-+91-9937148622 |

prerana_bgr@rediffmail.com |

  Thursday 14th May 2026 |

| | | |

R.N.I. Regd No. ODIODI/2010/46693

Breaking News

ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି    (13-May-2026)       ||      ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   (13-May-2026)       ||      ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   (13-May-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    (13-May-2026)       ||      ବିନିକା ପ୍ରିମୀୟର ଲିଗ,ସ୍ମାର୍ଟ୧୧କୁ ହରାଇ ତ୍ରିରଙ୍ଗାର ବିଜୟ ଧାରା ଜାରି   (13-May-2026)       ||      *ସୁବର୍ଣ୍ଣପୁର ରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଦ୍ୱିତୀୟ ଦିବସ*   (13-May-2026)       ||      *ଘର କୁ ଘର ଗ୍ୟାସ ହୋମ ଡେଲିଭରୀ ସେବା ପ୍ରଦାନ କରିବା କୁ ଉପଭୋକ୍ତା ଙ୍କୁ ଦୃଢ ପ୍ରତିଶୁତି ଦେଲେ ଚରଣ ନାଏକ*   (13-May-2026)       ||      କଳାହାଣ୍ଡି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ନର୍ଲା ଥାନା କାର୍ଯ୍ୟକଳାପ ପାଇଁ ଏକ ନମ୍ୱର୍ ସ୍ଥାନ ଅଧିକାର କରିଥିବା ସୂଚନା !   (13-May-2026)       ||      *ଖୁଟଗୁଡା ରେ ହିନ୍ଦୁ ମହାସଂଘ ପ୍ରମୁଖ ଙ୍କୁ ଭବ୍ୟ ସ୍ଵାଗତ*   (13-May-2026)       ||      ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୁଷ ବନ୍ଧୁଙ୍କ ସମେତ ୪ ଗିରଫ   (13-May-2026)       ||      ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଏଆଇଡିଏସ୍ଓ    (13-May-2026)       ||      ପାଳଲହଡା ଅଞ୍ଚଳରେ ଅବୈଧ ଓ ଅନଧିକୃତ ଲଘୁ ଖଣିଜ ଖନନ ଏବଂ ପରିବହନ ଉପରେ ଚଢାଉ ହାଇବା ଜବତ    (13-May-2026)       ||      ମା ଙ୍କୁ ମନେ ପକାଇଲେ ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ର ସଭ୍ୟସଭ୍ୟା    (13-May-2026)       ||      ସାଇଟ କଲେଜରେ ବିଶ୍ୱ ସେବିକା ଦିବସ ପାଳନ   (13-May-2026)       ||      କଟକ ସଦର ବ୍ଲକରେ ଅନ୍ତୋଦୟ ଯୋଜନାରେ ଅନିୟମିତତା    (13-May-2026)       ||      ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ   (12-May-2026)       ||      *ସୁବର୍ଣ୍ଣପୁର ଠାରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଉଦ୍ଘାଟନ*   (12-May-2026)       ||      *ସାମ୍ବାଦିକ ସଙ୍ଘ ତରଫରୁ ଡାବୁଗାଁ ଥାନା ନୂତନ ଆଇ.ଆଇ.ସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା*   (12-May-2026)       ||      ସ୍ୱରାଜ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଟ୍ୟୁଟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ   (12-May-2026)       ||      ଶୋଭନୀୟ ଦେବ କନ୍ୟା ର ବିବାହ   (12-May-2026)       ||     

HOME   ରାଜନୀତି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ୬୩୭୧ ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ

