-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
08-Feb-2022
ବଲାଙ୍ଗୀର(ପ୍ରେରଣା ଖବର) - ବିଶିଷ୍ଟ କ୍ରୀଡା ସଂଗଠକ ସୁମନ୍ତ ଭୋଇଙ୍କ ଦଶାହରେ ସୁମନ୍ତ ପ୍ରେମୀମାନେ ସ୍ଥାନୀୟ ସେରସୁଆଁ ଗୁଡ଼ି ଠାରେ ସ୍ୱର୍ଗତ ଭୋଇଙ୍କ ସହ ବିତାଇଥିବା ଅତୀତକୁ ସ୍ମୃତିଚାରଣ କରିବା ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି
। ଦୀପ ପ୍ରଜ୍ଜଳନ କରି ପୁଷ୍ପା ର୍ଘ୍ୟ ଅର୍ପଣ କରାଯାଇଥିଲା । ଏହି ଶୋକସଭାରେ ପ୍ରଦୀପ ମହାନ୍ତି, ବିଶିଷ୍ଟ ସମ୍ବାଦିକ ମନୋରଞ୍ଜନ ଯୋଶୀ, ରସରାଜ ଅଚ୍ୟୁତ ପୁରୋହିତ, ତ୍ରିପାରାରୀ ପାଣିଗ୍ରାହୀ, ଟୁକୁ ପଟ୍ଟନାୟକ, ଜୟକୃଷ୍ଣ ସାହୁ (ପଣ୍ଡିତ), କାନନ ପଟ୍ଟନାୟକ, ଅରୁଣ ନାୟକ, ପ୍ରଭାତ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶଶୀ ଶେଖର ପଣ୍ଡା, ସୁଧିର ନନ୍ଦ, ରଜନୀ ସେଠ, ପିଣ୍ଟୁୁ ନନ୍ଦ,
କ୍ଷୀରୋଦ ମିଶ୍ର, ବାବୁଲା ବହିଦାର,ପ୍ରଶାନ୍ତ ପଟ୍ଟନାୟକ, ପୃଥିରାଜ ମିଶ୍ର, ଭାଗିରଥି ମହାକୁର, ପ୍ରଶାନ୍ତ ମହାକୁର, ରଞ୍ଜନ ରାଉତ, ରୋଶନ ଅଲ୍ଲୀ, ଗୋବିନ୍ଦ ଦାଶ ଓ ରାହୁଲ ସେଠ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ଓ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।