-+91-9937148622 |

prerana_bgr@rediffmail.com |

  Wednesday 7th October 2026 |

| | | |

R.N.I. Regd No. ODIODI/2010/46693

Breaking News

_ଭୀମଟାଙ୍ଗିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ   (07-Oct-2026)       ||      କୁଶଙ୍ଗାଇ ପୀଠରେ ଷୋହଳ ପୂଜା ଆରମ୍ଭ   (07-Oct-2026)       ||      ସେବା, ସ୍ୱାସ୍ଥ୍ୟ, ବନ୍ଧୁତାର ମନ୍ତ୍ର - ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଯୁବ ରେଡକ୍ରସର ମହାମନ୍ଥନ   (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ   (07-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   (06-Oct-2026)       ||      ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   (06-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   (06-Oct-2026)       ||      ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   (06-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   (06-Oct-2026)       ||      ୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   (06-Oct-2026)       ||      ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   (06-Oct-2026)       ||      ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (06-Oct-2026)       ||      *ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   (06-Oct-2026)       ||      ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   (06-Oct-2026)       ||      ୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   (06-Oct-2026)       ||      ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||     

HOME   ଜିଲ୍ଲା

ଦୁଇ ହେବିୱେଟ ସମିତିସଭ୍ୟା ପ୍ରାର୍ଥୀନୀଙ୍କ ପ୍ରଚାର ଜୋରଦାର: ବ୍ଳକ ଅଧ୍ୟକ୍ଷା ପାଇଁ ଚରଦା ପଞ୍ଚାୟତ ହେବ ନିର୍ଣ୍ଣାୟକ ଭୂମିକା   

08-Feb-2022



 ବିନିକା(ହିମାଂଶୁ ଶେଖର ପୁଟେଲ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ଯେତେ ନିକଟତର ହେଉଛି ସେତିକି ଭାବରେ ଭୋଟର ଜନାର୍ଦ୍ଦନଙ୍କ ଉତ୍ସାହ ବଢ଼ିବାରେ ଲାଗିଛି ।ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ଭୋଟରଙ୍କୁ ଆତ୍କୁଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରି ଦିନରାତି ଲାଗି ପଡିଛନ୍ତି । ଏମିତିକା ଦେଖୀବାକୁ ମିଳିଛି ବିନିକା ବ୍ଲକ ଚରଦା ପଞ୍ଚାୟତରେ । ଏଠାରେ   ବିନିକା ବ୍ଳକ ଅନ୍ତର୍ଗତ ଭଣ୍ଡାର ପଞ୍ଚାୟତ ଗୁଲୁଣ୍ଡା ଗ୍ରାମର ଚାଷୀ ନେତା ଭୀମସେନ ସାହୁଙ୍କ ଧର୍ମପତ୍ନୀ ନଳିନୀ ସାହୁ ଗତ ୨୦୧୨ରୁ୨୦୧୭ ମସିହାରେ ବିନିକା ବ୍ଳକ ଅଧ୍ୟକ୍ଷା ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ପୁଣିଥରେ ବ୍ଲକର ଅଧ୍ୟକ୍ଷା ପଦ ହାତେଇବା ପାଇଁ ନିର୍ବାଚନ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ସମିତିସଭ୍ୟାରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଠିକ ସେହିପରି ୨୦୧୭ରୁ୨୦୨୨ ବିନିକା ବ୍ଲକର ଅଧ୍ୟକ୍ଷ ଥିବା ସିଂହିଯୁବା ଗ୍ରାମର ଅଶୋକ ନନ୍ଦଙ୍କ ଧର୍ମପତ୍ନୀ ଦିପ୍ତିରେଖା ନନ୍ଦ ମଧ୍ୟ ନିର୍ବାଚନ ମଇଦାନରେ ରହିଛନ୍ତି ।ଉଭୟ ସମିତିସଭ୍ୟା ବିଜେଡ଼ି ଦଳର ହୋଇଥିବାରୁ କିଏ ଏହି ସିଟ କବଜା କରିବ ସେନେଇ ସବୁଆଡେ ଚାଲିଛି ଚର୍ଚ୍ଚା । କାରଣ ଏହି ସିଟ ଯିଏ ଅକ୍ତିଆର କରିବ କୁଆଡେ ସେହୀ ପ୍ରାର୍ଥୀନୀ ଜଣକ ବିନିକା ବ୍ଳକ ଅଧ୍ୟକ୍ଷା ପଦ ଆସନ ଅଳଙ୍କୃତ କରି ପାରନ୍ତି  ବୋଲି ସାରା ବିନିକା ଅଞ୍ଚଳ ବାସୀଙ୍କ ଠାରେ କଳ୍ପନା ଜଳ୍ସନା ଚାଲିଥିବାରୁ ସମସ୍ତଙ୍କର ନଜର ଉକ୍ତ ପଞ୍ଚାୟତ ଉପରେ । ତେଣୁ ଏହି ଦୁଇ ହେବିୱେଟଙ୍କ ନିର୍ବାଚନ ପ୍ରଚାର ସରଗରମ ହୋଇଉଠିଛି । ପ୍ରତିଦ୍ବନ୍ଦିତାରେ ଥିବା ପୂର୍ବତନ ଅଧ୍ୟକ୍ଷା ତଥା ସମିତିସଭ୍ୟା ନଳିନୀ ସାହୁ ତାଙ୍କ ସମର୍ଥକଙ୍କ ଗ୍ରହଣରେ ଇତି ମଧ୍ୟରେ ପଞ୍ଚାୟତର ଫୁଲମୁଠି,ପୂଜାରୀ ସାହାଜଵାହାଲ,ଚରଦା ଗ୍ରାମର କୋଣ ଅନୁକୋଣରେ ବସବାସ କରୁଥିବା ଲୋକଙ୍କ ଘରକୁ ଘର ଯାଇ ପ୍ରଚାର କାର୍ଯ୍ୟକୁ ଯୋର କରି ଦେଇଥିବା ବେଳେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅଶୋକ ନନ୍ଦ ମଧ୍ୟ ତାଙ୍କ ଧର୍ମପତ୍ନୀ ଦୀପ୍ତିରେଖାଙ୍କ ବିଜୟୀ

