-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Mar-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ): କୋଭିଡ ସଂକ୍ରମଣ ପାଇଁ ବନ୍ଦ ପଡିଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଆଜିଠୁ ପାଠ ପଢା ଆରମ୍ଭ ହୋଇଛି।
ସମସ୍ତ ଶିଶୁ ମାନଙ୍କୁ ସ୍ୱାଗତ କରିଛନ୍ତି ନୂତନ ନିର୍ବାଚିତ ୱାର୍ଡ ନଂ ୧୫ କଂଗ୍ରେସ କାଉନସିଲର ଶ୍ରୀମତି ସୁନିତା ବୁଡେକ
କିଭଳି ଶିଶୁ ମାନଙ୍କ ଦକ୍ଷତା ବିକାଶ କରାଯିବ ଏବଂ କେମିତି ଅଧିକ ଶିଶୁ ମାନେ ଉତ୍ସାହିତ ହୋଇ ଅଙ୍ଗନବାଡି କେନ୍ଦ୍ର କୁ ଆସିବେ ସେ ନେଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଶ୍ରୀମତି ବୁଡେକ । ଅଙ୍ଗନବାଡି କର୍ମୀ ଗୀତାଞ୍ଜଳି ସବର ଏବଂ ସହାୟିକା ଯଶୋବନ୍ତି ଗହୀର ପ୍ରମୁଖ ଉପସ୍ଥିତ ଥିଲେ।