-+91-9937148622 |

prerana_bgr@rediffmail.com |

  Tuesday 8th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ    (07-Sep-2026)       ||      ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (07-Sep-2026)       ||      ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   (07-Sep-2026)       ||      ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   (07-Sep-2026)       ||      ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     (07-Sep-2026)       ||      ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   (07-Sep-2026)       ||      ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||      ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   (06-Sep-2026)       ||      ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   (06-Sep-2026)       ||      ସାମ୍ବାଦିକଙ୍କ ମାତୃ ବିୟୋଗ   (06-Sep-2026)       ||      ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   (06-Sep-2026)       ||     

HOME   ଜିଲ୍ଲା

ଅବାଞ୍ଛିତ ଗର୍ଭଧାରୀ ପାଗଳୀ ମା ଉଦ୍ଧାର

06-Mar-2022



ବରଗଡ଼:  ସଭ୍ୟ ସମାଜରେ ମହିଳା ଓ ପୁରୁଷଙ୍କୁ ସମାଜ ସମାନ ଦୃଷ୍ଟିରେ ଦେଖୁଥିବା ବେଳେ ମହିଳାଙ୍କ ଆତ୍ମସମ୍ମାନ ଓ ସୁରକ୍ଷା ଏବେ ସର୍ବ ପ୍ରଥମ ସ୍ଥାନରେ ରହିଅଛି । ମହିଳା ମାନେ ଆଉ କୌଣସି କ୍ଷେତ୍ରରେ ପଛୁଆ ବା ଅବହେଳିତ ହୋଇ ନାହାନ୍ତି ।ନିଜର ଶକ୍ତି ଓ ସାମର୍ଥ୍ୟ ବଳରେ  ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛନ୍ତି ନାରୀ । ଏପରିକି ମହିଳା ମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ଦେବା ଲକ୍ଷ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ମାର୍ଚ୍ଚ ୮ ତାରିଖକୁ ବିଶ୍ୱ ମହିଳା ଦିବସ ଭାବରେ ପାଳନ କରାଯାଉଛି । ସମାଜରେ ନାରୀ ସବୁ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇ ସାରିଥିବା ବେଳେ ଏବେ ବି କିଛି କ୍ଷେତ୍ରରେ କିଛି ପଶୁ ପ୍ରକୃତିର ଲୋକ ନାରୀଙ୍କୁ ଅଦ୍ୟାବଧି ନିର୍ଯ୍ୟାତନା ଦେବା ବନ୍ଦ କରିନାହାନ୍ତି । ଏପରିକି ମାନସିକ ବିକୃତି ଥିବା ମହିଳାଙ୍କୁ ଉପଯୁକ୍ତ ଥଇଥାନ କରିବା ପରିବର୍ତ୍ତେ ସେମାନେ ଅବାଞ୍ଛିତ ଗର୍ଭ ଧାରଣ କରିବା ଭଳି କୁତ୍ସିତ ଘଟଣା ନଜରକୁ ଆସିଛି । 
