-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||     

HOME   ଜିଲ୍ଲା

ରାଣୀପୁର ଝରିଆଲ ରେ ପହଞ୍ଚିଲେ ଓଟିଡିସି ର ଆରକିଟେକ ଦଳ। ପୀଠରେ କଣ ଅଛି ଆଗକୁ ଆହୁରି କଣ ଦରକାର ସ୍ଥିତି ଅନୁଧ୍ୟାନ କଲେ

23-Apr-2022



ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲାର ସର୍ବପୁରାତନ ଐତିହ୍ଯ ସମ୍ପନ୍ନ ରାଣୀପୁର ଝରିଆଲ ଯୋଗିନୀପିଠ ପାଇଁ ଓଡ଼ିଶା ସରକାର ପର୍ଯ୍ୟଟନ ବିଭାଗ ଏବେ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି। ପୀଠର ଭିତ୍ତିଭୂମି ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ଚଳିତ ବର୍ଷ ଜାନୁଆରୀ ୪ ତାରିଖ ଦିନ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବିନ୍ଦ୍ର ଦଲାଇ ସ୍ଥିତି ଅନୁଧ୍ୟାନ କରିବାସହ ମନ୍ଦିର କମିଟି ସହ ଆଲୋଚନା କରିଥିଲେ ଏବଂ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ସେହି ଆଧାରରେ ଗତକାଲି ଓଡିଶା ପର୍ଯ୍ୟଟନ ବିଭାଗର ଏକ ତିନିଜଣିଆ ଆରକିଟେକ ପ୍ରୋଜେକ୍ଟ ମନିଟରିଙ୍ଗ ୟୁନିଟ ଦଳର ପ୍ରାଣ ମୁଖାର୍ଜୀ, ଅନିର୍ବାଣ ମୁଖାର୍ଜୀ ଏବଂ ଗୁପ୍ତା ଏଣ୍ଡ ଆସୋସିଏଟ ଭୋପାଳ ରୁ ଦତ୍ତାତ୍ରେୟ ଦାସ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବିନ୍ଦ୍ର ଦଲାଇ ଙ୍କ ସହ ରାଣୀପୁର ଝରିଆଲ ପହଞ୍ଚିଥିଲେ। ଏଥିପାଇଁ ବଙ୍ଗୋମୁଣ୍ଡା ବ୍ଲକ ବିଡିଓ ରିପୁନାଥ ସୁନା , ବ୍ଲକ ସହକାରୀ ଯନ୍ତ୍ରୀ ନରେଶ ପ୍ରସାଦ ସିହ୍ନା ପ୍ରମୁଖ  ପୀଠର ସମସ୍ତ ଜାଗା ବୁଲି ଦେଖିଥିଲେ ଏବଂ ମନ୍ଦିର କମିଟି ସହ ଆଲୋଚନା କରି