ପାଇଁ ପ୍ରଚାର ପ୍ରସାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ରାଜନୀତି ଉଷ୍ମତାକୁ ତର୍ଜମା କଲେ ନଳିନୀଙ୍କ ପଲାଭାରୀ ଧୀରେ ଧୀରେ ବଡୁ ଥିବା ଭୋଟର ଙ୍କ ଠାରୁ ଶୁଣା ଯାଉଛି  ।ତେବେ ନଳିନୀ ସାହୁ ୫ବର୍ଷ ଧରି ଅଧ୍ୟକ୍ଷା ଦାୟିତ୍ଵ ତୁଲାଇ ରାଜନୀତି ତଥା ଅଞ୍ଚଳର ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବା ଦିଗରେ ଅଭିଜ୍ଞତା ସହ ସମସ୍ତଙ୍କ ସହିତ ସୁସମ୍ପର୍କ ସ୍ଥାପନ ରଖିଥିବା  ବେଳେ ରାଜନୀତି ନିର୍ବାଚନରେ ଦୀପ୍ତିରେଖା ନୂଆଁ କରି ପାଦ ପକାଇଛନ୍ତି । କିଛିଦିନ ତଳେ ପ୍ରାର୍ଥୀନୀ ନଳିନୀ ସାହୁଙ୍କୁ ଫୁଲମୁଠି ଗ୍ରାମର ସମସ୍ତ ମହିଳା ସ୍ୱତପ୍ରବୃତ୍ତ ଭାବେ ସମର୍ଥନ ଦେଇ ଏକ ରେଳିରେ ଗ୍ରାମ ପରିକ୍ରମା ସହ ହୁଳହୁଳି ଦେବା ନିର୍ବାଚନ ବାତାବରଣକୁ ଆହୁରି ସରଗରମ କରି ଦେଇଛି।  ନିର୍ବାଚନ ମତଦାନ ଯେତିକି ପାଖେଇ ଆସୁଛି ସେତିକି ମାତ୍ରାରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି ।  ମତଦାନ ଦିନ ପର୍ଯ୍ୟନ୍ତ ନିର୍ବାଚନ ବାତାବରଣ ଯଦି ଏହିଭଳି ଭାବରେ ବଳବତ୍ତର ରୁହେ ତେବେ ଭୋଟରଙ୍କ ମତଦାନ ପର୍ଯ୍ୟନ୍ତ କିଏ ଜିତିବ କିଏ ହାରିବ  ଆକଳନ କରିବା ମସ୍କିଲ ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
_ଭୀମଟାଙ୍ଗିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ   07-Oct-2026
  ଜିଲ୍ଲା  
କୁଶଙ୍ଗାଇ ପୀଠରେ ଷୋହଳ ପୂଜା ଆରମ୍ଭ   07-Oct-2026
  ଜିଲ୍ଲା  
ସେବା, ସ୍ୱାସ୍ଥ୍ୟ, ବନ୍ଧୁତାର ମନ୍ତ୍ର - ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଯୁବ ରେଡକ୍ରସର ମହାମନ୍ଥନ   07-Oct-2026
  ଜିଲ୍ଲା  
ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ   07-Oct-2026
ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   06-Oct-2026
  ଜିଲ୍ଲା  
ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   06-Oct-2026
ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   06-Oct-2026
  ରାଜ୍ୟ  
ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   06-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   06-Oct-2026
  ଜିଲ୍ଲା  
୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   06-Oct-2026
  ଜିଲ୍ଲା  
ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   06-Oct-2026
  ଜିଲ୍ଲା  
ଭିକ୍ଷାବୃତ୍ତି କରୁଥିବା ୧୦ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   06-Oct-2026

You Might Also Like