-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
19-Apr-2022
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଂଚାୟତ ର କୁସୁର୍ଲା ଗ୍ରାମର ଧର୍ମପ୍ରାଣା ମହିଳା ନିର ସାହୁ ଙ୍କ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ହୋଇଥିଲା l ଜନ୍ମେଜୟ ସାହୁ ଙ୍କ ପତ୍ନୀ ସ୍ବର୍ଗତ ନୀରା ଦେବୀ ଜଣେ ମିଷ୍ଟାଭାଷୀ, ପରୋପକାରୀ ମହିଳା ଥିଲେ l ସେ ହେଉଛନ୍ତି ଶିକ୍ଷକ କ୍ଷୀରସାଗର ସାହୁ ଓ ଯୁବ ବ୍ୟବସାୟୀ ଧନେଶ୍ୱର ସାହୁ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କୁଳ ସଚିବ ଡ଼ ନୃପରାଜ ସାହୁ ଙ୍କ ସାନ ମା (ଖୁଡି) ଅଟନ୍ତି।ତାଙ୍କ ବିୟୋଗ ରେ ହରଗୌରୀ ଯୁବକ ସଂଘ, ରାମଲୀଲା ପୂଜା କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି l