-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||      ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||     

HOME   ଦେଶ ବିଦେଶ

ଉତ୍ତର-ପୂର୍ବ ଭାରତରେ ନିର୍ମାଣ ହେଉଥିବା ବିଶ୍ୱର ସର୍ବୋଚ୍ଚ ରେଳ ସେତୁ କୁତୁବ୍ ମିନାରଠୂ ଦୁଇଗୁଣ ଉଚ୍ଚ  

04-Feb-2022



ସ୍ୱାଧୀନତା ପରେ ବିକାଶର ମାପକାଠିରେ ଭାରତର ଅନେକ ରାଜ୍ୟ ପଛରେ ରହିଯାଇଥିଲେ। ବିଶେଷକରି ପାହାଡ଼ ପର୍ବତ ଘେରା  ଉତ୍ତର-ପୂର୍ବ ରାଜ୍ୟଗୁଡିକ। ଏହି ରାଜ୍ୟଗୁଡ଼ିକ ଲାଗି ସ୍ୱତନ୍ତ୍ର ପଦକ୍ଷେପର ଆବଶ୍ୟକ ଥିବାବେଳେ ତାହା ହେଉନଥିଲା। ହେଲେ 2014 ପରେ ଏହି ରାଜ୍ୟଗୁଡିକ ଭିତ୍ତିଭୂମି କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି।  ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତା। ଏହି ପ୍ରତିବଦ୍ଧତା ଉତ୍ତର-ପୂର୍ବକୁ ଭାରତର ବିକାଶର ଇଞ୍ଜିନ ଭାବରେ ବିବେଚନା କରେ। ସିକ୍କିମ ବିମାନବନ୍ଦର ହେଉ ବା ଆସାମର ସେତୁ କିମ୍ବା ଉତ୍ତର-ପୂର୍ବରେ ବ୍ୟାପକ ବିସ୍ତାର ହେବାକୁ ଥିବା ରେଳ-ସଡ଼କ ସଂଯୋଗ, ଏସବୁ କ୍ଷେତ୍ରରେ କେନ୍ଦ୍ର ସରକାର କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାଁନ୍ତି। ଏହି ଧାରାରେ, ମଣିପୁରର ରାଜଧାନୀ ଇମ୍ଫାଲକୁ ବ୍ରଡ ଗେଜ ରେଳଲାଇନ୍ ସଂଯୋଗ କରିବା ପାଇଁ ବର୍ତ୍ତମାନ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ ତିଆରି ଚାଲିଛି। 111 କିଲୋମିଟର ଲମ୍ବା ଜିରିବାମ-ଇମ୍ଫାଲ ରେଳ ଲାଇନ ପ୍ରକଳ୍ପ ଅଧୀନରେ ଏହା ନୋନେ ଜିଲ୍ଲାରେ ନିର୍ମାଣ କରାଯାଉଛି। ଏହି ଅଞ୍ଚଳ ଇକୋ ସେନ୍ସିଟିଭ୍ ଜୋନ୍ ପରିଧିରେ ଆସୁଥିବାରୁ ଏହି ସେତୁକୁ ଭୂକମ୍ପ ପ୍ରତିରୋଧକ କରାଯାଉଛି। ଏହି ବ୍ରିଜ୍ ରିକ୍ଟର ସ୍କେଲରେ 8.5 ମାପ ବିଶିଷ୍ଟ ଭୂକମ୍ପର କମ୍ପନକୁ ସହ୍ୟ କରିପାରିବ। ଡିସେମ୍ବର 2023 ରେ ଏହି ପ୍ରକଳ୍ପ ଶେଷ ହେବ । ଏହି ସେତୁ ନିର୍ମାଣ ଦ୍ୱାରା 111 କିଲୋମିଟର ଦୂରତା ପ୍ରାୟ 2.5 ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ହେବ। ବର୍ତ୍ତମାନ ଜିରିବମ୍ ଏବଂ ଇମ୍ଫାଲ୍ ମଧ୍ୟରେ ଦୂରତା 220 କିମି। ଏହାକୁ ଅତିକ୍ରମ କରିବାକୁ 10 ରୁ 12 ଘଣ୍ଟା ଲାଗେ। ବ୍ରିଜ୍ ସମ୍ପନ୍ନ ହୋଇଗଲେ 111 କିଲୋମିଟର ଦୂରତା ଅଢ଼େଇ ଘଣ୍ଟାରେ ସମ୍ପୂର୍ଣ୍ଣ ହେବ। ଏହି ବ୍ରିଜ୍ର ଉଚ୍ଚତା 141 ମିଟର ହେବ, ଯାହା କୁତୁବ ମିନାରର ଉଚ୍ଚତାଠାରୁ ପ୍ରାୟ ଦୁଇଗୁଣ ଅଧିକ। ବର୍ତ୍ତମାନ ଦୁନିଆର ସର୍ବୋଚ୍ଚ ସେତୁ ୟୁରୋପର ମୋଣ୍ଟେନେଗ୍ରୋରେ ଅଛି। ଏହାର ଉଚ୍ଚତା 139 ମିଟର।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
*ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   09-Oct-2026
  ଜିଲ୍ଲା  
ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   09-Oct-2026
  ଜିଲ୍ଲା  
ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   09-Oct-2026
  ଜିଲ୍ଲା  
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   09-Oct-2026
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026

You Might Also Like