-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
29-Mar-2022
ବରଗଡ଼:-ବରଗଡ଼ ଜିଲ୍ଲା ଏସପି ଶ୍ରୀମାନ ରାହୁଲ ଜୈନ ଡିଜିପି ଆୱାର୍ଡ଼ ସକାଶେ ମନୋନୀତ ହୋଇଛନ୍ତି । ତାଙ୍କ ସହ ବରଗଡ ଜିଲ୍ଲା ରେ କାର୍ଯ୍ୟରତ କନଷ୍ଟେବଳ ଶ୍ରୀଯୁକ୍ତ ସୁଧିର ଭୋଇ ମଧ୍ୟ ଡିଜିପି ଆୱାର୍ଡ଼ ପାଇବେ । ପୋଲିସ ସେବା ଯେତ୍ରରେ ଉଲ୍ଲେଖନୀୟ ସଫଳତା କୁ ଆଧାର କରି ବରଗଡ ଜିଲ୍ଲା ର ଏଇ ଦୁଇଜଣ ଙ୍କୁ ଏଇ ଆୱାର୍ଡ଼ ଆସନ୍ତା ଅପ୍ରେଲ ତା ୦୧.୦୪.୨୦୨୨ରିଖ ଭୂବନେଶ୍ୱର ଠାରେ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ପୋଲିସ ଭବନ କକ୍ଷରେ ପ୍ରଦାନ କରାଯିବ ବୋଲି ଜଣାପଡିଛି ।