-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଆଜି ମନେ ପଡନ୍ତି ଆାଦିବାସୀ ନେତା ବିର୍ସାମୁଣ୍ଡା

15-Nov-2020




*ଊନବି˚ଶ ଶତାବ୍ଦୀର ଶେଷ ଭାଗରେ ମୁଣ୍ତା ସ˚ପ୍ରଦାୟର ଲୋକଙ୍କୁ ଶୋଷଣ-ଅତ୍ୟାଚାରରୁ ରକ୍ଷାକରିବା ପାଇଁ ଇ˚ରେଜ ସରକାର ବିରୋଧରେ ଲଢ଼ିଥିଲେ ବିରସା ମୁଣ୍ତା। ଏକ ଅବହେଳିତ ସ˚ପ୍ରଦାୟର ନେତୃତ୍ବ ନେଇ ସେ ପାଲଟିଯାଇଥିଲେ ଭଗବାନ୍‌। ମହାତ୍ମା ଗାନ୍ଧୀଙ୍କ ଭାରତ ଆଗମନର ବହୁ ପୂର୍ବରୁ ଅହି˚ସା ମାଧ୍ୟମରେ ଅନ୍ୟାୟ-ଅତ୍ୟାଚାର ବିରୋଧରେ ଲଢ଼ି, ଅପୂର୍ବ ସାହସର ପରିଚୟ ଦେଇଥିଲେ ବିରସା। ବ୍ରିଟିସ୍‌ ସରକାର, ଜମିଦାର, କିରସ୍ତାନ ଧର୍ମଯାଜକ, ଠିକାଦାର, ସାହୁକାର- ଏ ସମସ୍ତଙ୍କ କବଳରୁ ସରଳ-ନିରୀହ ମୁଣ୍ତାମାନଙ୍କୁ ରକ୍ଷା କରିବା ପାଇଁ ସେ ଆଜୀବନ ଉଦ୍ୟମ କରିଥିଲେ। ଏଥି ସହ ସେ ଥିଲେ ମହାନ୍‌ ଧର୍ମପ୍ରଚାରକ। ସେ ଅନ୍ଧ-ବିଶ୍ବାସ ଓ କୁ-ସ˚ସ୍କାରକୁ ଆଦୌ ପ୍ରଶ୍ରୟ ଦେଉ ନ ଥିଲେ। ଉଭୟ ହିନ୍ଦୁ ଓ କିରସ୍ତାନ ଧର୍ମର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ତେବେ, ସେ ନିଜର ଧର୍ମ ସୃଷ୍ଟି କରିଥିଲେ, ଯାହା ଥିଲା ସରଳ ଏବ˚ ସମସ୍ତଙ୍କ ପାଇଁ ଗ୍ରହଣୀୟ। ଊନବି˚ଶ ଶତାବ୍ଦୀର ଶେଷ ଆଡ଼କୁ ସେ ଚଳନ୍ତି ଭଗବାନ୍‌ରେ ପରିଣତ ହୋଇଥିଲେ। ମୁଣ୍ତା ସ˚ପ୍ରଦାୟର ଲୋକେ ତାଙ୍କୁ ଡାକୁଥିଲେ ‘ଧରତ ଆବା’। ରୋଗ ଭଲକରିବାର ଅଲୌକିକ ଶକ୍ତି ତାଙ୍କଠାରେ ଥିଲା। ସେ ଏପରିକି ବସନ୍ତ ଭୋଗୁଥିବା ରୋଗୀକୁ ମଧ୍ୟ ଭଲକରିପାରୁଥିଲେ। ରୋଗ, ଅନ୍ୟାୟ, ଅବିଚାର ଦୂର କରିବା ପାଇଁ ତାଙ୍କର ଜନ୍ମ ବୋଲି ବିରସା ବିଶ୍ବାସ କରୁଥିଲେ। ବହୁ ଦେବତାଙ୍କୁ ନ ପୂଜି କେବଳ ଜଣେ ଦେବତା ‘ସିଙ୍ଗବୋଙ୍ଗା’ଙ୍କୁ ପୂଜା କରିବାକୁ ସେ ଉପଦେଶ ଦେଉଥିଲେ।* 

