-+91-9937148622 |

prerana_bgr@rediffmail.com |

  Thursday 27th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା କଲେଜରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ   (26-Aug-2026)       ||      ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   (26-Aug-2026)       ||      କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   (26-Aug-2026)       ||      ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   (26-Aug-2026)       ||      *ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   (26-Aug-2026)       ||      ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ    (26-Aug-2026)       ||      *ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   (26-Aug-2026)       ||      ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବକ୍ତୄତା ଓ ଗୀତ ପ୍ରତିଯୋଗିତା-   (26-Aug-2026)       ||      *ସୁବର୍ଣ୍ଣପୁର ଠାରେ ‘ପଞ୍ଚମକାର’ ସ୍ମରଣିକା ର ଲୋକାର୍ପଣ*-: *ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର*- "ଜିଲ୍ଲାପାଳ" -   (26-Aug-2026)       ||      ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ♦️ ଆସନ୍ତା ସେପ୍ଟେମ୍ବର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ଯାତ୍ରା    (26-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    (26-Aug-2026)       ||      ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   (26-Aug-2026)       ||      ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ଚିକିତ୍ସା କେନ୍ଦ୍ର........ସିଭିଲ ସୋସାଇଟି ଦ୍ୱାରା ସ୍ୱାଗତ   (25-Aug-2026)       ||      ନୂତନ କ୍ୟାଡରରେ ବଲାଙ୍ଗିରର ପ୍ରଥମ ଏଲ-ୱାନ ପଦୋନ୍ନତି କୁ ସ୍ୱାଗତ କଲା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ    (25-Aug-2026)       ||      *ସୋନପୁର ଠାରେ ଜିଲ୍ଲା ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା ସମିତି ବୈଠକ*-   (25-Aug-2026)       ||      ସିଦ୍ଧାର୍ଥ କଲେଜ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର   (25-Aug-2026)       ||      ପଣ୍ଡାମୁଣ୍ଡା ଗାଁ ରେ ନକଲି ସାର ବେପାରୀ ଙ୍କ ପ୍ରାଦୁର୍ଭାବ♦️ ବ୍ଲକ କୃଷି ଅଧିକାରୀ ନିଦାବିଷ୍ଣୁ    (25-Aug-2026)       ||      ବରପାଲି ଫାର୍ମାସ୍ୟୁଟିକାଲ କଲେଜରେ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଉଦଘାଟିତ   (25-Aug-2026)       ||      ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ପ୍ରକ୍ରିୟା ଅନିଅମିତତା   (25-Aug-2026)       ||      ଲୁହୂରାମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (24-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ବାଇପାସ୍ ରାସ୍ତାନିର୍ମାଣ ପ୍ରକଳ୍ପ : ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ! ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀଙ୍କ ସଫେଇ । ।। ଅଧାନିର୍ମାଣ ଅଟକିଛି ଜମି ଅଧିଗ୍ରହଣ ପାଇଁ ।। ଅହେତୁକ ଦରବୃଦ୍ଧି କରି ୫୦ କୋଟିର ଜମିଦୁର୍ନୀତି ଓ କ୍ରାଇମବ୍ରାଞ୍ଚ ତଦନ୍ତ କୁଆଡେ ଗଲା ?

