-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

କlଲା ମାଝୀ ଙ୍କୁ କିଏ ହେବ ସହାୟ ? ଗରିବ ସୀମାରେଖା କରିଦିଏ ଲୋକଙ୍କୁ ଅତି ନିଃସହାୟ

24-Feb-2022



ଟିଟିଲାଗଡ଼ // ସେହିଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଆମ   ଟିଟିଲାଗଡ଼ ନିକଟସ୍ଥ କତରକେଲା ଗ୍ରାମ ର କାଲା ମାଝୀ ନାମକ ନିରୀହ ବ୍ୟକ୍ତି ଯିଏକି ଆଜି କ୍ୟାନ୍ସର ଭଳି ରୋଗରେ ପୀଡ଼ିତ ହୋଇ ନିଜର ଗୋଟିଏ ଗୋଡ ହରାଇଛନ୍ତି ।ଆଉ ଏଥିରୁ ବଢି ଦୁଃଖ ର କଥା ଆଉ କେଉଁଠି ରହିଲା , ଯାହାର ତିନିଟି ଝିଅ ଏବଂ ତାଙ୍କ ସ୍ତ୍ରୀ ତାଙ୍କ ଉପରେ ନିର୍ଭର କରି ଚଳୁଛନ୍ତି , ବହୁତ ଦୁଃଖ ର ବିଷୟ ଯେ ସେ ଏତେ ଗରିବ ଶ୍ରେଣୀରୁ ଆସିଛନ୍ତି ଯେ ଯିଏ ଦେଖିକି ମଧ୍ୟ ସହିପାରିବ ନାହିଁ।ସେ ପୁରାପୁରି ଭାବରେ ଅର୍ଥ ଉପାର୍ଜନ ପାଇଁ ଭିନ୍ନକ୍ଷମ ।ସିଏ ଚାହୁଁଛନ୍ତି ତାଙ୍କର ଗୋଟିଏ କୃତ୍ରିମ ଗୋଡ ଲାଗିପରିଲେ ନିଜେ ଯାଇ ଅର୍ଥ ଉପାର୍ଜନ କରିପାରିବେ । ଏବଂ ଆଉ ଚାରି ପ୍ରାଣୀ ର ଭରଣ ପୋଷଣ ଦାୟିତ୍ୱ ଉଠାଇପାରିବେ । ମୁଣ୍ଡ ଉପରେ ଅଛି ତିନିଝିଅ ଙ୍କ ପଢାପଢି ଓ ବିବାହ । ଏବେ ସେ କେବଳ ନିଜର ଜୀବନ ବଞ୍ଚୁଛନ୍ତି ଆଉ କିଛି ନୁହେଁ,ଆଉ ଗୋଟିଏ ଆଶା ନେଇ ବଞ୍ଚିଛନ୍ତି ଯେ, କେବେ କିଏ ତାହାଙ୍କୁ ସାହାଯ୍ୟ କରିବେ ଓ ସେ ଭଲହୋଇ ପୁଣି କାର୍ୟଗ୍ରାହୀ ହୋଇପାରିବେ ।

 ଆଶା ନେଇ ବଂଚିଛନ୍ତି କାଳା ଭାଇ
              କିନ୍ତୁ ପ୍ରଶାସନ କାହିଁକି ଏ ପର୍ଯ୍ୟନ୍ତ ଆଖି ବନ୍ଦ କରି ରହିଛି।ତାକୁ ସୁବିଧା ମିଳିବା ଦରକାର,ଏ ପର୍ଯ୍ୟନ୍ତ କିଛି ମଧ୍ୟ ମିଲିନାହିଁ । ଆଜି ଏହି ମଣିଷ ବୋଲି ନାହିଁ ଆହୁରି ବହୁତ ଲୋକ ଏହିଭଳି ଅବସ୍ଥା ଦେଇ ଗତି କରୁଛନ୍ତି । କିନ୍ତୁ ପ୍ରଶାସନ କିଛି ବି କରୁନାହିଁ । 
              ବର୍ତ୍ତମାନ ରାଜନୀତି ରେ ନିଜର ବ୍ୟକ୍ତିଗତ ଲକ୍ଷ୍ୟ ସାଧନ ପାଇଁ ପ୍ରତ୍ୟେକ ପ୍ରାର୍ଥୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଉଛନ୍ତି କିନ୍ତୁ ଏହିଭଳି ଅସହାୟ  ରୁଗ୍ଣ ଗରିବ ବ୍ୟକ୍ତି କୁ ସାହାଯ୍ୟ କରିବା ପାଇଁ କେହି ଆଗକୁ ଆସୁନାହାନ୍ତି । ଲୋକଙ୍କୁ ମଦ ମାଂସ ଦେଇ ମାସ ମାସ ଧରି ସାଙ୍ଗରେ ବୁଲେଇବା ଅପେକ୍ଷା ଏହିଭଳି ଲୋକଙ୍କୁ ଯଦି ସାହାଯ୍ୟ କରନ୍ତେ ତା ହେଲେ ପୁଣି କେବେ ଆଉ ହାତଯୋଡ଼ି ଭୋଟ ଭିକ୍ଷା କରିବାକୁ ପଡ଼ନ୍ତା ନାହିଁ ଲୋକଙ୍କ ମନରେ ରହିଥାନ୍ତେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like