-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗିରରେ ସର୍ବଭାରତୀୟ ଧର୍ମଘଟ ଯୋଗୁଁ ଅଖ ଚକ ଦୋକାନ ବଜାର ସମ୍ପୁର୍ଣ୍ଣ ଠପ୍ 

28-Mar-2022



ବଲାଙ୍ଗିର, ଅନ୍ତର୍ଯ୍ୟାମୀ ସାହୁ)- କେନ୍ଦ୍ରରେ ଶାସନାଧିନ ଜନ ବିରୋଧି କୃଷି ଓ କୃଷକ ବିରୋଧି, ଶ୍ରମ ଶ୍ରମିକ ବିରୋଧି ଏବଂ କର୍ପୋରେଟ ସପକ୍ଷବାଦୀ ମୋଦୀ ସରକାରଙ୍କ ବିମୁଦ୍ରିକରଣ ଓ ପେଟ୍ରୋଲ ଜାତ ଦ୍ରବ୍ୟରୁ ସର୍ବାଧିକ ଟିକସ ଅସୁଲ ଯୋଗୁଁ ଆଜି ସମ୍ପୁର୍ଣ୍ଣ ଭାରତ ବର୍ଷରେ ଖଟିଖିଆ ଗରିବ ମେହେନତି ମଣିଷ ଓ ମଧ୍ୟବିତ୍ତ ପରିବାର ଜିବନ ଜିବିକା ଦୁର୍ବିସହ ହୋଇ ପଡିଛି । ଦେଶର ଅର୍ଥନୀତି ଆଜି ସମ୍ପୁର୍ଣ୍ଣ ଭୂଷୁଡି ପଡିଥିବା ବେଳେ, ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ରହିଛି, ଦେଶକୁ ଧ୍ୱଂସାଭିମୁଖୀ ଆଡକୁ ଟାଣି ନେଉଥିବା ମୋଦି ସରକାର ର ଜନ ବିରୋଧି ନୀତିକୁ ବନ୍ଦ କରିବା ପାଇଁ ଆଜି ଭାରତ ବର୍ଷର ସମସ୍ତ ୧୦ ଗୋଟି କେନ୍ଦ୍ରିୟ ଶ୍ରମିକ ସଂଗଠନ, ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ବିଭିନ୍ନ ସ୍ୱାଧିନ ଫେଡେରେସନ ଓ ୟୁନିୟନ ମିଳିତ ଭାବରେ ଆଜି ସର୍ବ ଭାରତୀୟ ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି, ଏହି ଅବସରରେ ଆଜି ସକାଳୁ ସହରର ପୋଷ୍ଟ ଅଫିସ, ବ୍ୟାଙ୍କ, କୋର୍ଟ, ଉପଜିଲ୍ଲାପାଳ ଓ ରେଲୱେ ଷ୍ଟେସନକୁ ବିଭିନ୍ନ ଶ୍ରମିକ ସଂଗଠନର ନେତୃବୃନ୍ଦ ଯାଇ ପିକେଟିଂ କରି ବନ୍ଦ କରିଥିଲେ । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଓଡିଶା ଆଶା କର୍ମୀ ସଂଘ ଓ ବିଶିଷ୍ଟ ଶ୍ରମିକ ତଥା କୃଷକ ସଂଗଠନର କର୍ମକର୍ତ୍ତା ଓ ନେତୃବୃନ୍ଦ ଉପସ୍ଥିତ ରହି ସମ୍ପୁର୍ଣ୍ଣ ରାଜପଥକୁ ବନ୍ଦ କରି ଦେଇଥିଲେ । ଏହି ଅବସରରେ ୟୁନାଇଟେଡ୍ ଟ୍ରେଡ ୟୁନିୟନର ଅଧ୍ୟକ୍ଷ ବିଭୁଦତ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ମୋଦି ସରକାରଙ୍କ ଏକଛତ୍ରବାଦ ଶାସନ ଓ ପୁଞ୍ଜିପତି ସପକ୍ଷବାଦୀ ମୋଦି ସରକାରର ସମାଲୋଚନା କରିଥିଲେ । ଆଇଏନ୍‌ଟିୟୁସି ସଭାପତି କୃଷ୍ଣଚନ୍ଦ୍ର ସାହୁ ବିମୁଦ୍ରିକରଣ ଓ କରୋନା ମହାମାରିର ସୁଯୋଗ ନେଇ ମୋଦି ସରକାର ପେଟ୍ରୋଲ ଜାତ ଦ୍ରବ୍ୟ ରୁ ସର୍ବାଧିକ ଟିକସ ଅସୁଲି କରୁଥିବାର ପ୍ରତ୍ୟହ ନିତ୍ୟବ୍ୟବହାକ ସାମଗ୍ରୀର ଦରଦାମ ଆକାଶ ଛୁଆ ହେଇଛି । ବେରୋଜଗାର ଅନିୟନ୍ତ୍ରିତ ଓ ଲକ୍ଷ ଲକ୍ଷ ଶ୍ରମିକ ନିଜର ଜିବନ ଜିବିକା ହରେଇ ଆଜି ଦୁର୍ଦ୍ଦଶା ଭୋଗୁଛନ୍ତି । ଦେଶରେ କୋଟି କୋଟି ଗରିବ ଓ ମଧ୍ୟବିତ୍ତ ପରିବାରର ଆୟ ୮୦% ରୁ ୧୦% କୁ ଖସି ଯାଇଛି । ଶ୍ରମିକଙ୍କ ସୁରକ୍ଷା ଓ ଅଧିକାର ପାଇଁ ହୋଇଥିବା ୪୪ ଗୋଟି ଶ୍ରମ ଆଇନକୁ ଚାରିଗୋଟି ଲେବର କୋଡରେ ପରିଣତ କରାଯାଇଛି । ତାର ପ୍ରତ୍ୟାହାର, ଚୁକ୍ତି ଭିତ୍ତିକ ଶ୍ରମିକଙ୍କୁ ସ୍ଥାୟୀ କରିବା ଓ ଆଶା, ଅଙ୍ଗନୱାଡି ତଥା ପାଚିକାଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ କରିବା, ମାସିକ ଦରମା ୨୬ହଜାର ପ୍ରଦାନ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ କୁ ବନ୍ଦ କରିବା, କୃଷି ଓ କୃଷକର ଦାବିକୁ ମାନି ନେବା ଇତ୍ୟାଦି ଦାବୀ ଗୁଡିକ ପ୍ରତିବାଦ ସଭାର ବିଭିନ୍ନ ବକ୍ତା ସଭାରେ ଜଣାଇଥିଲେ । ଏହି ସଭାରେ ଯୁବ କୃଷକ ନେତା ଆକାଶ କୁମାର ମିଶ୍ର, ଆଶା କର୍ମୀ ସଂଘ ସଭାପତି ତିର୍ଥ ପଧାନ, କୃଷକ ନେତା ଚଗଲା ପରିଚ୍ଛା, ଅରୁଣ ମିଶ୍ର, ପ୍ରେମାନନ୍ଦ ଭୋଇ, ମଧୁ ସୁଦନ କ୍ଷେତୀ, ଅନିରୁଦ୍ଧ ମହାପାତ୍ର, ୟୁଜିବି ବ୍ୟାଙ୍କ ସଭାପତି ପୁଲିନ ମିଶ୍ର, ବରିଷ୍ଠ ସମାଜସେବୀ ବିଧୂଭୂଷଣ ତ୍ରିପାଠୀ, ଅନଙ୍ଗ ଠାକୁର, ଆଲୋକ ବିଶ୍ୱାଲ,  ଜିଲ୍ଲା ଆଶା କର୍ମୀ ସଂଘରୁ ଉମି ଗୁପ୍ତା, ଦୁର୍ଯ୍ୟୋଧନ ବିଶ୍ୱାଳ, ସାସ୍ୱତା ଦାଶ, ପ୍ରଭାସିନୀ ରାୟ, ମାନସି ସ୍ୱାଇଁ, ରାଜେଶ ନନ୍ଦ, ସାହେବ ନନ୍ଦ, ପାଚିକା ସଂଘରୁ ଜଗବନ୍ଧୁ ବେହେରା, ପ୍ରୀତମ ଠାକୁର ପ୍ରମୁଖ ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like