ଆସୁଥିବା ଦର୍ଶନାଭିଲାଷୀ, ପର୍ଯ୍ୟଟକ ମାନଙ୍କ ପାଇଁ ଆଗକୁ କଣକଣ କରାଗଲେ ଠିକ ହେବ ତା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ତେବେ ରାଣୀପୁର ଝରିଆଲ ମନ୍ଦିର ସମୁହ ଆର୍କିଓଲୋଜି ଅଫ ଇଣ୍ଡିଆ ବିଭାଗ ଅଧିନକୁ ଯାଇ ଥିବାରୁ ଓଡିଶା ପର୍ଯ୍ୟଟନ ବିଭାଗ ଅଧିନରେ ଥିବା ଜମି ଉପରେ ହିଁ ଭିତ୍ତିଭୂମି ଉନ୍ନୟନ କରିବା ପାଇଁ ଜାନୁଆରୀ ୪ ତାରିଖ ଆଲୋଚନା ରେ ସମାଜସେବୀ ଅନିଲ କୁମାର ତ୍ରିପାଠୀ ମତ ପ୍ରକାଶ କରିଥିଲେ । ସେହି ଆଧାରରେ ୨୦ ଲକ୍ଷ ଟଙ୍କାର ଉନ୍ନୟନ ମୂଳକ କାମ ଚାଳୁ କରାଯିବା ପାଇଁ ସମସ୍ତ ପ୍ରକାର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶିଘ୍ର କାମ ଆରମ୍ଭ ହୋଇଯିବ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କହିଥିଲେ। ଗୁରୁତ୍ବପୂର୍ଣ୍ଣ କଥାହେଲା ୨୦୧୯ ଜାନୁଆରୀ ୧୫ ତାରିଖ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସିଥିବା ସମୟରେ ପଶ୍ଚିମ ଓଡିଶାର ଐତିହ୍ଯ କିର୍ତ୍ତିରାଜି ମାନଙ୍କ ସହ ରାଣୀପୁର ଝରିଆଲ ର ଗୌରବମୟ ଐତିହ୍ଯର ନବିକରଣ ଏବଂ ସଂରକ୍ଷଣ ପାଇଁ ଶୁଭ ଉଦଘାଟନ କରିଥିଲେ । ସେହି ଦିନ ଠାରୁ ଅଦ୍ୟାବଧି ପର୍ଯ୍ୟନ୍ତ ୩ ବର୍ଷ ୩ ମାସ ବିତି ଯାଇଥିଲେ ହେଁ ନବିକରଣ ଓ ସଂରକ୍ଷଣ କହିଲେ କେବଳ ସୋମେଶ୍ବର ମହାଦେବ ମନ୍ଦିରରେ କେମିକାଲ ପ୍ରଲେପ, ବିନା ବିଦ୍ୟୁତ ସଂଯୋଗରେ ହୋଇଥିବା ଛୋଟ ଛୋଟ ଲାଇଟ ଖମ୍ବ , ପଥର ନିର୍ମିତ ଚାରୋଟି ଚେୟାର ଓ କିଛି ଲେଖା ହୋଇନଥିବା ଏକ ନାମ ଫଳକ ଛଡା ଆଉ କିଛି ବିକାଶ ପହଞ୍ଚି ପାରିନାହିଁ । ଏପଟେ ସିନ୍ଧେକେଲା ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ମନ୍ତ୍ରୀ ସୁଶାନ୍ତ ସିଂହ ରାଜ୍ଯ ସରକାରଙ୍କ ଫୋକସରେ ରାଣୀପୁର ଝରିଆଲ ଥିବା ଗଣମାଧ୍ୟମକୁ କହିଥିଲେ। ପରେ ୨୨ ସେପ୍ଟେମ୍ବର ୨୦୨୧ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ସମୟରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଳୁଜା ମଞ୍ଚ ଉପରେ ନିଜର ଅଭିଭାଷଣ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ତେବେ ବିଳମ୍ବରେ ହେଲେ ମଧ୍ଯ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବେ ତତ୍ପରତା ଦେଖାଇଛି। କିନ୍ତୁ ଏଠି ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ବାଟ ଓଗାଲିଛି କେନ୍ଦ୍ର ସରକାରଙ୍କ ଆରକୋଲୋଜି ବିଭାଗ। କାହିଁକି ନା ଆର୍କୋଲୋଜି ବିଭାଗ ମନ୍ଦିର ସମୁହ କିର୍ତ୍ତିରାଜିକୁ ନିଜ ଅଧୀନରେ ଥିବା କହୁଥିବା ବେଳେ ବର୍ତ୍ତମାନ ପର୍ଯ୍ଯନ୍ତ ଡିମାରକେସନ କରୁନଥିବା ଯୋଗୁଁ ଆର୍କୋଲୋଜି ବିଭାଗ କୋଉଠି କାମ କରିବ ଓ ପର୍ଯ୍ୟଟନ

ବିଭାଗ କୋଉଠି କାମ କରିବ ତାହା ବର୍ତ୍ତମାନ ମନ୍ଦିର କମିଟି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ହେଲେ ପର୍ଯ୍ୟଟନ ବିଭାଗ ହାତରେ ଥିବା କିଛି ହେକ୍ଟର ଜମିରେ ଏବେ କାମ ଚାଳୁ ହେବ । ଡିମାରକେସନ ଶିଘ୍ର କରାଯିବ ଏବଂ ଜମି ଚିହ୍ନଟ ସହ ପାଚେରୀ ନିର୍ମାଣ କରାଯିବ ବୋଲି ଆର୍କୋଲୋଜି ଜେଇ ସୁଶାନ୍ତ ଗୋଚ୍ଛାୟତ ଫୋନରେ କହିଛନ୍ତି।ଏହି ସମୟରେ ମନ୍ଦିର କମିଟିର ସଭାପତି ମାଣିକ ଚନ୍ଦ ଜୈନ, ସମାଜ ସେବୀ ଅନିଲ କୁମାର ତ୍ରିପାଠୀ, ସନ୍ୟାସୀ ଭୋଇ, ମଞ୍ଜେସ ମେହେର, ଗୋପୀନାଥ ସାହୁ , ରାଣୀପୁର ଝରିଆଲ ସରପଞ୍ଚ ରିଙ୍କୁ ଗହୀର , ବଲାଙ୍ଗୀର ଜିଲ୍ଲା ବିଜେପି ସମ୍ପାଦକ ଅନିଲ ନାଏକ,  ଯୁବନେତା ଯୁବରାଜ ବାଗ, ନିତ୍ୟା ପୃଷେଠ, ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥାଇ ଆଲୋଚନା କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026
  ଜିଲ୍ଲା  
ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   17-Aug-2026
  ରାଜ୍ୟ  
ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   17-Aug-2026
  ଜିଲ୍ଲା  
*କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   17-Aug-2026

You Might Also Like