-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
ଗତକାଲି ବଲାଙ୍ଗିର ଗସ୍ତରେ ଆସିଥିଲେ ପୂର୍ବତଟ ରେଲୱେର ଜି.ଏମ(ଜେନେରାଲ ମ୍ୟାନେଜର), ଅର୍ଚ୍ଚନା ଯୋଷୀ । ଟିଟିଲାଗଡ ଠାରୁ ସମ୍ୱଲପୁର ପର୍ଯ୍ୟନ୍ତ ରେଲୱେ ଲାଇନ ଏବଂ ରେଲୱେ ଷ୍ଟେସନର ନୀରିକ୍ଷଣ କରିଥିଲେ । ଟିଟିଲାଗଡ ଦେଇ
ଜି.ଏମ ବଲାଙ୍ଗିର ରେଲୱେ ଷ୍ଟେସନ ଠାରେ ପହଚିଂବା ପରେ, ଷ୍ଟେସନ ଭିତରେ ଥିବା ପ୍ରତିକ୍ଷାଳୟ, ରେଷ୍ଟରୁମ ବୁଲିକି ଦେଖିଥିଲେ । ପରେ ଆର.ପି.ଏଫ ଥାନା ଠାରେ ସି.ସି.ଟିଭି କଣ୍ଟ୍ରୋଲରୁମର ଶୁଭାରମ୍ଭ କରିଥିଲେ । ତାଙ୍କ ସାଂଗରେ ସମ୍ୱଲପୁର ଡି.ଆର.ଏମଙ୍କ ସହିତ ବହୁ ଉଚ୍ଚ ପଦସ୍ଥ ରେଲୱେ ଅଧିକାରୀ ମାନେ ଉପସ୍ଥିତ ଥିଲେ ।