-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
04-May-2022
ପାଟଣାଗଡ (ପ୍ରେରଣା ଖବର) : ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ବେଲପଡା ବ୍ଲକର ଗମ୍ଭାରୀ ପଞ୍ଚାୟତର ଭତ୍ତା ବଣ୍ଟନ ଓ ଦର୍ଲିପାଲ୍ଲୀ ପଞ୍ଚାୟତ ଗୃହ ଉଦ୍ଘାଟନ ଏବଂ ବିଭିନ୍ନ ଗ୍ରାମର ଉନ୍ନତିମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା l ବିଧାୟକ ଶ୍ରୀ ମେହେର ନିଜ ସମର୍ଥକ ମାନଙ୍କ ସହିତ ଗ୍ରାମକୁ ଯାଇ ଲୋକଙ୍କ ଅସୁବିଧା ବୁଝିଥିଲେ ଓ ଆଗାମୀ ଦିନରେ ଏହାର ସମାଧାନ କରିବା ପାଇଁ ବିଧାୟକ ପ୍ରତିଶୃତି ଦେଇଥିଲେ l ଏଥିରେ ବ୍ଲକ ଅଧ୍ୟକ୍ଷା,ବିଡିଓ,ଉପାଧ୍ୟକ୍ଷ,ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ,ସମିତିସଭ୍ୟ,ବିଧାୟକ ପ୍ରତିନିଧି ଉପସ୍ଥିତ ଥିଲ