08-Apr-2022



ବଲାଙ୍ଗୀର  ( ମଳୟ ମିଶ୍ରଙ୍କ ରିପୋର୍ଟ  ) ଏବେ ବିଧାନସଭାରେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗଙ୍କର ବଲାଙ୍ଗିର ବାଇପାସ୍ ସମ୍ପର୍କୀୟ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ବିଭାଗୀୟ ନିର୍ମାଣମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ , ପୂର୍ତ୍ତ ବିଭାଗ ଅଧୀନରେ ଥିବା ପ୍ରକଳ୍ପର ୧୨ .୮ କିମିରୁ ଅଦ୍ୟାବଧି ୯ କୋଟିଟଙ୍କା ବ୍ୟୟରେ ୫. ୨ କିମି ର ନିର୍ମାଣ ସରିଯାଇଛି ଓ ଅବଶିଷ୍ଟ ୭ . ୬ କିମି ର ନିର୍ମାଣ ଆରମ୍ଭ ହେବ ଆବଶ୍ୟକୀୟ ଜମି ଅଧିଗ୍ରହଣ ପରେ ଟେଣ୍ଡର କରାଯାଇ । ସେହିପରି ଜାତୀୟ ରାଜପଥ ବିଭାଗର ୧୧ . ୬୭ କିମି ପାଇଁ ଭାରତ ସରକାରଙ୍କ ପକ୍ଷରୁ  ୨୩୮ .୭୮ କୋଟି ଟଙ୍କାର ଅନୁମୋଦନ କରାଯାଇଛି । ଆବଶ୍ୟକ ଜମି ଅଧିଗ୍ରହଣ ପରେ ଟେଣ୍ଡର କରାଯାଇ କାର୍ଯ୍ୟାରମ୍ଭ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । '

ତେବେ ଏହି ସରଳ ପ୍ରଶ୍ନର ସରକାରୀ ସଫେଇ ପରେ ଆମର ବୁଝିବାକୁ କିଛି ବାକି ରହିଲା କି  ?

ସ୍ମରଣଯୋଗ୍ୟ ଯେ , ସେଇସବୁ ସ୍କୁଲ୍ ଛାତ୍ରଛାତ୍ରୀଙ୍କର ଭାରୀଯାନ ଚାପାର ରକ୍ତାକ୍ତ ଦୁର୍ଘଟଣାର ଦୃଶ୍ୟ କିପରିଥିଲା  ? କିପରିଥିଲା , ସନ୍ତାନହରା ପିତାମାତାଙ୍କର ଛାତିଫଟା କରୁଣ ରୋଦନ  ?  ସେତେବେଳର ଆନ୍ଦୋଳନକାରୀଙ୍କର ଦୃଢ ଦାବି  ଓ  ଲୋକପ୍ରତିନିଧି , ରାଜନେତା  , ପ୍ରଶାସନ ବା ସରକାରଙ୍କର ସେଦିନର ପ୍ରତିଶ୍ରୁତି  ?