       ସତ୍ୟ ଉଦାହରଣ ଭାବେ ରବିବାର ଜଣେ ମାନସିକ ବିକୃତି ମହିଳାଙ୍କୁ ଅତାବିରା ବ୍ଲକ ର ଏକ ଗାଁରୁ ଅତି ଅସହାୟ ଅବସ୍ଥାରେ ସଂକଳ୍ପ ପରିବାର  ଉଦ୍ଧାର କରି ବରଗଡ଼ ଜିଲ୍ଲା ସଖୀ ସେଣ୍ଟର କୁ ଆଣିଥିଲା । ଉକ୍ତ ମହିଳାଙ୍କ ପ୍ରାଥମିକ ଚିକିତ୍ସା ପରେ ସେ "ଛ" ମାସର ଗର୍ଭବତୀ ଥିବା ଜଣା ପଡିଛି । ଜଣେ ମସ୍ତିଷ୍କ ବିକୃତି  ମହିଳାଙ୍କୁ କେହି ନରରାକ୍ଷସ ନିଜର ଯୌନ କ୍ଷୁଧା ଚରିତାର୍ଥ କରିବା ପାଇଁ ପାଶବିକ ଅତ୍ୟାଚାର କରି ଅବାଞ୍ଛିତ ଗର୍ଭ ଧାରଣ କରାଇଛି । ସମ୍ପୃକ୍ତ ମହିଳା ଜଣକ କିଛି ଜାଣିପାରୁ ନଥିବା ବେଳେ ନିଜ ଗର୍ଭରେ ୬ ମାସର ଏକ ଶିଶୁ କୁ ବଢ଼ାଇ ଚାଲିଛନ୍ତି ।
     ଏପରି ଅବସ୍ଥାରେ  ସମ୍ପୃକ୍ତ ମହିଳାଙ୍କ ଉତ୍ତମ ଚିକତ୍ସା, ଗର୍ଭର ସୁରକ୍ଷା ତଥା ଠିକ ସମୟରେ ସନ୍ତାନର ପ୍ରସବ କରିବା ବର୍ତ୍ତମାନ ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଅଛି । ମାନସିକ ବିକୃତି ମହିଳାଙ୍କ କେହି ଆତ୍ମୀୟ ସ୍ଵଜନ୍ୟ ନଥିବା ବେଳେ କିମ୍ବା ତାର ପରିଚୟ ଜଣା ପଡୁନଥିବା ଯୋଗୁଁ ତାଙ୍କର ରହିବା ଖାଇବା ଓ ଚିକିତ୍ସା ପାଇଁ କଣ ପଦକ୍ଷେପ ନିଆଯିବ ତାହାକୁ ନେଇ କିଛି ସ୍ଥିର ହୋଇପାରୁ ନାହିଁ।
         ଏକବିଂଶ ଶତାବ୍ଦୀରେ ମଣିଷ ଉଗ୍ର ଆଧୁନିକତା ଆଡକୁ ମୁହାଁଉ ଥିବାବେଳେ ନିଜର ଯୌନ ଆକାଂକ୍ଷା ପାଇଁ ଯେ କୌଣସି ସ୍ତରକୁ ଯିବାର ନଜିର ମଧ୍ୟ କିଛି କମ ନୁହେଁ । ଜଣେ ପାଗଳୀ ମାଁ ଅନାବଶ୍ୟକ ଭାବେ ଏକ ନବାଗତ ଭବିଷ୍ୟତକୁ ଗର୍ଭରେ ଧରି ବୁଲୁଛନ୍ତି । ଆଉ କିଛି ମାସ ପରେ ଭୂମିଷ୍ଠ ସନ୍ତାନଟି ତାର ପରିଚୟ ଖୋଜିବ । ସେତିକି ବେଳକୁ ବିନା ଦୋଷରେ ସମ୍ପୃକ୍ତ ଛୁଆଟି ଜାରଜ ସନ୍ତାନର ପରିଚୟ ନେଇ ବୁଲିବ । ତେବେ ଦୋଷ କରିବ କିଏ ? କ୍ଷୁଧା ମେଣ୍ଟାଇବା କିଏ ?ପରିଣାମ ଭୋଗିବ କିଏ ?


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ   07-Sep-2026
  ଜିଲ୍ଲା  
ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   07-Sep-2026
  ଜିଲ୍ଲା  
ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   07-Sep-2026
  ଜିଲ୍ଲା  
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   07-Sep-2026
  ଜିଲ୍ଲା  
ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     07-Sep-2026
  ଜିଲ୍ଲା  
ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   07-Sep-2026
  ଜିଲ୍ଲା  
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   07-Sep-2026
  ଜିଲ୍ଲା  
ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   07-Sep-2026
  ଜିଲ୍ଲା  
ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   07-Sep-2026
  ଜିଲ୍ଲା  
ପୀଠ ପରିଷଦ ର ପ୍ରଥମ ବୈଠକ   07-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   07-Sep-2026
  ରାଜ୍ୟ  
୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   07-Sep-2026

You Might Also Like