16-Feb-2022



ବରଗଡ:-ବରଗଡ଼ ଜିଲ୍ଲା ରେ ଆଜି ଠାରୁ ଆସନ୍ତା ତା୨୪.୦୨.୨୦୨୨ରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ ।ଜିଲ୍ଲାରେ ସମୁଦାୟ ୧୨ ଗୋଟି ବ୍ଳକ ।ଏହି ବାରଗୋଟି ବ୍ଳକର ୨୫୨ ଟି ଗ୍ରାମପଞ୍ଚାୟତ ରେ ୫ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ର ପ୍ରସ୍ତୁତି ସରିଯାଇଛି ।ଏଥରକ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ଭାବେ ସମୁଦାୟ ୬୩୭୧ ଜଣ ପ୍ରାର୍ଥୀ/ପ୍ରାର୍ଥିନୀ ନିର୍ବାଚନ ମଇଦାନ ରେ ଅବତିର୍ଣ୍ଣ ହୋଇଛନ୍ତି ।ଆଜି ପ୍ରଥମପର୍ଯ୍ୟାୟ ରେ ବରଗଡ ଜିଲ୍ଲା ର ଅମ୍ବାବୋନା ବ୍ଳକ ର ୧୫ ଟି ଗ୍ରାମପଞ୍ଚାୟତ ର ୧୯୧ ବୁଥରେ, ଝାରବନ୍ଧ ବ୍ଲକ ର ୧୪ ଟି ଗ୍ରାମପଞ୍ଚାୟତ ର ୧୮୫ ବୁଥରେ, ଭଟଲି ବ୍ଳକ ର ୧୬ଟି ଗ୍ରାମପଞ୍ଚାୟତ ର ୨୧୯ ଟି ବୁଥ ରେ ପାଇକମାଳ ବ୍ଳକ ର ୨୨ ଟି ଗ୍ରାମପଞ୍ଚାୟତ ର ୨୭୪ ଟି ନିର୍ବାଚନ ବୁଥରେ ସମୁଦାୟ ୨୭୨୧୩୨ ଜଣ ଭାରତୀୟ ନାଗରିକ ତାଙ୍କ ମତଦାନ ସାବ୍ୟସ୍ତ କରିବେ । ପ୍ରଥମ ପର୍ଯ୍ୟାୟରେ ୨୭ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ/ପ୍ରାର୍ଥିନୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଥିବା ବେଳେ,୧୭୯ ଜଣ ପ୍ରାର୍ଥୀ/ପ୍ରାର୍ଥିନୀ,ସରପଞ୍ଚ ଭାବେ ୨୯୧ ଜଣ ଏବଂ ୧୧୦୨ ଜଣ ୱାର୍ଡ ମେମ୍ବର ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ୧୮.୦୨.୨୦୨୨ ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଉକ୍ତ ଦିବସରେ ସମୁଦାୟ ୨୭୫୩୮୩ ଜଣ ନାଗରିକ ତାଙ୍କ ମତଦାନ ସାବ୍ୟସ୍ତ କରିବେ । ଉକ୍ତ ଦିବସରେ ଗାଇସିଲେଟ ବ୍ଳକ ର ୧୯ ଗୋଟି ଗ୍ରାମପଞ୍ଚାୟତ ର ୨୩୫ ଟି ଭୋଟ ଗ୍ରହଣ କେନ୍ଦ୍ରରେ,ରାଜବୋଡାସମ୍ବର ବ୍ଳକ ର ୨୨ ଟି ଗ୍ରାମପଞ୍ଚାୟତ ର ୨୯୬ ଟି ଭୋଟ ଗ୍ରହଣ କେନ୍ଦ୍ରରେ, ଅତାବିରା ବ୍ଳକ ର ୨୪ଟି ଗ୍ରାମପଞ୍ଚାୟତ ର ୨୪୭ ଟି ଭୋଟ ଗ୍ରହଣ କେନ୍ଦ୍ରରେ ନିର୍ବାଚନ ଅନୁଷ୍ଠିତ ହେବ ।୧୮ ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ରେ ଜିଲ୍ଲାପରିଷଦ ଭାବେ ୨୯ ଜଣ ପ୍ରାର୍ଥୀ/ପ୍ରାର୍ଥିନୀ, ସମିତି ସଭ୍ୟ/ସଭ୍ୟା ଭାବେ ୨୨୧ ଜଣ,ସରପଞ୍ଚ ଆସନ ପାଇଁ ୩୧୭ ଜଣ ଏବଂ ୱାର୍ଡ ମେମ୍ବର ଭାବେ ୧୦୯୩ ଜଣ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।ଠିକ ସେଭଳି ତୃତୀୟ ପର୍ଯ୍ୟାୟ ୨୦ ତାରିଖ ରେ

