-+91-9937148622 |

prerana_bgr@rediffmail.com |

  Saturday 29th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   (29-Aug-2026)       ||      ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   (28-Aug-2026)       ||      ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (28-Aug-2026)       ||      ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   (28-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   (28-Aug-2026)       ||      ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   (28-Aug-2026)       ||      ବିରଳ ପ୍ରଜାତିର କଇଁଛ ଉଦ୍ଧାର   (28-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   (28-Aug-2026)       ||      ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   (28-Aug-2026)       ||      ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ    (28-Aug-2026)       ||      ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   (28-Aug-2026)       ||      ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ    (28-Aug-2026)       ||      ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   (28-Aug-2026)       ||      ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ଆତ୍ମ ପ୍ରଶିକ୍ଷଣ ଶିବିର   (28-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଖେଳାଳି ଧୀରେନ୍ଦ୍ର ମେହେରଙ୍କୁ ସମ୍ମାନୀତ   (28-Aug-2026)       ||      ୧୮୯ ବାଟାଲିୟନ୍ CRPF ଯବାନଙ୍କ ସହ ଜେ ଏସ ଏମ କଲେଜରେ ରାକ୍ଷୀ ପୂର୍ଣ୍ଣିମା ପାଳିତ   (28-Aug-2026)       ||      ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ   (28-Aug-2026)       ||      କାଶୀନାଥ ମହାବିଦ୍ୟାଳୟ, ପହଣ୍ଡି ଠାରେ ରକ୍ଷାବନ୍ଧନ ଉତ୍ସବ ସହିତ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ   (28-Aug-2026)       ||      *ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   (27-Aug-2026)       ||      *ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀର ମହାରାଜ ପୁର ଜୋନ୍ ଚାମ୍ପିଅନ କୁଡ଼ା ପଡା ଏଫ୍ ସି ଦଳ ୪-୧ ଗୋଲ ରେ ଵିଜୟୀ*-   (27-Aug-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜ଼ିଲ୍ଲା ଆମ ପୋଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର  - ଦିନକ ରେ 121 ୟୁନିଟ ରକ୍ତ ସଂଗ୍ରହ କରି ଜ଼ିଲ୍ଲା ରେ ରେକର୍ଡ ସୃଷ୍ଟି କଲା ତରଭା ଥାନା 

03-Apr-2022



ସୁବର୍ଣ୍ଣପୁର ସୁବର୍ଣ୍ଣପୁର ଜ଼ିଲ୍ଲା ତରଭା ଥାନା ପରିସରରେ  ଜ଼ିଲ୍ଲା 'ଆମ ପୋଲିସ' ପକ୍ଷରୁ ଗତ କାଲି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I 
ସୁବର୍ଣ୍ଣପୁର ଏସ-ପି ଶ୍ରୀ ଅମରେଶ ପଣ୍ଡା ରକ୍ତଦାନ ଶିବିର ର ଶୁଭ ଉଦଘାଟନ କରି ଓଡିଶା ସରକାର ଙ୍କ ପ୍ରୟାସ କ୍ରମେ 