ଉଲ୍ଲେଖନୀୟ ଯେ , ଏହି ବଲାଙ୍ଗୀରବାଇପାସ୍ ରାସ୍ତାନିର୍ମାଣ ପାଇଁ ଜମିଅଧିଗ୍ରହଣ ବେଳେ ଲୋକଲୋଚନକୁ ଆସିଥିଲା ସାଙ୍ଘାତିକ ଜମିମାଫିଆଙ୍କ କାରବାର । ସରକାରୀ ଓ ବେସରକାରୀ ଜମିମାଫିଆଙ୍କ ଦୁର୍ନୀତି ଓ ଦୌରାତ୍ମ୍ୟରେ ବଲାଙ୍ଗୀର ଚର୍ଚ୍ଚିତ ହୋଇପଡିଥିଲା ।  ତହସିଲ , ରେଜିଷ୍ଟ୍ରେସନ କାର୍ଯ୍ୟାଳୟରୁ ଆଦର୍ଶଥାନା ପର୍ଯ୍ୟନ୍ତ ଏହା ବ୍ୟାପିଯାଇଥିବା ଜଣାପଡିଥିଲା । ଆହୁରି ମଧା ଜଣାପଡିଥିଲା ଯେ ସେମାନଙ୍କ ପଛରେ ବଡବଡିଆ ପ୍ରଭାବଶାଳୀ ରାଜନେତା ଓ ଲୋକପ୍ରତିନିଧିମାନେ ରହିଛନ୍ତି । ବିଡମ୍ବନାର ବିଷୟ ଯେ , ପରେ ସେଇମାନଙ୍କ ଭିତରେ ପରସ୍ପରର କାଦୁଅ ଫୋପଡାଫୋପଡିରେ ଏଇ  ବାଇପାସ୍ରାସ୍ତାନିର୍ମାଣ ପ୍ରକଳ୍ପର ଜମି ଅଧିଗ୍ରହଣର ଚର୍ଚ୍ଚା ବି ରହିଥିଲା । ଅଭିଯୋଗ ଉଠିଥିଲା , ଏଥିରେ ଜମିର ଅହେତୁକ ଦରବୃଦ୍ଧି କରାଇ ଜମିମାଲିକଙ୍କୁ ଫାଇଦା ଦିଆଯିବାରେ ରାଜସ୍ୱ ବିଭାଗର ହାତ ରହିଛି । ତେବେ ସେମାନଙ୍କ ମଧ୍ୟରୁ ଅଧେ ମରିହଜି , ବଦଳି , ଅବସରପ୍ରାପ୍ତ ହୋଇଗଲେଣି । ଏଣୁ କିଏ କିପରି ଓ କେବେ କରିବ ଏହାର ତଦନ୍ତ  ? ଜମି ଅଧିଗ୍ରହଣ ନହେଲେ କିପରି ହେବ ବଲାଙ୍ଗୀର ବାଇପାସ୍ ରାସ୍ତାନିର୍ମାଣ  ?  କିଏ ଦେବ ଏହାର ଉତ୍ତର  !  ଖୋର୍ଦ୍ଧା- ବଲାଙ୍ଗୀର ରେଳପଥା ନିର୍ମାଣ ଓ ବେଛୁପାଲି ପର୍ଯ୍ୟନ୍ତ ମାତ୍ର କେଇ କିମି ତଥାକଥିତ ରେଳଚଳାଚଳ ପ୍ରଧାନମନ୍ତ୍ରୀଙ୍କ ଉଦ୍ ଘାଟନ କରାଯାଇ ଲୋକଙ୍କୁ  ଚ କ୍ ମା ଦେଲା ପରି , ଇଏ ଆଉ ଏକ ଗୋଲକଧନ୍ଦା ନୁହେଁ ତ ଆଉ କ'ଣ  ?


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା କଲେଜରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ   26-Aug-2026
  ଜିଲ୍ଲା  
ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   26-Aug-2026
  ଜିଲ୍ଲା  
କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   26-Aug-2026
  ରାଜ୍ୟ  
ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   26-Aug-2026
  ଜିଲ୍ଲା  
*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   26-Aug-2026
  ଜିଲ୍ଲା  
ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ   26-Aug-2026
  ଜିଲ୍ଲା  
*ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   26-Aug-2026
  ଜିଲ୍ଲା  
ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବକ୍ତୄତା ଓ ଗୀତ ପ୍ରତିଯୋଗିତା-   26-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ‘ପଞ୍ଚମକାର’ ସ୍ମରଣିକା ର ଲୋକାର୍ପଣ*-: *ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର*- "ଜିଲ୍ଲାପାଳ" -   26-Aug-2026
  ଜିଲ୍ଲା  
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ♦️ ଆସନ୍ତା ସେପ୍ଟେମ୍ବର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ଯାତ୍ରା   26-Aug-2026
  ଜିଲ୍ଲା  
ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ କୁ ନେଇ ଅସନ୍ତୋଷର ତିବ୍ର ରୂପ , ଆଦିବାସୀ କଲ୍ୟାଣ ସଂଘ ଡାକରାରେ ବିଭିନ୍ନ ସଂଗଠନ ତରଫରୁ ସିନ୍ଧେକେଲା ଥାନା ଘେରାଉ।    26-Aug-2026
  ଜିଲ୍ଲା  
ଶ୍ରାବଣର ଶେଷ ସୋମବାରରେ ରାଣୀପୁର ଝରିଆଲ ଲୋକାରଣ୍ୟ ,୧୨ ଘଣ୍ଟା ପରେ ଧାଡ଼ି ଦର୍ଶନ ସରିଲା।   26-Aug-2026

You Might Also Like