୨୬୦୬୨୭ ଜଣ ମତଦାନ ସାବ୍ୟସ୍ତ କରିବେ । ଉକ୍ତ ଦିବସରେ ବରପାଲି ବ୍ଳକ ର ୨୩ ଗୋଟି ଗ୍ରାମପଞ୍ଚାୟତ ର ୨୯୨ ଟି ବୁଥ ରେ, ବିଜେପୁର ବ୍ଳକ ର ୨୨ଟି ଗ୍ରାମପଞ୍ଚାୟତ ର ୨୬୬ ଟି ବୁଥ ରେ ଏବଂ ଭେଡେନ ବ୍ଳକ ର ୨୧ ଟି ଗ୍ରାମପଞ୍ଚାୟତ ର ୩୧୯ ଟି ବୁଥ ରେ ମତଦାନ ସାବ୍ୟସ୍ତ ହେବ ।ଏହି ତୃତୀୟ ପର୍ଯ୍ୟାୟ ନିର୍ବାଚନ ରେ ଜିଲ୍ଲାପରିଷଦ ଭାବରେ ୩୧ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ ପ୍ରାର୍ଥିନୀ,୨୨୧ ଜଣ ସମିତି ସଭ୍ୟ ସଭ୍ୟା,୩୦୦ ଜଣ ସରପଞ୍ଚ ପ୍ରାର୍ଥୀ ପ୍ରାର୍ଥୀନୀ ଭାବେ ଏବଂ ୧୨୬୫ ଜଣ ୱାର୍ଡ ମେମ୍ବର ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୨.୦୨.୨୦୨୨ ତାରିଖ ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଖୋଦ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କ ସୋହେଲା ବ୍ଳକର ୨୭ଟି ଗ୍ରାମପଞ୍ଚାୟତ ରେ ୩୮୫ ଟି ମତଦାନ କେନ୍ଦ୍ରରେ ନିର୍ବାଚନ ରେ ଛିଡା ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏଥିରେ ୧୦ ଜଣ ଜିଲ୍ଲାପରିଷଦ,୩୮ ଜଣ ସମିତି ସଭ୍ୟ,୯୭ ଜଣ ସରପଞ୍ଚ ଏବଂ ୱାର୍ଡ ମେମ୍ବର ଭାବେ ୪୨୭ ଜଣ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ, ସମୁଦାୟ ୧୦୫୭୨୮ ଭୋଟଦାତା ତାଙ୍କ ମତଦାନ ସାବ୍ୟସ୍ତ କରିବେ। ଶେଷ ସ୍ପର୍ଶ ରେ ଅର୍ଥାତ୍ ୨୪.୦୨.୨୦୨୨ତାରିଖରେ ବରଗଡ ସଦର ର ୨୭ ଟି ଗ୍ରାମପଞ୍ଚାୟତ ର ୩୧୬ ଟି ନିର୍ବାଚନ ବୁଥରେ ମତଦାନ ମତଦାତା ମାନେ ତାଙ୍କ ମତ ସାବ୍ୟସ୍ତ କରିବେ । ସମୁଦାୟ ୧୯ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀନୀ,୯୬ ଜଣ ସମିତି ସଭ୍ୟ ସଭ୍ୟା,୧୪୧ ଜଣ ସରପଞ୍ଚ ଦାବିଦାର ତଥା ୫୨୭ ଜଣ ୱାଡ଼ମେମ୍ବର ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଉକ୍ତ ଦିବସରେ ସମୁଦାୟ ୧୨୬୯୯୭ ଭାରତୀୟ ନାଗରିକ ତାଙ୍କ ମତଦାନ ସାବ୍ୟସ୍ତ କରିବେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ସୂଚନା ପ୍ରଦାନ କରିଛନ୍ତି ।


News Comment




Photo in News

Advertisment
Lastest News
  ଶି‍କ୍ଷା ଓ ନିଯୁକ୍ତି  
ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି   13-May-2026
  ରାଜ୍ୟ  
ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   13-May-2026
  ଜିଲ୍ଲା  
ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   13-May-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    13-May-2026
  ଜିଲ୍ଲା  
ବିନିକା ପ୍ରିମୀୟର ଲିଗ,ସ୍ମାର୍ଟ୧୧କୁ ହରାଇ ତ୍ରିରଙ୍ଗାର ବିଜୟ ଧାରା ଜାରି   13-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଦ୍ୱିତୀୟ ଦିବସ*   13-May-2026
  ଜିଲ୍ଲା  
*ଘର କୁ ଘର ଗ୍ୟାସ ହୋମ ଡେଲିଭରୀ ସେବା ପ୍ରଦାନ କରିବା କୁ ଉପଭୋକ୍ତା ଙ୍କୁ ଦୃଢ ପ୍ରତିଶୁତି ଦେଲେ ଚରଣ ନାଏକ*   13-May-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ନର୍ଲା ଥାନା କାର୍ଯ୍ୟକଳାପ ପାଇଁ ଏକ ନମ୍ୱର୍ ସ୍ଥାନ ଅଧିକାର କରିଥିବା ସୂଚନା !   13-May-2026
  ଜିଲ୍ଲା  
*ଖୁଟଗୁଡା ରେ ହିନ୍ଦୁ ମହାସଂଘ ପ୍ରମୁଖ ଙ୍କୁ ଭବ୍ୟ ସ୍ଵାଗତ*   13-May-2026
  ଜିଲ୍ଲା  
ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୁଷ ବନ୍ଧୁଙ୍କ ସମେତ ୪ ଗିରଫ   13-May-2026
  ଜିଲ୍ଲା  
ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଏଆଇଡିଏସ୍ଓ   13-May-2026
  ଜିଲ୍ଲା  
ପାଳଲହଡା ଅଞ୍ଚଳରେ ଅବୈଧ ଓ ଅନଧିକୃତ ଲଘୁ ଖଣିଜ ଖନନ ଏବଂ ପରିବହନ ଉପରେ ଚଢାଉ ହାଇବା ଜବତ   13-May-2026

You Might Also Like