ଆମ ପୋଲିସ ବ୍ୟବସ୍ଥା ମାଧ୍ୟମରେ ତିନି ବର୍ଷ ପୂର୍ବରୁ ଏ ଅଭିଯାନ ଆରମ୍ଭ ହୋଇଥିବା ମତ ରଖି  ମୁଖ୍ୟତଃ  ରକ୍ତ ର ଅଭାବ ଦୂର କରିବା ଓ ସାଧାରଣ ଜନତା ଙ୍କ ସହ ସୁ -ସମ୍ପର୍କ ଯୋଡିବା  ଲକ୍ଷ୍ୟ ନେଇ  ଆମ ପୋଲିସ ବ୍ୟବସ୍ଥା ମାଧ୍ୟମରେ ଏହା ଆରମ୍ଭ କରାଯାଇଛି l ଯାହାକି ସ୍ବେଛାସେବୀ ଓ ବିଭିନ୍ନ ସଂଗଠନ  ର ସହାୟତା ରେ ସଫଳ ହୋଇଛି ବୋଲି  ଶ୍ରୀ ପଣ୍ଡା କହିଥିଲେ l ଏବଂ ଆଗାମୀ  ଦିନ ରେ ଜ଼ିଲ୍ଲା ର ପ୍ରତ୍ୟେକ ଥାନା ଓ ଫାଣ୍ଡି ରେ ପର୍ଯ୍ୟାୟ କ୍ରମେ ଏହି ଶିବିର ଆୟୋଜନ କରାଯିବ ବୋଲି କହିଥିଲେ l ଗତ କାଲି ର ଏହି ଶିବିରରେ ମୋଟ ୧୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଜ଼ିଲ୍ଲା ରେ ତରଭା ଥାନା ପ୍ରଥମ ରେକର୍ଡ ସୃଷ୍ଟି କରିଛି l ଏହି ରକ୍ତଦାନ ଶିବିରରେ ତରଭା ଡ୍ରାଇଭର ସଂଘ, ମାରୱାଡି ଯୁବା ମଞ୍ଚ, ମାହେଶ୍ୱରୀ ସେବା ସଙ୍ଗଠନ, ସାଇ ଫାଉଣ୍ଡେସନ, ମର୍ନିଙ୍ଗ ୱାକର୍ସ କ୍ଳବ, ଫୁଟବଲ ଟିମ, ଆଇ ସି ଡ଼ି ଏସ ମହିଳା  କର୍ମଚାରୀ, ସାହାରା ଇଣ୍ଡିଆ, ପୋଲିସ କର୍ମଚାରୀ, ତରଭା ବ୍ଲକ ଓ ଏନଏସି ଅଞ୍ଚଳର ଅନେକ ସାମାଜିକ ଅନୁଷ୍ଠାନ ଏବଂ ସ୍ବେଛାକୃତ ରକ୍ତଦାତା ସାମିଲ ହୋଇ ରକ୍ତଦାନ କରିଥିଲେ I ତରଭା ଥାନା ଆଇ ଆଇ ସି ସୁବ୍ରତ କୁମାର ପାଣିଗ୍ରାହୀଙ୍କ ସଂଯୋଜନା ରେ ଏହି ଶିବିର  ଅନୁଷ୍ଠିତ ହୋଇଥିବା ବେଳେ ପୋଲିସ ଆର ଆଇ ପ୍ରଦ୍ୟୁମ୍ନ କୁମାର ପଟେଲ ଙ୍କ ତତ୍ୱାବଧାନ ରେ ଓ ରକ୍ତ ଦାତା ସଂଘ ର  ସହଯୋଗ ରେ ଏହି ଶିବିର ଆୟୋଜନ କରାଯାଇଥିଲା l ସେହିପରି ଜ଼ିଲ୍ଲା ପୋଲିସ ପ୍ରତିଷ୍ଠା ଦିବସ ରେ ସୁବର୍ଣ୍ଣପୁର ନିଉ ରିଜର୍ଭ ଅଫିସ ଠାରେ ମଧ୍ୟ  ଏକ ରକ୍ତ ଦାନ ଶିବିର ଓ  ଏକ ଜିମ ସେଣ୍ଟର କୁ ଏସପି ଶ୍ରୀ ପଣ୍ଡା, ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ଦ୍ୱାରା ଉଦଘାଟନ ହୋଇଥିଲା l ଏଥିରେ ସମୁଦାୟ  52 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ପୋଲିସ ଆର ଆଇ ଶ୍ରୀ ପଟେଲ, କଲେଷ୍ଟ ବଲ ସଂଘ ସଭାପତି କୁମୁଦ ସାହୁ, ସମ୍ପାଦକ ସୁଦାଂସୁ ମେଣ୍ଡଳୀ, ମାରୱାଡି ଯୁବା ମଞ୍ଚର ଉଦ୍ୟୋକ୍ତl ବିକାଶ ଅଗ୍ରୱାଲ, ଖାରି ସମ୍ବାଦ ପ୍ରତିନିଧି, କେଶରିଆ ହିନ୍ଦୁ ବାହିନୀ ଜ଼ିଲ୍ଲା ସଭାପତି ବ୍ୟାସ ମିଶ୍ର,

ଜ଼ିଲ୍ଲା କେମିଷ୍ଟ ଡ୍ରଗିଷ୍ଟ ସଂଘ ର ସୁଭାଷ ପଣ୍ଡା, ସ୍ୱଚ୍ଛ ଭାରତ ସଂଘ ସଦସ୍ୟ ନାରାୟଣ ରଥ, ମlହେଶ୍ୱରୀ ସଂଘ ର  ସଭାପତି ଅଙ୍କୁଶ  ପାଣ୍ଡିଆ,ଙ୍କ ସମେତ ଉଭୟ ଶିବିର ରେ ସୋନପୁର ତରଭା ଅଂଚଳ ର ବହୁ ଯୁବକ, ବୁଦ୍ଧିଜୀବୀ, 20 ଜଣ ମହିଳା, ଓ ପୋଲିସ କର୍ମଚାରୀ ସାମିଲ ହୋଇ ରକ୍ତ ଦାନ କରିଥିଲେ l ଏସପି  ଶ୍ରୀ ପଣ୍ଡା ଙ୍କ ତତ୍ୱାବଧାନ ରେ ଓ ପ୍ରେରଣା ରେ ଏ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   29-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   28-Aug-2026
  ଜିଲ୍ଲା  
ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   28-Aug-2026
  ଜିଲ୍ଲା  
ବିରଳ ପ୍ରଜାତିର କଇଁଛ ଉଦ୍ଧାର   28-Aug-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   28-Aug-2026
  ଜିଲ୍ଲା  
ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   28-Aug-2026
  ରାଜ୍ୟ  
ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   28-Aug-2026
  ଜିଲ୍ଲା  
ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ   28-Aug-2026

You Might Also Like