-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
22-Apr-2022
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ): ଲୋଇସିଂହା ବ୍ଲକର ଭରସୁଜା ଗ୍ରାମରେ ମା ଛେଲିଆପାଟ ସଙ୍ଗଠନ ତରଫରୁ ଏକ ବୃକ୍ଷରୋପଣ କାର୍ଯକ୍ରମ ଆୟୋଜନ କରାଯାଇଥିଲା l ଉକ୍ତ ସଙ୍ଗଠନର ସଭାପତି ଶ୍ରୀ ନରେଶ ସାହୁ ଓ ଉପସଭାପତି ଶ୍ରୀକରୁଣାକର ପାତ୍ର ଉପସ୍ଥିତ ଥିଲେ l ଶ୍ରୀ କରୁଣାକର ପାତ୍ରଙ୍କ ଜନ୍ମ ଦିନ ଅବସରରେ ଏକ ବୃକ୍ଷରୋପଣ କାର୍ଯକ୍ରମ ଆୟୋଜନ କରାଯାଇଥିଲା l ଏହି ଅବସରରେ 3000 ଚାରା ପ୍ରସ୍ତୁତ କରାଯାଇଥିଲା l ଏହି ଚାରା ପ୍ରସ୍ତୁତ କାର୍ଯ୍ୟକ୍ରମକୁ ସଙ୍ଗଠନର ଉପଦେଷ୍ଟା ଫରେଷ୍ଟର ଶ୍ରୀ ଚିତ୍ତରଞ୍ଜନ ଖମାରୀ ପରିଚାଳନା କରିଥିଲେ l ଏହି ଜନ୍ମଦିନ ଅବସରରେ ସଙ୍ଗଠନର ସମସ୍ତ କର୍ମକର୍ତ୍ତା। ଯୋଗ ଦେଇଥିଲେ l