-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||     

HOME   ଜିଲ୍ଲା

ରାଜ ବୋଡାସମ୍ବର ହାଇସ୍କୁଲ ର ପ୍ଲାଟିନମ ଯୁବଲି ଦ୍ୱିତୀୟ ଦିବସ, ପିଲାଙ୍କୁ ଖୁସି ଓ ସତ୍ୟ ରେ ବଞ୍ଚିବା କଳା ଶିଖାଅ: ରାଜ୍ୟପାଳ

23-Apr-2022



ପଦ୍ମପୁର:-ସଂପ୍ରତି ବରଗଡ ଜିଲ୍ଲା ରାଜବୋବାସମ୍ବର ହାଇସ୍କୁଲ ସର୍ବପୁରାତନ ହାଇସ୍କୁଲ ଭାବେ ସାରା ଓଡ଼ିଶା ରେ ବେଶ ଜଣାଶୁଣା ।ଗତ ୨୧.୪.୨୦୨୨ ପ୍ରଥମ ଦିବସ ରେ ପ୍ରବଳ ଝଡ ତୋଫାନ ସାଙ୍ଗକୁ ପ୍ରବଳ କରକାପାତ ହେତୁ ପାଳନ ହେଉଥିବା ପ୍ଳାଟିନମ ଜୁବଲି ର ରଙ୍ଗୀନ ଆସର ସତରେ ଫିକା ଫିକା ପରି ମନେ ଲାଗିଲା । ସେ ଯାହାବି ହେଉ ଦ୍ୱିତୀୟ ଦିବସ ରେ ମୁଖ୍ୟତଃ ପାଗ ସୁଖିଲା ସହ ମେଘାଚ୍ଛନ୍ନ ଆକାଶ ନିର୍ମଳ ସହ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ  ଙ୍କ  ଆଗମନ କୁ ବେଶ ଲୋକେ ସ୍ୱାଗତ କରିବା ସହ ପ୍ଳାଟିନମ ଜୁବଲି କୁ ବେଶ ଉପଭୋଗ କରିଥିଲେ ।ପିଲା ଙ୍କୁ ସତ୍ୟ ଓ ଖୁସି ରେ ବଞ୍ଚିବା ର କଳା ଶିଖାଇବା ସହ ଆଧ୍ୟାତ୍ମିକ ବିଚାର ମନ ରେ ଉତ୍ପନ୍ନ କରିବା କଳା ଶିକ୍ଷାଇବା ଉଚିତ।ଆଜି ସାରା ବିଶ୍ୱ ଦୁଇ ଭାଗ ରେ ବିଭକ୍ତ ହୋଇଯାଇଛି ।ସମସ୍ତେ କିନ୍ତୁ ଭାରତ ଅଭିମୁଖେ ଦୈ।ଡୁଛନ୍ତି ।ମୁଁ ପ୍ଲାଟିନମ ଜୁବୁଲି ୭୫ ବର୍ଷ ଅବସରରେ  ସମସ୍ତ ଶିକ୍ଷକ ଅଭିଭାବକ ମାନଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି ବୋଲି ଓଡିଶା ର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ  ବରଗଡ଼ ଜିଲ୍ଲା ପଦ୍ମପୁର ର ରାଜବୋଡାସମ୍ବର ହାଇସ୍କୁଲ ର ପ୍ଳାଟିନମ ଜବୁଲି ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଛନ୍ତି।ଓଡିଶା ହେଉଛି ପ୍ରଭୁ ଜଗନ୍ନାଥ ଓ ମାଁ ସମଲେଶ୍ବରୀ ଙ୍କ ପବିତ୍ର ଭୂମି ।ଏହାର ସଂସ୍କୃତି ସବୁବେଳେ ମହାନ ଏହି ଭୂମି ସ୍ନେହ ପ୍ରେମ ଓ ଭାତୃତ୍ୱ ଭାବ ଶିଖାଇ ଥାଏ ।ଓଡ଼ିଶାର ଏହି ମହାନ ସଂସ୍କୃତି ଓ ପରଂପରା ସବୁଦିନ ବଞ୍ଚିରହିବ ।ପଣ୍ଡିଚେରୀ ର ଦେବଭୂମି ସହିତ ଓଡିଶା କୁ ତୁଲନା କରି ସେ ସ୍ୱଭାବ କବି

ଗଙ୍ଗାଧର ମେହେର , ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ସ୍ମୃତି ଚାରଣ କରିଥିଲେ ।ପିଲା ମାନଙ୍କୁ ସବୁମିଥ୍ୟା ଓ ଅସତ୍ୟ ପଥରୁ ଦୂରେଇରହି ସତ୍ୟ ପଥର ପଥିକ ହେବା ସହ ଖୁସି ରେ ବଞ୍ଚିବାର କଳା ଶିଖାଇବାକୁ ପଡିବ । ଅନ୍ୟ କୁ ଭଲପାଅ ସମ୍ନାନଦିଅ ଓ ଅନ୍ୟ ର ସମ୍ମାନ କୁ ଗ୍ରହଣ କର ବୋଲି ରାଜ୍ୟପାଳ କହିଥିଲେ। ଏହା ପୂର୍ବରୁ ରାଜ୍ୟପାଳ   ହାଇସ୍କୁଲ ପରିସରରେ ଥିବା ଗଙ୍ଗାଧର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପଣ କରିଥିଲେ। ହାଇସ୍କୁଲ ର ପୂର୍ବତନ ଛାତ୍ର ରାଜେନ୍ଦ୍ର କୁମାର ପାଢୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭା ରେ ପ୍ଲାଟିନମ ଜୁବୁଲି କମିଟି ର ସଭାପତି ବିଧାୟକ ବିଜୟ ରଂଜନ ସିଂ ବରିହା ରାଜବୋଡାସମ୍ବର ହାଇସ୍କୁଲ ଓ ବୋଡାସମ୍ବର ଇତିହାସ ବାବଦରେ ଆଲୋକପାତ କରିଥିଲେ । ପୁରାତନ ଛାତ୍ର ତଥା  ଲୋଇସିଂହା ବିଧାୟକ  ମୁକେଶ ମହାଲିଂଗ,ପୁରାତନ ଛାତ୍ର  ତଥା ବିଜୟ କୁମାର ଯୋଶୀ (ଆଇ ଆର ଏସ୍) ହାଇସ୍କୁଲ ର ପ୍ରଧାନ ଶିକ୍ଷକ  ଧର୍ମ କୁମାର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସର ରେ ରାଜ୍ୟପାଳ  ଅନୁଷ୍ଠାନ ରେ କାର୍ଯ୍ୟ କରିଥିବା ବିଶିକେଶନ ଦୋରା, ଭଗବାନ ପାଣିଗ୍ରାହୀ, ଖିରୋଦ ନିବାସ ପଣ୍ଡା, ରଙ୍କମଣି ସାହୁ, ସରୋଜ କୁମାର ଭୁଏ, ଧରମ କୁମାର ଶତପଥି ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଶେଷ ରେ ସଂପାଦକ ବିରଞ୍ଚି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026

You Might Also Like