*ବିରସାଙ୍କ ଜନ୍ମ ସ୍ଥାନକୁ ନେଇ ମତଭେଦ ରହିଛି। ଏକ ମତ ଅନୁଯାୟୀ ୧୮୭୫ ନଭେମ୍ବର‌୍‌ ୧୫ରେ ସୁନ୍ଦରଗଡ଼ ଅନ୍ତର୍ଗତ ଉଲିହାଟୁରେ ସେ ଜନ୍ମ ହୋଇଥିଲେ। ସେ ଥିଲେ ସୁଗନା ଓ କରମୀ ମୁଣ୍ତାଙ୍କ ଚତୁର୍ଥ ସନ୍ତାନ। ଅଭାବ-ଅନଟନ ମଧ୍ୟରେ ତାଙ୍କ ବାଲ୍ୟ ଜୀବନ ଅତିବାହିତ ହୋଇଥିଲା। ୧୮୯୫ରେ ଦୁର୍ଭିକ୍ଷ ପଡ଼ିବ ବୋଲି ବିରସା ଭବିଷ୍ୟଦ୍‌ବାଣୀ କରିଥିଲେ। ତାଙ୍କ କଥା ସତ ହେବାରୁ, ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ତାଙ୍କଠାରେ ବହୁ ଅଲୌକିକ ଗୁଣ ଦେଖିବାକୁ ମିଳିଥିଲା। ହଇଜା ଆକ୍ରାନ୍ତଙ୍କୁ ସେ ଛୁଇଁଦେଲେ, ସେମାନେ ଭଲହୋଇଯାଉଥିଲେ। ସେ ଶିକ୍ଷିତ ଥିଲେ। ବଳିପ୍ରଥା ବିରୋଧୀ ଥିଲେ। ଗୋ-ହତ୍ୟା ନ କରି ଗୋ-ପୂଜା କରିବାକୁ କହୁଥିଲେ। ସ୍ବଧର୍ମର ପ୍ରଚାର ପାଇଁ ନିୟମିତ ଧର୍ମ ସଭା ବସାଉଥିଲେ। ଖୋଳ-କରତାଳ ଆଦି ବାଦ୍ୟ ଯନ୍ତ୍ର ବାଦନ ସହ ପ୍ରାର୍ଥନା ବୋଲାଯାଉଥିଲା। ସେ ନିଜେ ବହୁ ଭକ୍ତି ସ˚ଗୀତ ରଚନା କରିଯାଇଛନ୍ତି। ବୈଷ୍ଣବମାନଙ୍କ ଭଳି ନୃତ୍ୟ କରୁଥିଲେ। ଆମିଷ ଭୋଜନ ଓ ସୁରା ପାନକୁ ବାରଣ କରୁଥିଲେ। ସରଳ ଓ ପବିତ୍ର ଜୀବନଯାପନ, ତାଙ୍କ ପ୍ରଚାରିତ ଧର୍ମର ମୂଳ ଭିତ୍ତି ଥିଲା। ଘର ଆଗରେ ତୁଳସୀ ଗଛ ଲଗାଇବା ଏବ˚ ବ୍ରାହ୍ମଣମାନଙ୍କ ଭଳି ପଇତା ପକାଇବା ପାଇଁ ଉପଦେଶ ଦେଉଥିଲେ।* 

