-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ସଦର ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର  ସାମଗ୍ରୀକ ବିକାଶ ପାଇଁ ଯଶୋବନ୍ତିଙ୍କୁ ହାତ ଚିହ୍ନରେ ଭୋଟ ଦିଅନ୍ତୁ - ନରସିଂହ

20-Feb-2022



ବଲାଙ୍ଗିର,(ପ୍ରେରଣା ଖବର)-ଗୁରୁତ୍ୱ ପୁର୍ଣ୍ଣ ମତଦାନ ପାଇଁ ଆଉ ଗୋଟିଏ ଦିନ ବାକି ରହିଲା । ଏହି ଦିନ ଆପଣଙ୍କ ମତଦାନ ଆଗାମୀ ୫ ବର୍ଷ ପାଇଁ ଅଂଚଳର ଭବିଷ୍ୟତ ନିର୍ଧାରଣ କରିବ । ତେଣୁ ଆପଣମାନେ ଏହି ମତଦାନ ପୁର୍ବରୁ ଠିକ ଭାବେ ଚିନ୍ତାକରି   ଲୋଭ ବା ଭୟର ବଶବର୍ତ୍ତି ନହୋଇ କେବଳ ଅଂଚଳର ବିକାଶ ପାଇଁ ମତଦାନ କରନ୍ତୁ । ଏହି ଅଂଚଳର ସାମଗ୍ରୀକ ବିକାଶ ପାଇଁ କୃଷୀ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପ୍ରତ୍ୟେକ ଦିଗରେ ଅଂଚଳକୁ ଆଗେଇ ନେବାକୁ ହେବ । ଆପଣଙ୍କ ଭୋଟ ମଧ୍ୟ ସେହି ଦିଗରେ ଓ ଉଚିତ ପ୍ରାର୍ଥିକୁ ଯିବା ଆବଶ୍ୟକ । ତେଣୁ ମୋର ଅନୁରୋଧ ଆପଣମାନେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଯଶୋବନ୍ତି ବଘାରଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଅଂଚଳକୁ ଏକ ବିକାଶ ପଥରେ ଆଗେଇ ନେବେ ବୋଲି ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସଦର ବ୍ଲକରେ ନିର୍ବାଚନ ପ୍ରଚାର ସମୟରେ ଉପସ୍ଥିତ ଜନତାଙ୍କୁ ଆହ୍ୱାନ କରିଛନ୍ତି । ଆଜି ବଲାଙ୍ଗିର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସଦର ବ୍ଲକର ସିନ୍ଦୁରବାହାଲ, ଚନ୍ଦନଭାଟି, କଅଁଗାଁ, ମିର୍ଧାପାଲି, କିରାବାହାଲ, ଖଲିଆପାଲି,ରାଣୀପାଲି, ସକମା,ଫାସଡ,ଅମାମୁଣ୍ଡା, ମନହୀରା, ଭଇଁଷା ଓ ବଘାପାଲି ଆଦି ଗାଁରେ ଅନୁଷ୍ଠିତ କଂଗ୍ରେସର ନିର୍ବାଚନୀ ସଭାମାନଙ୍କରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ବାରମ୍ବାର ମିଛ କହି ସିଟ ହାତେଇବା ପ୍ରୟାସ କରୁଥିବା କେନ୍ଦ୍ରର ବିଜେପି ଦଳ ଓ ଗରିବ,

ଆଦିବାସୀ ,ପଛୁଅବର୍ଗ ବିରୋଧି ରାଜ୍ୟର ବିଜେଡି ଦଳକୁ ଏଥର ଆଦ୍ୱେ ଭୋଟ ଦେବେ ନାହିଁ ବୋଲି ଗାଁ ଗହଳିବାସିନ୍ଦା ସ୍ପଷ୍ଟ ନିଷ୍ପତ୍ତି ନେଇଛନ୍ତି । ତା ସହ ଏହି ନିର୍ବାଚନରେ ଅଂଚଳର ପ୍ରକୃତ ସମସ୍ୟାମାନଙ୍କର ସମାଧାନ ପାଇଁ ଛାତ୍ର,ଯୁବକ,କୃଷକ, ଶ୍ରମିକ ସାଥି କଂଗ୍ରେସକୁ ପୁଣି ଏକ ସ୍ପଷ୍ଟ ଜନାଦେଇ ଦେବେ । ତେଣୁ ଆପଣମାନେ ମଧ୍ୟ କଂଗ୍ରେସରଜିଲ୍ଲା ପରିଷଦ ପ୍ରାର୍ଥିନୀ ଯଶୋବନ୍ତି ବଘାରଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ । ଦେଖିବେ ଅଂଚଳର ବିକାଶ ପ୍ରକ୍ରିୟା ନିଶ୍ଚୟ ତ୍ୱରାନ୍ୱିତ ହେବ ବୋଲି ସେ ଜନତାଙ୍କୁ କହିଛନ୍ତି । କଂଗ୍ରେସ ଦଳର ଏହି ନିର୍ବାଚନୀ ସଭା ମାନଙ୍କରେ କପିଳ ପାଣୀଗ୍ରାହୀ, ମହେନ୍ଦ୍ର ମଲ୍ଲିକ, ଲକ୍ଷ୍ମୀନାରାୟଣ ନାଏକ, ଟୁନା ପାଣୀଗ୍ରାହୀ, ଦେବ ପାଣୀ, ସଂକିର୍ତ୍ତନ ମେହେର, ତପନ ପାଣିଗ୍ରାହୀ, ଅଜିତ ଦଲେଇ, ଭଗବାନ ମେହେର, ବିପିନ ପଟେଲ, ପିଙ୍କୁ ପଟେଲ, ଦିନବନ୍ଧୁ ପଟେଲ, ପ୍ରକାଶ ବରେଇ, ରାମ ମିଶ୍ର, ମଛିନ୍ଦ୍ର ମହାକୁଡ, କୁଞ୍ଜ ପାଣ୍ଡେ, ଧନୁ ସିଂ, ଗୋପୀ ମହାକୁଡ, ଦେବାନନ୍ଦ ସିଂ, ଦେବ ନାଏକ, ପଦ୍ମନ ବରାଡ ଓ ରାଜା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like