ୍ଷୟ ପରିଜାଙ୍କ ‘ଦୃଷ୍ଟିକୋଣ’

08-May-2022



ଭୁବନେଶ୍ୱର : ବଢ଼ୁଛି ମହିଳାଙ୍କ ଉପରେ ଅତ୍ୟାଚାର । ଧର୍ଷଣ ଅଭିଯୋଗର ଲମ୍ବା ତାଲିକା ସମାଜକୁ ଅଣନିଶ୍ୱାସୀ କରୁଛି । କିନ୍ତୁ ଆଇନର ଖସିଯିବାର ରାସ୍ତାରେ  ଅନେକ ଅପରାଧୀ ଖସି ଚାଲି ଯାଉଛନ୍ତି । ପୀଡିତା ନ୍ୟାୟ ପାଇବା ବଦଳରେ ପାଉଛି ମୃତ୍ୟୁ ଦଣ୍ଡ । ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ସ୍ୱାଧିନତାକୁ ଦଳି ମକଚି ଦିଆଯାଉଛି । ସଣ୍ଠଣା ବା ଡେକୋରମ ନାଁରେ ମହିଳାଙ୍କ ଅଧିକାରକୁ ହତ୍ୟା କରାଯାଉଛି । ମିଡିଆରୁ ନେଇ ସୋସିଆଲ ମିଡିଆ ସବୁଠି ନାରୀ ସ୍ୱାଧିନତାକୁ ନେଇ ହୋ-ହାଲ୍ଲା ଚାଲେ କିନ୍ତୁ ଫଳ ଶୂନ । ତେବେ ନାରୀର ବକ୍ଷ ବା ଛାତି ପାଇଁ ଯେ ତାକୁ ଦୁଷ୍କର୍ମର ଶୀକାର ହେବାକୁ ପଡୁଛି ଏହା ଭାବିଲା ବେଳକୁ ବି ଲାଜରେ ମୁଣ୍ଡ ନଇଁ ଯାଉଛି । ନାରୀର ସୌନ୍ଦର୍ଯ୍ୟ ଓ ତାର ସୁଢ଼ଳ ବକ୍ଷସ୍ଥଳ ତାର ବିନାଶର କାରଣ ସାଜିଛି । କାମୁକ ପୁରୁଷ ନାରୀର ଛାତିକୁ ଚାହିଁ ଆକର୍ଷିତ ହେବା ଓ ଦୁଷ୍କର୍ମ କରିବା ଏବଂ ଏହି ବାହାନା ଦେଖାଇ ଆଇନ ଆଖିରେ ନିର୍ଦ୍ଦୋଶ ହେବା ପାଇଁ ଚେଷ୍ଟା କରିବାକୁ ନେଇ ଏକ ବଳିଷ୍ଠ ସିନେମା ନିର୍ମାଣ କରିଛନ୍ତି ପ୍ରଖ୍ୟାତ ସିନେ ନିର୍ମାତା ଅକ୍ଷୟ ପରିଜା । ସିନେମାର ନାଁ ରଖାଯାଇଛି ‘ଦୃଷ୍ଟିକୋଣ’ । 

ସମାଜରେ ନାରୀ ଦୁଷ୍କର୍ମର ଦୃଶ୍ୟପଟ୍ଟକୁ ‘ଦୃଷ୍ଟିକୋଣ’ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ଅକ୍ଷୟ ପରିଜା । ସୁଶାନ୍ତ ମଣି ଏଥିରେ ନିର୍ଦ୍ଦେଶନା ଦେଇଥିବା ବେଳେ ସିନେମାର ଟ୍ରେଲର ଓଲିଉଡରେ ହଲଚଲ ଆରମ୍ଭ କରିଛି । କାହାଣୀଟି ଏକ ଦୁଷ୍କର୍ମ ମାମଲାକୁ ନେଇ ରଚନା କରାଯାଇଥିବା ଟ୍ରେଲରରୁ ବୁଝାପଡୁଛି ତେବେ ପୁରା କାହାଣୀ ବାହାରକୁ ଆସିନାହିଁ । ଟ୍ରେଲରରେ ଏଲିନା ସାମନ୍ତରାୟଙ୍କୁ  ବଳିଷ୍ଠ ପୁଲିସ ଚରିତ୍ରରେ ଦେଖିବାକୁ ମିଳିଛି । ସେହିଭଳି ହର ରଥଙ୍କୁ ଜଣେ ଓକିଲ ଭାବେ ଦେଖିବାକୁ ମିଳିଥିବା ବେଳେ ପ୍ରସିଦ୍ଧ କଥାକାର ହରପ୍ରସାଦ ଦାସଙ୍କୁ ଜଜ୍ ଭୂମିକାରେ ଦେଖିବାକୁ ମିଳିଛି । କୁହୁ ମହାନ୍ତି ନାମକ ଜଣେ ଯୁବତୀଙ୍କୁ

ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ଏହି ମାମଲାର ବିଚାର ଅଦାଲତରେ ଚାଲିଥିବା ଟ୍ରେଲରରେ ଦେଖାଯାଇଛି । ତେବେ କୁହୁଙ୍କ ସୁନ୍ଦର ଚେହେରା ଓ ଢ଼ଳ ଢ଼ଳ ବକ୍ଷସ୍ଥଳ ହିଁ ଦୁଷ୍କର୍ମର କାରଣ ବୋଲି ଅଦାଲତରେ କ୍ରିମିନାଲ ଲୟର ପକ୍ଷ ରଖୁଥିବା ବେଳେ କାହାଣୀକୁ ଆଗକୁ ସସପେନ୍ସ ରଖାଯାଇଛି । ନବାଗତା ଶୁଭଶ୍ରୀ ନାୟକ (ଲିଜା ) ପୀଡିତା କୁହୁ ମହାନ୍ତି ଚରିତ୍ରରେ ମର୍ମସ୍ପର୍ଶୀ ଅଭିନୟ କରିଥିବା ଦେଖିବାକୁ ମିଳିଛି। ଅକ୍ଷୟ ପରିଜାଙ୍କ ସିନେମା ଅଧିକାଂଶ ସମୟରେ ଦେଶ ବିଦେଶରେ ଅନେକ ଆୱାର୍ଡ ଜିତୁଥିବା ବେଳେ ‘ଦୃଷ୍ଟିକୋଣ’ ମଧ୍ୟ ଓଡିଆ ସିନେମା ଇଣ୍ଡଷ୍ଟ୍ରି ପାଇଁ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି ।

(ଅମୃତ ନନ୍ଦଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   15-Oct-2026
  ଜିଲ୍ଲା  
ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   15-Oct-2026
  ଜିଲ୍ଲା  
ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   15-Oct-2026
  ଜିଲ୍ଲା  
ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   14-Oct-2026
  ଜିଲ୍ଲା  
ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   14-Oct-2026
  ଜିଲ୍ଲା  
*ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   14-Oct-2026
  ଜିଲ୍ଲା  
୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ   14-Oct-2026
  ଜିଲ୍ଲା  
ଜିଲ୍ଲାର ପଞ୍ଜିକୃତଗାଡିକୁ ଟୋଲଟେକ୍ସ ଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନକମିଟିର ଦାବି   14-Oct-2026
  ଜିଲ୍ଲା  
ନବ ନିର୍ମିତ ପୂଜା ମଣ୍ଡପ (ଗାନ୍ଧି ପାଠାଗାର) ଟିକ୍ରାପଡା ର ଉଦ୍‌ଘାଟନୀ ଉତ୍ସବ ୧୬ରେ    14-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ(ପୋଲିସ ଛାଉଣୀରେ କଲେଜ ପରିସର)   14-Oct-2026
  ଜିଲ୍ଲା  
*ଡାବୁଗାଁରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ*   14-Oct-2026
  ଜିଲ୍ଲା  
ନଭେମ୍ବର ୧ରେ ପିତାମ୍ବର ସ୍ଵରାକି ଫୁଟବଲ ଟୁର୍ଣ୍ଣାମେଣ୍ଟ   14-Oct-2026

You Might Also Like