*ସେ ମୁଣ୍ତାମାନଙ୍କୁ ସେମାନଙ୍କ ଅଧିକାର ସ˚ପର୍କରେ ସଚେତନ କରାଇଥିଲେ। ପୁଣି, ମୁଣ୍ତା ରାଜ୍ୟ ଗଢ଼ିବା ପାଇଁ ଆହ୍ବାନ ଦେଇଥିଲେ। ତାଙ୍କ ନେତୃତ୍ବରେ ମୁଣ୍ତାମାନେ ଶକ୍ତିଶାଳୀ ହେବା ସହ ବ୍ରିଟିସ୍‌ ଶାସନ ବିରୋଧରେ ଯାଇଥିଲେ। କିରସ୍ତାନ ଧର୍ମଯାଜକମାନଙ୍କୁ ବିରୋଧ କରିଥିଲେ। ତାଙ୍କ ବାଣୀ ଅନେକଙ୍କୁ ଆକର୍ଷିତ କରିଥିଲା ଏବ˚ ଅନେକ ତାଙ୍କ ଅନୁଗାମୀ ହୋଇଥିଲେ। ସରକାରୀ ଅତ୍ୟାଚାର, ଶୋଷଣର ତୀବ୍ର ବିରୋଧ କରିବାକୁ ବିରସା କହିଥିଲେ। ନାନା ମିଥ୍ୟା ଅଭିଯୋଗରେ ତାଙ୍କୁ ବନ୍ଦୀ କରାଯାଇଥିଲା। ସେ କାରାଗାରରୁ ମୁକ୍ତ ହେବା ପରେ ‘ଉଲଗୁଲାନ’ ବା ‘ବିଦ୍ରୋହ’ ତୀବ୍ର ରୂପ ନେଇଥିଲା। ରକ୍ତମୁଖା ମୁଣ୍ତାଙ୍କ ହାତରେ ଏକାଧିକ ସରକାରୀ କର୍ମଚାରୀ ନିହତ ହୋଇଥିଲେ। ମୁଣ୍ତା ଓ କିରସ୍ତାନଙ୍କ ମଧ୍ୟରେ ଗୋଷ୍ଠୀ ସ˚ଘର୍ଷ ପାଇଁ ବିରସାଙ୍କୁ ଦାୟୀ କରାଯାଇଥିଲା। ସେ କୌଣସି ସମୟରେ କିରସ୍ତାନଙ୍କ ଉପରେ ଆକ୍ରମଣକୁ ଉତ୍ସାହିତ କରି ନ ଥିଲେ ହେଁ ପ୍ରଶାସନ ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରିବାରୁ, ସେ ବାଧ୍ୟ ହୋଇ ଜଙ୍ଗଲରେ ଆତ୍ମଗୋପନ କରିଥିଲେ। ବ୍ରିଟିସ୍‌ କର୍ମଚାରୀମାନେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ତାଙ୍କୁ ଧରିବା ପାଇଁ ପାଞ୍ଚ ଶହ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ପୁରସ୍କାର ଲୋଭରେ ତାଙ୍କୁ ଧରାପକାଇଥିଲେ ବନଗଁାର ଜମିଦାର ଜଗମୋହନ ସି˚ହ। ଜଣେ ବିଶ୍ବାସଘାତକ ମାଝି ତାମରିଆ ସାହାଯ୍ୟରେ ବିରସାଙ୍କୁ ଗିରଫ କରାଯାଇଥିଲା। ତେବେ, ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କୌଣସି ପ୍ରମାଣ ମିଳି ନ ଥିଲା। ରାଁଚୀ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଅଟକ ଥିବା ବେଳେ ଅତ୍ୟନ୍ତ ରହସ୍ୟମୟ ଭାବେ ୧୯୦୦ ଜୁନ୍‌ ୯ରେ ତାଙ୍କର ପରଲୋକ ହୋଇଥିଲା। ହଇଜାରେ ତାଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କହାଯାଇଥିଲେ ହେଁ ଏହାକୁ ନେଇ ସ˚ଶୟ ରହିଛି। ତାଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା କରାଯାଇଥିବା କେହି କେହି ଗ୍ରହଣ କରନ୍ତି।*


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like