-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ଜିଲ୍ଲା

କୋସଲରାଜ୍ୟସମନ୍ୱୟସମିତିର ଆହ୍ୱାନ ଉତ୍କଳ ଦିବସକୁବର୍ଜନ କରନ୍ତୁ, ଏପ୍ରିଲ-୦୧ ରେକଳା ଦିବସ ପଳନ କରନ୍ତୁ

29-Mar-2022



ରାଜ୍ୟସରକାରଙ୍କ ଦ୍ୱାରାସମଗ୍ରରାଜ୍ୟରେ ଏପ୍ରିଲ-୦୧ କୁ ଉତ୍କଳ ଦିବସରୂପେ ପାଳନ କରାଯାଉଛି ।କୋସଲାଂଚଳର ୨ କୋଟିଲୋକଙ୍କୁ ଅପମାନିତକରିବାକୁଏହିଦିନ ସର୍ବତ୍ର“ବନ୍ଦେ ଉତ୍କଳ ଜନନୀ”ଗାନ କରିବାକୁରାଜ୍ୟସରକାରଙ୍କତରଫରୁସବୁଅନୁଷ୍ଠାନ ଓ ପ୍ରତିଷ୍ଠାନ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୯୩୬ ମସୀହାଏପ୍ରିଲ-୦୧ତାରିଖରେ ୬ଟି ଜିଲ୍ଲାକୁନେଇଓଡିଶାରାଜ୍ୟଗଠିତହୋଇଥିଲା ।ସେତେବେଳେ ଏ ଅଂଚଳରକେବଳସମ୍ବଲପୁରଜିଲ୍ଲାକୁଲୋକଙ୍କଇଛାବିରୁଦ୍ଧରେଓଡିଶାସହମିଶେଇ ଦିଆ ଯାଇଥିଲାଏବଂତା’ର ୧୨ ବର୍ଷପରେ ଅର୍ଥାତ ୧୯୪୮ ମସୀହାରେଗଡଜାତମିଶ୍ରଣ ଆଳରେବାକିଗଡଜାତମାନଙ୍କୁଓଡିଶାସହମିଶେଇବୃହତଓଡିଶା ଗଠନ କରାଗଲା ।ଏହା ପୂର୍ବରୁ ଦକ୍ଷିଣକୋସଲର ସ୍ୱତନ୍ତ୍ର ଅବସ୍ଥିତି ଥିଲା ।କିନ୍ତୁଏହିବିଶାଳଭୂଖଣ୍ଡକୁ ଅନ୍ୟାନ୍ୟଭାବରେଓଡିଶାସହ ସମ୍ମିଳିତ କରାଯାଇ ଏ ଅଂଚଳକୁ ଦାରିଦ୍ର‌୍ୟ, ଅନାହାର, ବେକାରୀ, ଚାଷୀ ଆତ୍ମହତ୍ୟା, ଦାଦନ ଶ୍ରମିକସମସ୍ୟାଭଳିଉଗ୍ରମାନବିକସମସ୍ୟାରେଜର୍ଜରିତକରାଯାଇଛି ।ଏହି ଅଂଚଳକୁଉଗ୍ର ଆଂଚଳିକବୈଷମ୍ୟରଶିକାରକରାଯାଉଛି । ଆମଭାଷା, ସଂସ୍କୃତି, ଇତିହାସଉପରେମରଣମାଡ ଦିଆଯାଇ ଆମକୁବିକଳାଂଗକରିବାର ଅପଚେଷ୍ଟାକରାଯାଇଛି । ଉତ୍କଳ, କଳିଙ୍ଗ ଓ କୋସଳକୁନେଇଓଡିଶାରାଜ୍ୟଗଠିତହୋଇଥିଲେ ମଧ୍ୟ ଉତ୍କଳ ସମ୍ମିଳନୀ ପାଇଁରଚିତ “ବନ୍ଦେ ଉତ୍କଳ ଜନନୀ” ସଂଗୀତକୁରାଜ୍ୟସଂଗୀତରମର୍ଯ୍ୟାଦା ଦିଆଯାଇତାକୁଗାଇବା ପାଇଁ ଅସାଂବିଧାନିକ ଦିର୍ଦ୍ଦେଶ ଦିଆଯାଉଛି ।ତେଣୁଏପ୍ରିଲ ୦୧ ଦିନଟି ଆମପାଇଁ ଏକ କଳାଦିବସ (କଲା ଦିନ୍‌) ହିସାବରେ ପାଳନ କରିବାକୁକୋସଲରାଜ୍ୟସମନ୍ୱୟସମିତିରକେନ୍ଦ୍ରୀୟ ଅଧ୍ୟକ୍ଷ ଶ୍ରୀପ୍ରମୋଦ କୁମାରମିଶ୍ର ଆହ୍ୱାନ ଦେଇଛନ୍ତି ।ଏହି ଦିନ କଳାପତାକାଉତ୍ତୋଳନ, କଳାବେଜ ପରିଧାନ ସହବିଭିନ୍ନସ୍ଥାନରେ ପ୍ରତିବାଦ ସଭା, ଗଣଧାରଣାଇତ୍ୟାଦି ପ୍ରତିକାତ୍ମକବିରୋଧ କରିବାସହ ଉତ୍କଳ ଦିବସ ପାଳନକୁବର୍ଜନ ଓ ବନ୍ଦେ ଉତ୍କଳ ଜନନୀକୁ ପ୍ରତ୍ୟାଖ୍ୟାନ କରିବାକୁ ତଥା ତଥା ସମସ୍ତେ ସମ୍ମିଳିତ ଭାବରେକଳାଦିବସ ପାଳନ କରିବାକୁଶ୍ରୀମିଶ୍ର ଆହ୍ୱାନ ଦେଇଛନ୍ତି ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like