-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
07-May-2022
ଜଗତସିଂହପୁର(ପ୍ରେରଣା ଖବର) /ଜଗତସିଂହପୁର ଗାନ୍ଧୀ ଛକ ଠାରେ ବିଜୁ ଛାତ୍ର ଜନତା ଦଳର ଜ଼ିଲ୍ଲା ସଭାପତି ଇଂ ସମିତ୍ କୁମାର ଲେଙ୍କାଙ୍କ ନେତୃତ୍ୱରେ ଜଳଛତ୍ର ଉଦଘାଟନ ହୋଇଯାଇଛି. ବିଜୁ ଛାତ୍ର ଜନତା ଦଳ ତରଫରୁ ଜଗତସିଂହପୁର ଗାନ୍ଧୀ ଛକ ଠାରେ ଏକ ଜଳଛତ୍ର ଶୁଭାରମ୍ଭ କରାଯାଇଛି । ଏଥିରେ ବିଜୁ ଛାତ୍ର ଜନତା ଦଳର ନେତା, କର୍ମୀ, ଓ କର୍ମକର୍ତ୍ତାମାନେ ମାନେ ଉପସ୍ଥିତ ରହିଥିଲେ ।