-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
26-Feb-2022
ବୌଦ୍ଧ(ପ୍ରେରଣା ଖବର) , ବୌଦ୍ଧ ଜିଲ୍ଲା ଚାରିଛକ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ପୁରୁଣା କଟକ ହାଇସ୍କୁଲ ର ନବମ,ଦଶମ ଓ ସପ୍ତମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ହରଭଙ୍ଗା ସି ଡି ପି ଓ ଶ୍ରୀମତୀ ନିରୁପମା ପାଣି, ସୁପରଭାଇଜର ଶ୍ରୀମତୀ ସୌଦାମିନୀ ପଣ୍ଡା, ସୁପରଭାଇଜର ଶ୍ରୀମତୀ ଶୁଭଶ୍ରୀ ଶୁଭସ୍ମିତା, ହାଇସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ମଲ୍ଲିକ, ପୁରୁଣାକଟକ ୧,୨ ଓ ୩ ର ଅଙ୍ଗନବାଡି କର୍ମୀ ମାନେ ଏକ ଶୋଭା ଯାତ୍ରାରେ ସହର ପରିକ୍ରମା କରି ପିଲାମାନଙ୍କୁ ୨୮ ତାରିଖରେ ବିଦ୍ୟାଳୟ ଖୋଲିବ ପରେ ନିୟମିତ ବିଦ୍ୟାଳୟକୁ ଆସିବା ପାଇଁ ଉତ୍ସାହିତ କରିଥିଲେ l